Browsing Category
Top Stories
ଆରମ୍ଭ ହେଲା ଏହି ରାଶି ମାନଙ୍କର ଭଲ ସମୟ, ୩୭ ଦିନ ଯାଏଁ ମାଲାମାଲ !
ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଏହାର ରାଶି ପରିବର୍ତ୍ତନ କରନ୍ତି । ଗ୍ରହମାନଙ୍କର ଗମନାଗମନ ସମସ୍ତ ରାଶିର ଜୀବନ ଉପରେ ଶୁଭ ଏବଂ ଉଦ୍ଦିଷ୍ଟ ପ୍ରଭାବ ପକାଇଥାଏ । ମେ…
(Video) ଚାଞ୍ଚଲ୍ୟକର ଘଟଣା: କୂଅ ଭିତରୁ ପାଣି ନୁହେଁ, ବାହାରୁଛି ଡିଜେଲ, ନିଆଁ ଲଗାଇଲେ ଜଳିଯାଉଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖ ଅଞ୍ଚଳରେ କିଛି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥାଏ । ବେଳେବେଳେ କୌଣସି ବ୍ୟକ୍ତି ମାଟି ଖୋଳୁଖୋଳୁ କିଛି ମୂଲ୍ୟବାନ ପଦାର୍ଥ ପାଇଥାନ୍ତି । ସେହିପରି ଅନେକ ସମୟରେ…
ଫଟୋ ଦେଖାଇ ପ୍ରଶ୍ନ କଲେ ବୈଷ୍ଣବ , କହିଲ ଦେଖି କେଉଁ ଟ୍ରେନ୍ ?
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସର୍ବଦା ସକ୍ରିୟ ରହିଥାଏ । ଏହାର କାର୍ଯ୍ୟକାରିତା ସମ୍ପର୍କରେ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଟ୍ୱିଟର…
ଆଜିଠାରୁ ବଦଳିଗଲା ୫ଟି ବଡ଼ ନିୟମ: LPG ଗ୍ୟାସ୍, EV, ବ୍ୟାଙ୍କ ଜମା ଓ ମେଡିସିନକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଜୁନ୍ ମାସ । ଏହି ଅବସରରେ ମାସର ପହିଲାରୁ ୫ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । କାରଣ ମାସ ଆରମ୍ଭରୁ ନିୟମ…
ମୃତ୍ୟୁ ପଛର କାରଣ ଖରାପ ଚେହେରା ଓ ଅସୁନ୍ଦର କେଶ, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ
ନାଳନ୍ଦା : ମୁଁ ସୁନ୍ଦର ନୁହେଁ, ମୋର ବଞ୍ଚିବାର ଅଧିକାର ନାହିଁ । ମୋ ମୃତ୍ୟୁ ପାଇଁ ଦାୟୀ ମୋ ଅସୁନ୍ଦରତା । ମୋ ଚେହେରା ଖରାପ, ମୋ କେଶ ମଧ୍ୟ ଖରାପ । ମୋତେ କେହି ପସନ୍ଦ କରୁନାହଁନ୍ତି । ତେଣୁ ମୁଁ ଆଉ ବଞ୍ଚିବାକୁ…
ଦୁନିଆରୁ ଟଳିଲା ବଡ଼ ବିପଦ, ଡିଫଲ୍ଟର ହେବନି ଆମେରିକା: ଡେଟ ସିଲିଂ ବିଲକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଡେଟ ସିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ନିଷ୍ପତ୍ତି ନେଇସାରିଛି ଆମେରିକା ସଂସଦ । ଏବେ ଆମେରିକା ଡିଫଲ୍ଟ ହେବା ବିପଦରୁ ରକ୍ଷା ପାଇଛି । ବୁଧବାର ଦିନ ଆମେରିକା କଂଗ୍ରେସ ଡେଟ ସିଲିଂ…
ପରଲୋକରେ ସାଉଥ ଅଭିନେତା ହରିଶ ପେଙ୍ଗନ
ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ସାଉଥ ଅଭିନେତା ହରିଶ ପେଙ୍ଗନ ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ହରିଶଙ୍କ ଆରପାରିକୁ ଚାଲିଯାଇଛନ୍ତି । ଫୁସଫୁସ ଜନିତ ବୀମାରୀରେ ସେ କିଛିଦିନ…
World Milk Day: ଦୁନିଆର ସବୁଠାରୁ ଅଧିକ କ୍ଷୀରର ଉତ୍ପାଦନ ଭାରତରେ, ଜାଣନ୍ତୁ ଏହାର ଇତିହାସ-ମହତ୍ୱ ଓ ଫାଇଦା
ନୂଆଦିଲ୍ଲୀ: ଆଜି ହେଉଛି ୱାଲ୍ଡ ମିଲ୍କ ଡେ’ ବା ବିଶ୍ୱ ଦୁଗ୍ଧ ଦିବସ । କ୍ଷୀର ଅଭାବୀ ଦେଶମାନଙ୍କ ମଧ୍ୟରେ ଭାରତ ଏକଦା ଗଣାଯାଇଥିଲା, କିନ୍ତୁ ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ବୃହତ୍ତମ ଉତ୍ପାଦକ । ବିଶ୍ୱ ଦୁଗ୍ଧ…
‘ମନ୍ କି ବାତ୍, ଭାରତ କି ବାତ୍’: ଜୁନ୍ ୨ ରାତି ୮ ଟାରେ HistoryTV18 ରେ ପ୍ରସାରିତ ହେବ ଏହି ପ୍ରଭାବଶାଳୀ ଶୋ’
ନୂଆଦିଲ୍ଲୀ : ଅକ୍ଟୋବର ୩, ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଏବେ ଟିଭି ପରଦାରେ ପ୍ରସାରଣ ହେବ । ହିଷ୍ଟ୍ରୀ ଟିଭି ୧୮ରେ ପ୍ରଧାନମନ୍ତ୍ରୀଙ୍କ ଶୋ…
IBPS RRB Notification 2023: ବ୍ୟାଙ୍କ କ୍ଲର୍କ ଓ ପିଓ ପଦରେ ମିଳିବ ନିଯୁକ୍ତି
ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ) ପଦରେ ପ୍ରାର୍ଥୀଙ୍କୁ…