Browsing Category
Top Stories
ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା: SRC କଣ୍ଟ୍ରୋଲ ରୁମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥିତି ଅତି ଭୟଙ୍କର ଅଛି। ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ NDRF ଟିମ୍ ମଧ୍ୟ ପଠା ଯାଇଛି। ରେଳବାଇ…
ବାହାନଗା ଟ୍ରେନ ଦୁର୍ଘଟଣା: କରମଣ୍ଡଳ ସହ ଧକ୍କା ଦେଇଥିଲା ଆଉ ଏକ ଟ୍ରେନ
ବାଲେଶ୍ୱର: ବାହାନଗା ନିକଟରେ ଗୋଟିଏ ସ୍ଥାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ସମାନ ସ୍ତାନରେ ଦୁଇଟି ଏକ୍ସପ୍ରେସ ଭିତରେ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ବାହାନଗା ଷ୍ଟେସନ ନିକଟରେ ପ୍ରଥମେ ଲାଇନଚ୍ୟୁତ…
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ବହୁ ଯାତ୍ରୀ ମୃତାହତ ଆଶଙ୍କା, ବଗିତଳେ ଚାପି ହୋଇରହିଛନ୍ତି ଅନେକ ଯାତ୍ରୀ
ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବାହାନଗା ନିକଟରେ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ…
କ୍ରିକେଟର କାହିଁକି Chewing-Gum ଖାଇ ଖେଳିଥାନ୍ତି ମ୍ୟାଚ୍? ଜାଣିଛନ୍ତି କି ଏହାର କାରଣ
ନୂଆଦିଲ୍ଲୀ: ଆଜିକାଲି ସାରା ଦୁନିଆରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇଛି । ଏହି ଖେଳାଳିମାନଙ୍କର ଅନେକ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଯଦି କ୍ରିକେଟରମାନଙ୍କ ଉପରେ କେବେ ଧ୍ୟାନ…
କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୪ ବରିଷ୍ଠ ଅଫିସରଙ୍କୁ ତଦାରଖ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ବାଲେଶ୍ୱରରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏନଡିଆରଏଫ ଟିମ ଏବଂ…
Video: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା: ଟ୍ରେନ୍ ତେଳେ ଚାପି ହୋଇରହିଛନ୍ତି ଅନେକ ଯାତ୍ରୀ
ବାଲେଶ୍ୱର: ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଟ୍ରେନ ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା…
ହ୍ୱାଟ୍ସଆପ ଆଣିଲା ଜବରଦସ୍ତ ଫିଚର: ଏବେ ସବୁ କାମ ହୋଇଯିବ ସହଜ!
ନୂଆଦିଲ୍ଲୀ: ୟୁଜରମାନଙ୍କୁ ବିଭିନ୍ନ ନୂଆ ଅଭିଜ୍ଞତା ଦେବା ପାଇଁ ହ୍ୱାଟ୍ସଆପ ଅନେକ ଫିଚର ଆଣୁଛି । ତେବେ ବର୍ତ୍ତମାନ ହ୍ୱାଟ୍ସଆପ୍ ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ହ୍ୱାଟ୍ସଆପ୍ ଚାଟିଙ୍ଗ ଷ୍ଟାଇଲକୁ…
ଆମ୍ବ ଖାଇବା ପରେ ଏହି ଖାଦ୍ୟ ଖାଉଥିଲେ ସାବଧାନ ! ଶରୀର ପାଇଁ ପାଲଟିବ ବିଷ
ଖରା ଦିନେ ମିଳୁଥିବା ଫଳ ମାନଙ୍କ ମଧ୍ୟରେ ବହୁ ସ୍ବାଦିଷ୍ଟ ହୋଇଥାଏ ଆମ୍ବ । ଏହା ଖାଇବା ପାଇଁ ସୁଆଦିଆ ହେବା ସହ ସ୍ବସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆମ୍ବରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସସାଇଡ଼ , ପ୍ରୋଟିନ୍ ,…
ରାହୁଲ ଗାନ୍ଧୀ ସ୍ପଷ୍ଟ କରନ୍ତୁ ତାଙ୍କର ଲଢେଇ BJP ସହିତ ନାଁ ଦେଶ ସହିତ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜର ବୟାନ ପାଇଁ ବିବାଦରେ ରହୁଛନ୍ତି। ବର୍ତ୍ତମାନ ସେ ଆମେରିକା ଗସ୍ତରେ ଥବା ବେଳେ ସେଠାରୁ ମୋଦୀ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି। ଏହାରି ମଧ୍ୟରେ…
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର: ଅନେକ ଯାତ୍ରୀ ଆହତ
ବାଲେଶ୍ୱର: ବାଲେଶ୍ୱର ସୋରଠାରେ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ବାହାନଗା ଷ୍ଟ୍ରେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଏକ୍ସପ୍ରେସ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କରମଣ୍ଡଳ…