Browsing Category
Top Stories
ରାଶିଫଳ(ମଙ୍ଗଳବାର,୨୦ ଜୁନ,୨୦୨୩)
ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର…
ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବାପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…
ବାହାନଗା ଟ୍ରେନ୍ ଦୁର୍ଘଟଣା: ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କଲା CBI
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସିବିଆଇର ତଦନ୍ତ ଜାରି ରଖିଥିବା ବେଳେ ଏହାରି ମଧ୍ୟରେ ଆସିଛି ବଡ ଅପଡେଟ । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କରି ତଦନ୍ତ ଆଗକୁ…
ଲୋକସେବା ଭବନରେ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ-୨୦୩୬ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବା…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମରେ ୨ ଶହ ଅଣସ୍ତରି ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ…
ମୁମ୍ବାଇରେ ହୃଦୟ ବିଦାରକ ଘଟଣା: ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା କଲା ଯୁବକ
ମୁମ୍ବାଇ: ମୁମ୍ବାଇର ସାକିନାକାରେ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ସୂଚନା ଦେଇଛି। ସାକିନାକା…
ଶରୀର ପାଇଁ ଲାଭଦାୟକ ସାରୁ, ହାଇ ବ୍ଲଡ ପ୍ରେସରକୁ କମ୍ କରିବାରେ କରିଥାଏ ସାହାଯ୍ୟ
ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍…
ଜୁଲାଇ ୧ ରୁ ଜୋତା, ଚପଲ ପାଇଁ ଲାଗୁ ହେବ ନୂଆ ନିୟମ, ଖରାପ ଗୁଣବତ୍ତା ଥିଲେ ଉତ୍ପାଦ ଓ ଆମଦାନୀ ବନ୍ଦ
ନୂଆଦିଲ୍ଲୀ: ବଡ଼ ଏବଂ ମଧ୍ୟମ ଧରଣର ଉତ୍ପାଦକ ଏବଂ ଜୋତା ଏବଂ ଚପଲ ଉତ୍ପାଦର ସମସ୍ତ ଆମଦାନୀକାରୀଙ୍କୁ ଜୁଲାଇ ୧ ରୁ ୨୪ ଉତ୍ପାଦ ପାଇଁ ବାଧ୍ୟତାମୂଳକ ଗୁଣାତ୍ମକ ମାନ ମାନିବାକୁ ପଡିବ। ଚୀନ୍ ପରି ଦେଶରୁ ଖରାପ ଗୁଣବତ୍ତା…
ରଥଯାତ୍ରା ଅବସରରେ ପୁରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ
ପୁରୀ: ପବିତ୍ର ପୁରୀ ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ…
ଜାତୀୟ ପେନ୍ସନ୍ ସ୍କିମ୍: PFRDA ଅଧୀନରେ ଆକାଉଣ୍ଟଧାରୀମାନେ ପାଇବେ ନୂତନ ସୁବିଧା
ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ଯୋଜନା ଅଧୀନରେ ବର୍ତ୍ତମାନ ପେନସନଭୋଗୀଙ୍କ ପାଇଁ ଅନେକ ନୂତନ ସୁବିଧା ବ୍ୟବସ୍ଥା କରାଯାଉଛି। ପେନ୍ସନ୍ ପାଣ୍ଠି ନିୟନ୍ତ୍ରକ PFRDA କହିଛି ଯେ, ଆମେ ଏକ ନୂତନ ସ୍କିମ୍ ଉପରେ କାମ କରୁଛୁ…
ରାଜ୍ୟରେ ଜୁନ ୨୧ରେ ଖୋଲିବ ସ୍କୁଲ୍, ପାଣିପାଗ ସ୍ଥିତିର ସମୀକ୍ଷା ପରେ ନିଆଗଲା ନିଷ୍ପତ୍ତି
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଗତକାଲି ରାତିରୁ ସାମାନ୍ୟ ଅଶ୍ଵସ୍ତି ମିଳିଛି । ଗ୍ରୀଷ୍ମପ୍ରବାହ ଲାଗି ଖରାଛୁଟିକୁ ଆହୁରି ୨ ଦିନ ଘୁଂଚାଇ ଦିଆଯାଇଥିଲା । ଖରାଛୁଟି…