fbpx
Browsing Category

Top Stories

କିଭଳି ବିଷରେ ପରିଣତ ହୁଏ ଦେଶୀ ମଦ, ଜାଣନ୍ତୁ କେଉଁ ଉପଦାନ ପାଇଁ ନିଶା ବଦଳରେ ଜୀବନ ନିଏ ଏହି ମଦ

ନୂଆଦିଲ୍ଲୀ: ବହୁ ସମୟରେ ଏହି ଭଳି ଖବର ସାମ୍ନାକୁ ଆସିଥାଏ ଯେ ବିଷାକ୍ତ ମଦ୍ୟପାନ କରି ଏତିକି ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମଦ ପୂର୍ବରୁ ବିଷାକ୍ତ ଥାଏ କିମ୍ବା ଏହା କିପରି ବିଷାକ୍ତ ହୁଏ ତାହା ବହୁ ଲୋକଙ୍କ…

ସରକାରଙ୍କ ବଡ ପଦକ୍ଷପେ; ମିଥ୍ୟା ଖବର ପ୍ରସାରଣ କରୁଥିବା ୩ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଥ୍ୟା ଖବର ପ୍ରସାରଣ କରୁଥିବା ୩ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଛନ୍ତି । ଏହି ୩ ଟି ୟୁଟ୍ୟୁବ୍ ଚ୍ୟାନେଲ ନକଲି ହୋଇଥିବା ସହ ଭୁଲ ତଥ୍ୟ…

ଗୋବିନ୍ଦ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଡିଜିପି ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଗୋବିନ୍ଦ…

ସରକାରୀ ଚାକିରି ଖୋଜୁଛନ୍ତି କି ? ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ପାଇଁ ୨୪୨୨ ପଦବୀ ଖାଲି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ବା ରେଲୱେରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀମାନଙ୍କ ପାଇଁ ଆସିଛି ଖୁସି ଖବର । ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ପାଇଁ ୨୪୨୨ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖଡଗେଙ୍କ ଆପତ୍ତି ଜନକ ବିବୃତ୍ତି, ଆଲୋଡନ ସୃଷ୍ଟି କଲା ବିଜେପି

ନୂଆଦିଲ୍ଲୀ: ସାଂସଦୀୟ ଶୀତକାଳୀନ ଅଧିବେଶନର ଆଜି ହେଉଛି ୧୦ତମ କାର୍ଯ୍ୟ ଦିବସ । ଆଜି ମଧ୍ୟ ଚୀନ ପ୍ରସଙ୍ଗରେ ଉଭୟ ଗୁହରେ ଉତ୍ତେଜନା ଦେଖାଦେଇଛି । ଏହା ବ୍ୟତୀତ ବିରୋଧୀ ସାଂସଦମାନେ ଆଜି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସଭା…

ଶୋଇବା ଭଙ୍ଗିରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ; ଏହି ୫ ପ୍ରକାର ଶୋଇବାର ଉପାୟ କହିଥାଏ ଅନେକ କଥା

ଯେପରି ପ୍ରତ୍ୟେକ ବ୍ୟକ୍ତିଙ୍କର କାର୍ଯ୍ୟ କରିବାର ପଦ୍ଧତି ଅଲଗା ଅଲଗା ହୋଇଥାଏ, ସେହିପରି ଶୋଇବାର ଉପାୟ ମଧ୍ୟ ଭିନ୍ନ ଅଟେ। ଶୋଇବା ଶୈଳୀ ଦ୍ୱାରା ବ୍ୟକ୍ତିର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜାଣିହେବ।…

ଘାତକ ସାଜୁଛି କାଶସିରପ:କାଶ ସିରପ ପିଇବା ପରେ ବନ୍ଦ ହୋଇଗଲା ଅଢେଇ ବର୍ଷ ଶିଶୁର ହୃଦଘାତ, ତା’ପରେ ଘଟିଗଲା କିଛି ଏପରି …

ମୁମ୍ବାଇ :ଏବେ ପାଗ ପରିବର୍ତ୍ତନ ହେଉଛି ତେଣୁ ଏହି ସମୟରେ ଛୋଟ ପିଲାମାନଙ୍କ ଶରୀର ଅଧିକ ପ୍ରଭାବିତ ହୋଇଥାଏ ଏବଂ ସେମାନଙ୍କୁ ଥଣ୍ଡା ଏବଂ କାଶ ହେବା ଆରମ୍ଭ ହେଇଥାଏ। ଏଭଳି ପରିସ୍ଥିତିରେ ଲୋକମାନେ ପ୍ରଥମେ କାଶ ସିରପ…

ସ୍ଲୋ-ପଏଜନର କାମ କରିଥାଏ ଅଧିକ ମାତ୍ରାରେ ସେବନ କରୁଥିବା ଏହି ଖାଦ୍ୟ; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲିର ବ୍ୟସ୍ତବଳୁଳ ଜୀବନରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବରେ ନେଇ ପାରନ୍ତି ନାହିଁ । ଫଳରେ ପରବର୍ତ୍ତିି ସମୟରେ ଆମକୁ ଅନେକ ପ୍ସକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସ୍ୱାସ୍ଥ୍ୟ…

ଗେହଲଟ ଏବଂ ପାଇଲଟଙ୍କ ସହ କଥା ହେବା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, କହିଲେ ଖୁବ ଶୀଘ୍ର ଶୁଣିବେ ଖୁସି ଖବର

ନୂଆଦିଲ୍ଲୀ:କଂଗ୍ରେସ ଦଳ ଭାରତର ସର୍ବ ପୂରାତନ ଦଳ। କିନ୍ତୁ ବର୍ତ୍ତମାନ ଦଳର ଅସ୍ତିତ୍ୱ କିଛି ଭଲ ନାହିଁ । ଆଉ ସବୁଠାରୁ ବଡ କଥା ହେଉଛି କଂଗ୍ରେସ ଏଭଳି ଅବସ୍ଥା ପଛରେ କାରଣ ହେଉଛି ଦଳ ଭିତରେ ଥିବା ଦଳୀୟ ନେତାମାନଙ୍କ…

ଦିନରେ BPSC ପାଠ ପଢା, ରାତିରେ ମଦ ଡେଲିଭରୀ, ଗିରଫ ହେଲେ ଛାତ୍ର

ପାଟଣା: ବିହାରରେ ମଦ ବିକ୍ରି ଏବଂ ସେବନ ଉପରେ ରୋକ ଲଗାଇବା ପାଇଁ ପୋଲିସ ଜୋରଦାର ପ୍ରୟାସ ଚଲାଇଛି । ହେଲେ ମଦ ନିଶାଧାରୀ ମାନେ କେଉଁ ପଟେ ମଦ ପିଇବେ ବୋଲି ବାଟ ଖୋଜି ନେଉଛନ୍ତି । ବର୍ତ୍ତମାନ ବିହାରର ହାଜିପୁର ଠାରେ…