Browsing Category

ଖେଳ

ଏମ୍‌କେସିଏ କ୍ୟାରମ୍‌: ଗୌତମ ଏକକ, ଦାଦୁ-ବାପି ଯୁଗଳ ବିଜେତା

ଭୁବନେଶ୍ବର,(ଓଡ଼ିଶା ଭାସ୍କର):ମା' କାଳିଆଶନୀ କ୍ୟାରମ୍ ସଂଘ (ଏମ୍‌କେସିଏ) ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାର…

୮୯ ତମ ଏଟିପି ଟୁର୍ ଟାଇଟଲ୍ ଜିତିଲେ ନାଡାଲ: ୨୧ତମ ଗ୍ରାଣ୍ଡସ୍ଲାମ ଲକ୍ଷ୍ୟ

ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ ନାଡାଲ ଆଉ କୀର୍ତ୍ତିମାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବାକୁ ଯାଉଥିବା ନାଡାଲ ନିଜ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଲକ୍ଷ୍ୟରେ…

ବିସିସିଆଇର ଚିନ୍ତା ବଢାଇଲା କରୋନା, ବିଦେଶରେ ଆୟୋଜିତ ହେବ IPL !

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ପୁଣି ଥରେ କରୋନା ସଙ୍କଟର ବାଦଲ। ଆଇପିଏଲ ୨୦୨୦ର ଆୟୋଜନ କୋଭିଡ୍ ସଙ୍କଟ କାରଣରୁ ୟୁଏଇରେ ହୋଇଥିଲା। ପୁଣି ୨୦୨୧ ସଂସ୍କରଣ ଭାରତରେ ହୋଇଥିଲେ ମଧ୍ୟ କରୋନା…

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି

କେପଟାଉନ: ଚଳିତ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜର ଦୁଇ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଭାରତ ପ୍ରଥମ ମ୍ୟାଚରେ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିବାରୁ ସିରିଜ ୧-୧ରେ ବରାବର ରହିଛି ।…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା, ସିରାଜଙ୍କ ଖେଳିବା ନେଇ ସସପେନ୍ସ

ନୂଆଦିଲ୍ଲୀ : ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର। ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଜଂଘ ମାଂସପେଶୀ ଟାଣି ଧରିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାନୁଆରୀ ୧୧ରୁ କେପଟାଉନରେ ହେବାକୁ…

T-20କୁ ନେଇ ICCର ନୂଆ ନିୟମ: ଏହି ନିୟମ ନ ମାନିଲେ ଜଣେ ଫିଲ୍ଡର ହଟିବେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦କୁ ନେଇ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଏଣିକି ସ୍ଲୋ ଓଭର ରେଟ ପାଇଁ ଦଣ୍ଡବିଧାନ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସମାପ୍ତ କରି ନ…

‘ଏବେ ଯେତେ ଡେଇଁବା କଥା ଡିଅଁ’, ବାକି ଅଛି ଆଉ ଗୋଟିଏ ମ୍ୟାଚ୍’, ପରାଜୟ ପୂର୍ବରୁ ଦ.ଆଫ୍ରିକାକୁ ଚେତାବନୀ ଦେଲେ ବୁମରା

ଜୋହାନ୍ସବର୍ଗ : ଭାରତୀୟ ଦଳ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଏହି ସିରିଜ୍ର ଦ୍ଵିତୀୟ ଟେଷ୍ଟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ବାକ୍…

୧୯ ବର୍ଷୀୟ ମହିଳା ଖେଳାଳି ନେଲେ ୭ ୱିକେଟ: ବିପକ୍ଷ ଟିମ୍ ୫୩ ରନରେ ସୀମିତ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବୟସ ମାତ୍ର ୧୯ । ତେବେ ଗୋଟିଏ ମ୍ୟାଚରେ ୭ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଷ୍ଟେଲ୍ଲା କ୍ୟାମ୍ପବେଲ । କ୍ୟାମ୍ପବେଲ ମାତ୍ର ୮ ଓଭର ବୋଲିଂ କରି ୭ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟେଲାଙ୍କ ଘାତକ…

ୱାଣ୍ଡରର୍ସରେ ଏଲଗାର ମ୍ୟାଜିକ୍: ଜିତିଲା ଦକ୍ଷିଣ ଆଫ୍ରିକା,ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ୱାଣ୍ଡରର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିରିଜକୁ ୧-୧ ସ୍ଥିତିକୁ ଆଣିଛି ଦଳ । ୨୪୦ ରନର ବିଜୟ ଲକ୍ଷ୍ୟର ପିଛା…

କୋହଲିଙ୍କୁ ତିନି ଫର୍ମାଟରେ ପଛରେ ପକାଇଲେ ପାକ୍ ଅଧିନାୟକ ବାବର ଆଜମ

ନୂଆଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ଏବଂ ଜୋହାନ୍ସବର୍ଗ ଟେଷ୍ଟ ଖେଳିନଥିବା ବିରାଟ କୋହଲିଙ୍କ ଆଇସିସି ମାନ୍ୟତାରେ ଅବନ୍ନତି ଘଟିଛି। ଆଉ ଏହାର ଫାଇଦା ମିଳିଛି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ। ଆଇସିସିର…