Browsing Category

Top Stories

ଅସମ୍ଭବକୁ ସମ୍ଭବ କଲେ ୧୦୮ ବର୍ଷୀୟା ମହିଳା: ପରୀକ୍ଷାରେ ଟପ୍ ରାଙ୍କ, ସମସ୍ତେ ହତବାକ୍

ନୂଆଦିଲ୍ଲୀ: କଥାରେ ଅଛି, ଦୃଢ଼ ଇଚ୍ଛାଶକ୍ତି ଆଗରେ ଏ ବିଶ୍ୱର କୌଣସି ସମସ୍ୟା ପ୍ରତିବନ୍ଧକ ସାଜିପାରେ ନାହିଁ । ଇଚ୍ଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି…

(Video) ଭୁବନେଶ୍ୱରକୁ କେବେ ଆସିଲା ଉଡ଼ାଯାହାଜ? ଜନ୍ମ ଦିବସରେ ଜାଣନ୍ତୁ ରାଜଧାନୀର ଇତିହାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିଛି ବିଜୁ ପଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ବିଭିନ୍ନ ଦେଶକୁ ଏହିଠାରୁ ସିଧା ବିମାନ ଉଡ଼ାଣ ଭରିଥାଏ । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ବାଣିଜ୍ୟ ଏବଂ ଯାତ୍ରୀବାହୀ ବିମାନ…

ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…

ହାଇ ଆଲର୍ଟରେ ଭାଇଜାନ! ସାଲମାନଙ୍କୁ ଆଲିଙ୍ଗନ ପୂର୍ବରୁ ଯାଞ୍ଚ ହେବ ଆଧାର କାର୍ଡ: ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡର ଭାଇଜାନ ସାଲମାନଙ୍କୁ ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ ।…

ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।…

NEP-2020: ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦…

ଝାରସୁଗୁଡା ଉପନିର୍ବାଚନରେ ମହିଳାଙ୍କର ରହିବ ମୁଖ୍ୟ ଭୂମିକା: ବାଛିବେ ଉପଯୁକ୍ତ ନେତା

ଝାରସୁଗୁଡା: ଆଜିଠୁ ଆରମ୍ଭ ହେଉଛି ଝାରସୁଗୁଡା ଉପନିର୍ବାଚନର ରଣ ହୁଙ୍କାର । ଏହି ଉପନିର୍ବାଚନରେ ନୂଆ ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ…

ନୂତନ ଏବଂ ଭିନ୍ନ ଭାରତ ଏବେ ଜବାବ ଦେବା ଜାଣେ, ପୁଣିଥରେ ଚୀନ୍-ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜର ନିର୍ଭିକ ଏବଂ ସିଧାସଳଖ ନିଜର ମତ ରଖିବା ପାଇଁ ଜଣା। ଯେଉଁମାନେ ଭାରତ ଆଡକୁ ଆଖି ଉଠାଇ ଚାହୁଛନ୍ତି ଏବଂ ଶିକ୍ଷା ଦେଉଛନ୍ତି ସେମାନଙ୍କ ମୁହଁରେ ଜବାବ ଦେବାକୁ…

BJPରେ ମିଶିବେ ଅଜିତ ପାୱାର? NCPକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର…

ଅଜଣା କଥା! ATM ଥିଲେ ଆପଣ ପାଇପାରିବେ ୫ ଲକ୍ଷ ଟଙ୍କାର ଫାଇଦା: ଜାଣି ରଖନ୍ତୁ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଏଟିଏମ କାର୍ଡ ରଖିବା ଅତି ସାଧାରଣ କଥା ହୋଇଗଲାଣି । ଏଟିଏମ ଦ୍ୱାରା ସହଜରେ ଟଙ୍କା ନେଣଦେଣ କରାଯାଇପାରେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏହାଦ୍ୱାରା ଆହୁରି ଅନେକ ଫାଇଦା ପାଇପାରିବେ ଗ୍ରାହକ,…