Browsing Category
Top Stories
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର ଧକ୍କାରେ ବୃଦ୍ଧ ମୃତ
ଅମରାବତୀ: ବୃଦ୍ଧଙ୍କୁ ଧକ୍କା ଦେଲା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର । ଜଗନମୋହନ ରେଡ୍ଡୀଙ୍କ କାର ଧକ୍କାରେ ବୃଦ୍ଧ ମୃତ । ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ରେମତାପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା ।…
କେଶ ଝଡ଼ିବା ନେଇ ଚିନ୍ତିତ ଅଛନ୍ତି କି? ଭୃସଙ୍ଗ ପତ୍ର ଏବଂ ଅଁଳାର ହେୟାର ମାସ୍କ ଚୁଟକୀରେ କରିଦେବ ବନ୍ଦ
ଓଡ଼ିଶା ଭାସ୍କର: କେଶ ଝଡ଼ିବାର ଚିକିତ୍ସା ଠିକ ସମୟ ମଧ୍ୟରେ ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣ ମଧ୍ୟ ଚୁଟି ଝଡ଼ିବାର ଶିକାର ହୋଇପାରନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ କେଶରେ ପୁଷ୍ଟିକର ଅଭାବକୁ ଦୂର କରିବାକୁ…
ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ, ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍
ନୂଆଦିଲ୍ଲୀ: ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ । ଏନେଇ DGCAର ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି ।
ବିମାନର ବ୍ୟବସ୍ଥାଗତ ତ୍ରୁଟି…
ଓଡ଼ିଶା ଆସିବା ଉପରେ ଆମେରିକାର ମାର୍ଗଦର୍ଶିକା: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ
ନୂଆଦିଲ୍ଲୀ: ଆମେରିକାର ମାର୍ଗଦର୍ଶିକା ନେଇ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ । ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । “ ଆମେରିକାରେ ମଧ୍ୟ ଦଙ୍ଗା ହେଉଛି, ଗୁଳିମାଡ଼…
ଭାରତୀୟ କର୍ମକ୍ଷେତ୍ରକୁ ଦୋହଲାଇଲା ଭୂ-ରାଜନୈତିକ ଉତ୍ତେଜନା; ନିଯୁକ୍ତି ବନ୍ଦ କଲେ ୬୩% କମ୍ପାନୀ: ରିପୋର୍ଟ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଅନ୍ୟାନ୍ୟ ଭୂ-ରାଜନୈତିକ ଉତ୍ତେଜନା ଭାରତୀୟ କାର୍ଯ୍ୟକ୍ଷେତ୍ରକୁ ପ୍ରଭାବିତ କରିଛି। ଏକ ସାମ୍ପ୍ରତିକ ରିପୋର୍ଟ ଅନୁସାରେ, ୬୩ ପ୍ରତିଶତ କମ୍ପାନୀ ନିଯୁକ୍ତି ବନ୍ଦ କରିଛନ୍ତି…
ଆୟୁଷ୍ମାନ କାର୍ଡ ଥାଇ ମଧ୍ୟ ହସ୍ପିଟାଲରେ ଟଙ୍କା ମାଗିଲେ କ’ଣ କରିବେ, କେଉଁଠି କରିପାରିବେ ଅଭିଯୋଗ?
ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଥିବା ଲାଭାର୍ଥୀମାନେ ସରକାରୀ ଏବଂ ଯୋଜନା ଅଧୀନରେ ସାମିଲ ଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରତି ବର୍ଷ ୫…
ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା
ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା ।
“ରଥଯାତ୍ରା ପାଇଁ 5 ଥାକିଆ…
ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…
ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ
ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି ।
ଏପଟେ…
ମେଟାର ନୂଆ ଲଗଇନ ଫିଚର: ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଆକାଉଣ୍ଟ ହେବ ଅଧିକ ସୁରକ୍ଷିତ
ଫେସବୁକର ମୂଳ କମ୍ପାନୀ ମେଟା ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଏବଂ ଅଧିକ ସୁରକ୍ଷିତ ଲଗଇନ ଫିଚର ‘ପାସକି’ (Passkey) ଆରମ୍ଭ କରିଛି। ଏହି ଫିଚର ଆଇଓଏସ (iOS) ଏବଂ ଆଣ୍ଡ୍ରଏଡ (Android) ଡିଭାଇସରେ ଉପଲବ୍ଧ…