Browsing Category

Top Stories

ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି: ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ଦେବେ ସରକାର

ଭୁବନେଶ୍ୱର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମବାୟ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ସଫଳତା ସମ୍ବନ୍ଧରେ…

ଝିଅ ଜନ୍ମଦିନରେ ପହଞ୍ଚିବା ପୂର୍ବରୁ ମା’ ସହ ଘଟିଲା ଅଘଟଣ ; ଅଧାରେ ରହିଗଲା କେକ୍ କଟିଂ , ରାସ୍ତାରେ ପଡ଼ିଛି ବାର୍ବି ଡଲ୍ କେକ୍

ନୂଆଦିଲ୍ଲୀ : ଆଜି ମୋ ଝିଅର ଜନ୍ମ ଦିନ । ଦୁନିଆର ସବୁଠାରୁ ସୁନ୍ଦର କେକ୍ ମୋ ଝିଅ ପାଇଁ ଆଣିବି । ମୋ ଝିଅ ନୂଆ ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶିବ । ମୁଁ ନେଇଥିବା କେକ୍ କାଟିବ । ବହୁତ ଖୁସୀ ହେବ, ବହୁତ ମଜା ହେବ…

ନାବାଳିକା ଯୁବତୀଙ୍କୁ ମିଳିଲା ଗର୍ଭପାତ ଅନୁମତି ଦେଲେ ହାଇକୋର୍ଟ, ଜନ୍ମ ହେବାକୁ ଥିବା ପିଲା ନିଜ ଭାଇ…

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ୧୫ ବର୍ଷୀୟ ନାବାଳିକା ଯୁବତୀକୁ ଗଭ୍ରପାତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ନିଜ ଭାଇ ଦ୍ୱାରା ଗର୍ଭବତି ହୋଇଥିଲେ। ରିପୋର୍ଟ ଅନୁଯାୟୀ ନାବାଳିକା ଜଣକର ବାପା କୋର୍ଟରେ ଗର୍ଭପାତ…

ଭୁବନେଶ୍ୱର ପେନ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପେନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଭୟବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ…

ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର ; ବଢିଲା ପାହଳ ରସଗୋଲାର ଦାମ୍

ଭୁବନେଶ୍ୱର : ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଆସନ୍ତାକାଲିରୁ ବଢିବ ରସଗୋଲାର ଦାମ୍ । ଏବେ ସିଧା ସଳଖ ରସଗୋଲା ପ୍ରେମୀଙ୍କ ପକେଟରେ ମହଙ୍ଗାମାଡ ହେବ । କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି…

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ…

ଅଷ୍ଟ୍ରେଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ; ବିଦେଶ ମାଟିରେ ତ୍ରିରଙ୍ଗା ହଲାଇ ମୋଦୀଙ୍କୁ କରାଗଲା ସ୍ୱାଗତ

ନୂଆଦିଲ୍ଲୀ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କର ତିନି ଦିନିଆ ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନିରୁ ଅଷ୍ଟ୍ରେଲିଆର ସିଡନୀରେ…

Video: ନୁସରତ ଜାହାଁଙ୍କ ବିବାଦୀୟ ବୟାନ, କହିଲେ-‘ବିରୋଧି ଖାଇବେ ଠେଙ୍ଗା ପାହାର’

କୋଲକାତା:ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ନିଜ ନିର୍ବାଚନ ମଣ୍ଡଳୀ ବସିରହାଟରେ ଏକ ଜନସଭାକୁ…

ୟୁରୋପର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଘନଘନ ମିଶାଇଲ୍ ମାଡ଼, ବିଶ୍ୱବ୍ୟାପି ରେଡିଏଶନ୍ ବ୍ୟାପିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ୟୁକ୍ରେନ୍‌ରେ ଥିବା ବିଶ୍ୱର ସର୍ବବୃହତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ଘନଘନ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ଏଭଳି ସ୍ଥିତିରେ ଏହାର ପରମାଣୁ ନିୟନ୍ତ୍ରଣ କେନ୍ଦ୍ର ଛାରଖାର ହୋଇଯାଇଛି…

ମଣିପୁରରେ ପୁଣି ତେଜିଲା ହିଂସା ; ରାଜଧାନୀରେ ଜଳା ପୋଡା , କର୍ଫ୍ୟୁ ଲାଗୁ

ଇମ୍ଫାଲ : ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ତେଜିଛି । ସହରରେ ବିଭିନ୍ନ୍ନ ସ୍ଥାନରେ ପୂର୍ବ ଭଳି ପୋଡା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଇମ୍ଫାଲରେ କର୍ଫ୍ୟୁ ଲାଗୁ…