fbpx
Browsing Category

Top Stories

ଲେଉଟିଲା କରୋନା: ପୁଣି ମାସ୍କ ହୋଇପାରେ ବାଧ୍ୟତାମୂଳକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡକାଇଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଫେରିଛି କରୋନା ସଂକ୍ରମଣ । ଚୀନ ସମେତ ୧୦ରୁ ଅଧିକ ରାଷ୍ଟ୍ରରେ ଏହା ମଧ୍ୟରେ ସଂକ୍ରମଣ ହାର ଉପରମୁହାଁ ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୧୦ ହଜାର…

ପ୍ରତିବାଦ ନିଆଁରେ ଜଳୁଛନ୍ତି ମୁକ୍ତିକାନ୍ତ , ନିଜକୁ ଜାଳିବାରୁ ଅଟକେଇବେ କି ନବୀନ !

ଭୁବନେଶ୍ୱର:ହୋର୍ଡିଂ ଉପରେ ବସି ମୁକ୍ତିକାନ୍ତ ପ୍ରତିବାଦ କରୁଛନ୍ତି ଆଉ ସେପଟେ ମାଆ କହୁଛି ପୁଅ ତୁ ଘରକୁ ଫେରିଆ । ସେମାନେ ବଡବଡୁଆ ଲୋକଙ୍କ କଥା ଶୁଣନ୍ତି, ଆମ ଭଳି ଗରିବଙ୍କ କଥା ଶୁଣିବେ ନାହିଁ । ଜୀବନ ବଞ୍ଚେଇ ଆସେ…

ଡାକ୍ତରୀ ଛାଡି କୃଷକ ହେଲେ, ଫୁଲ ଏବଂ ଗୁଆ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି ; ଜାଣନ୍ତୁ ସୂତ୍ର

ଯମୁନାନଗର ର ଏକ ଗାଁ କରଡା ଖର୍ଦର ନିବାସୀ କୃଷ୍ଣ ଲାଲ, ବୃତ୍ତି ଅନୁଯାୟୀ ଜଣେ ଡାକ୍ତର, ଯିଏ ନିଜ ଗାଁରେ କ୍ଲିନିକ୍ ଚଳାନ୍ତି। ତାଙ୍କର ଦୁଇଟି ପୁଅ ଅଛନ୍ତି, ଜଣେ ଯମୁନାନଗର ସହରରେ ଏକ ଘରୋଇ ଡାକ୍ତରଖାନା ଖୋଲିଛନ୍ତି…

(Video) ରାଜଧାନୀରେ ମୁକ୍ତିକାନ୍ତଙ୍କ ପ୍ରତିବାଦ: ଶିଶୁଭବନ ଛକରେ ହୋର୍ଡିଂ ଉପରେ ଚଢ଼ିଲେ, ଆତ୍ମହତ୍ୟା ଧମକ ଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱରରେ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ଶିଶୁ ଭବନ ଛକରେ ଥିବା ଏକ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ…

ବିଜେପି ବିଧାୟକ: ହେଲମେଟ ପିନ୍ଧି ମଞ୍ଚ ଉପରେ ଭାଷଣ ଦେଲେ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩କୁ ନେଇ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଭୁପେଶ ବାଘଲଙ୍କ କଂଗ୍ରେସ ସରକାରଙ୍କୁ ‘ଭାଗ୍, ଛତିଶଗଡ ବଚାଓ’ ଅଭିଯାନ ଚାଲୁରହିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ…

ଆଫଗାନିସ୍ତାନରେ ଝିଅ ମାନଙ୍କ ଉଚ୍ଚଶିକ୍ଷା ଉପରେ ବ୍ୟାନ ଲଗାଇଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ମହିଳାଙ୍କ ଲେଖା ପଢାକୁ ପସନ୍ଦ କରୁନାହାନ୍ତି । ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିବା ପାଇଁ ତାଲିବାନ ନିର୍ଦ୍ଦେଶ ଦେଇଛି । ତାଲିବାନ…

ମଲା ସାପ ବି ହୋଇପାରେ ବିଷାକ୍ତ; କଟିଯାଇଥିବା ମୁଣ୍ଡ ମଧ୍ୟ ମଣିଷକୁ କାମୁଡ଼ି ମାରିପାରେ

ଜିଭରେ ସାପର ନାମ ଆସିବା ମାତ୍ରେ ମନରେ ଭୟ ଆସିଯାଏ । ସାପକୁ ବିଷାକ୍ତ ଆଘାତ ଏବଂ ହଠାତ୍ ଆକ୍ରମଣ ପାଇଁ ସାରା ବିଶ୍ୱରେ ଭୟ କରାଯାଏ । କିଛି ସାପ ଏପରି ଅଛନ୍ତି ଯାହାର ବିଷ କିଛି ମିନିଟ ମଧ୍ୟରେ ମଣିଷକୁ ମାରିପାରେ ।…

Age of Virus: କରୋନା ଭାଇରସର ପ୍ରକୃତ ବୟସ କେତେ, ଏହା କ’ଣ କେବେ ବି ମରିବନି, ତିନି ବର୍ଷ ପରେ ପୁଣି କେମିତି ଜୀବିତ ହେଲା

ନୂଆଦିଲ୍ଲୀ: ପୁରି ସାରା ବିଶ୍ୱକୁ ଫେରିଛି କରୋନା । ଅତୀତରେ ପାଖାପାଖି ତିନିବର୍ଷ କାଳ ସାରା ବିଶ୍ୱକୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ କରାଇବା ପରେ ଏବେ ପୁଣି ଥରେ କଡ଼ ଲେଉଟାଇଛି । ଚୀନ ସମେତ ୧୦ରୁ ଅଧିକ ଦେଶରେ ଏବେ କରୋନା…

PF ର ୬କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର, ଏତିକି ହଜାର ପାଇବେ ପେନ୍ସନ୍ !

ନୂଆଦିଲ୍ଲୀ: ଆପଣ ଯଦି ଚାକିରି କରୁଛନ୍ତି ଏବଂ ଆପଣଙ୍କର ଇପିଏଫ୍ ବେତନରୁ କଟାଯାଉଛି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ଇପିଏସ୍ ଅଧୀନରେ ବେତନ ପ୍ରାପ୍ତ ଶ୍ରେଣୀ ଦ୍ୱାରା ସର୍ବନିମ୍ନ ମାସିକ…

ଗୋଟିଏ ପଟେ FIFA ବିଶ୍ୱକପ୍, ଅନ୍ୟ ପଟେ କରୋନା ତାଣ୍ଡବ

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ୱର ୧୦ରୁ ଅଧିକ ଦେଶରେ ଏବେ ଅଚାନକ କରୋନାର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଲାଣି । ତେବେ ସୁପ୍ତ ଅବସ୍ଥାରେ ଥିବା କରୋନା ଭାଇରାସ୍ ହଠାତ୍ ଉପରମୁହାଁ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ…