fbpx
Browsing Category

Top Stories

କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେତେ ଅଛି ଧନ; କିଏ ହେଉଛନ୍ତି ଦେଶର ‘ଗରିବ’ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ..

ନୂଆଦିଲ୍ଲୀ : ଭାରତରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ଧନୀ ନୁହଁନ୍ତି। ନିର୍ବାଚନ ଆୟୋଗରେ ଏହି ନେତାମାନେ ଆଫିଡେଭିଟ୍ ମାଧ୍ୟମରେ ସେମାନଙ୍କର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ଦେଇଛନ୍ତି।…

ବକୁଳ ସହ ବିଡିଏର ଭିନ୍ନ ପ୍ରୟାଶ:ପାର୍କରେ ଗପ ଶୁଣିବେ ପିଲା

ଭୁବନେଶ୍ୱର: ବକୁଳର ଆଉ ଏକ ଭିନ୍ନ ପ୍ରୟାସ । ପୁଣିଥରେ ଲୋକମାନଙ୍କୁ କାହାଣୀ ଶୁଣିବା ଦିଗକୁ ଆକୃଷ୍ଟ କରିବା ପାଇଁ ଆପଣେଇଛି ଆଉ ଏକ ମାଧ୍ୟମ । ପ୍ରଥମରୁ ବକୁଳ ଫାଉଣ୍ଡେସନ ତରଫରୁ ଅନେକ ନିଆଁରା ପ୍ରୟାସ କରାଯାଇଛି । କଳା…

ଆଜି ଫିଫା ବିଶ୍ୱକପ୍ ଫାଇନାଲ: ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ମଧ୍ୟ ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ଆଜି ଲୁସାଇଲ୍‌…

ରାଶିଫଳ(ରବିବାର,୧୮ ଡ଼ିସେମ୍ବର,୨୦୨୨)

ମେଷ: ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟୀ ମାନଙ୍କର କାରବାର ବୃଦ୍ଧି ହେବା ଫଳରେ ଆର୍ଥିକସ୍ଥିତି ସୁଧୁରି ଯାଇ ମନରେଥିବା କାମନା ପୂର୍ଣ୍ଣ ହେବ…

ରାଜଧାନୀରେ ମଶା ବଂଶ ନିପାତ କରିବା ପାଇଁ ନୂଆ ପଦକ୍ଷେପ:ଡ୍ରୋନ୍ ମାଧ୍ୟମରେ ହେବ ଔଷଧ ଛିଞ୍ଚନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍):ରାଜଧାନୀରେ ମଶାଙ୍କ ଉପଦ୍ରବ ରୋକିବାକୁ ଆରମ୍ଭ ହୋଇଛି ଡ୍ରୋନ୍ ମାଧ୍ୟମରେ ଔଷଧ ଛିଞ୍ଚନ ଅଭିଯାନ । ଶନିବାରଦିନ ଭୁବନେଶ୍ୱର ୧୪ ନଂ ୱାର୍ଡରୁ ପରୀକ୍ଷା ମୂଳକ ଭାବେ ଏହି ଅଭିଯାନର ଶୁଭାରମ୍ଭ…

ୟୁରିନାରୀ ଟ୍ରାକ୍ ଇନଫେକ୍ସନ ଆଣିପାରେ ଅନେକ ସମସ୍ୟା; ନିରାକାରଣ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେବେ ଏହିସବୁ ରୋଗ ମଧ୍ୟରୁ ସଂକ୍ରମଣ ମଧ୍ୟ ହୋଇଛି ଏକ…

‘ପଠାନ୍ ଏକ ଦେଶଭକ୍ତି ଫିଲ୍ମ’, ବେସରମ ରଙ୍ଗ ଗୀତ ବିବାଦ ମଧ୍ୟରେ ଶାହରୁଖଙ୍କ ଟ୍ୱିଟ୍ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ୍ ତାଙ୍କ ଆଗାମୀ ଫିଲ୍ମ 'ପଠାନ୍‌'କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଶାହରୁଖ ଏହି ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ଫିଲ୍ମ ଆଗାମୀ ବର୍ଷ ଆରମ୍ଭରେ…

୨୯ କୋଟିରୁ ଅଧିକ ଲୋକେ ଖୋଲିଲେଣି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଦେଶ ପାଇଁ ଏକ ବ୍ୟାପକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣରେ ନିରନ୍ତର ଭାବେ ଅଗ୍ରଗତି କରୁଛି । ଲୋକ ମାନଙ୍କର ଏବିଏଚ୍‌ଏ ଆକାଉଂଟ ସହିତ ୪ କୋଟିରୁ…

ଓଲା ଇଲେକ୍ଟ୍ରିକ୍ ସ୍କୁଟର ମିଳିବ ଜବରଦସ୍ତ ରିହାତି ଏବଂ କ୍ୟାସବ୍ୟାକ୍, ଆସନ୍ତାକାଲି ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ସଞ୍ଚୟ

ନୂଆଦିଲ୍ଲୀ: ବିଦ୍ୟୁତ ଯାନ(ଇଭି) ନିର୍ମାତା ଓଲା ଇଲେକ୍ଟ୍ରିକ୍ ବର୍ଷ ଶେଷରେ ଏହାର S1 ଏବଂ S1 ପ୍ରୋ ସ୍କୁଟର ଉପରେ ଆକର୍ଷଣୀୟ ଅଫର ଦେଇଛି। ଯେଉଁଥିରେ ୧୦,୦୦୦ ଟଙ୍କା ରିହାତି ମଧ୍ୟ ସାମିଲ କରାଯାଇଛି। ଆସନ୍ତାକାଲି…

ହାର୍ଟ ଆଟାକ ଜନିତ ଲକ୍ଷଣ ଦେଖାଦେଲେ ଖାଆନ୍ତୁ ରହି ଟାବଲେଟ୍, ବଞ୍ଚିଯିବ ଜୀବନ !

ଅନେକଥର ଲୋକଙ୍କୁ ଅନୁଭବ ବି ହୁଏନାହିଁ ଓ ହାର୍ଟ ଆଟାକର ଶିକାର ହୁଅନ୍ତି । ସାଧାରଣତଃ ଏହା ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ହୋଇଥାଏ । ଆମେ ଏପରି କିଛି ଜିନିଷକୁ ଅଣଦେଖା କରିଥାଊ, ଯାହାକି ଜୀବନ ପ୍ରତି…