fbpx
Browsing Category

Top Stories

ଏଲନ୍ ମସ୍କ ଲଞ୍ଚ କଲେ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଭେରିଫିକେସନ୍ ପ୍ରୋଗ୍ରାମ : ଏଣିକି ୩ଟି ରଙ୍ଗରେ ହେବ ଟିକ୍

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଟ୍ୱିଟର ୟୁଜର ଓ ଅନେକ ଦିନରୁ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଯାଞ୍ଚ ପ୍ରୋଗ୍ରାମକୁ ଅପେକ୍ଷା କରିଛ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ୱିଟର ଅନେକ ସମୟ ଅପେକ୍ଷା ପରେ…

ଏହି ରୋଗ ପାଇଁ ମେଣ୍ଟାଲ ଟ୍ରୋମାରେ ଥିଲେ ହ୍ରିତିକ: କହିଲେ ପ୍ରତ୍ୟେକ ଦିନ କାନ୍ଦୁଥିଲି ,ନା ଥିଲେ ସାଙ୍ଗ ନା…

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ତାଙ୍କର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ସୁପର ହିଟ ହୋଇଥିବା ବେଳେ ହ୍ରିତିକଙ୍କ ଅଭିନୟ ଏବଂ ଡ୍ୟାନ୍ସ ଦର୍ଶକଙ୍କ ମନକୁ ଜିତି…

ବୁଲା ଷଣ୍ଢ ମୁକ୍ତ ହେବ ରାଜଧାନୀ:ମେୟର ସୁଲୋଚନା ଦାସ

ଭୁବନେଶ୍ୱର :ବୁଲା ଷଣ୍ଢ ମୁକ୍ତ ହେବ ଭୁବନେଶ୍ୱର।ସମଗ୍ର ରାଜଧାନୀ ବୁଲା ଷଣ୍ଢ ମୁକ୍ତ ହେବ । ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ସହରକୁ ବୁଲା ଷଣ୍ଢ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମେୟର ସୁଲୋଚନା ଦାସ ସୂଚନା…

ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଯୋଗୁଁ ହୋଇପାରେ ବଡ଼ କ୍ଷତି: ଶୁଣିଲେ ଉଡିଯିବ ହୋସ୍!

ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଆମ ଭିତରେ ଅନେକ ଲୋକ ଏପରି ଅଛି, ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି,…

2000 ଟଙ୍କା ଚାହୁଁଛନ୍ତି କି ? ମୋଦୀ ସରକାରଙ୍କ ଏହି ଯୋଜନା ଉପଯୋଗୀ, ଏହିପରି ଲାଭ ଉଠାନ୍ତୁ

ନୂଆଦିଲ୍ଲୀ: ଗରିବଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଯୋଜନା ବାହାର କରୁଛନ୍ତି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଗରିବ ଲୋକଙ୍କୁ ଉପକୃତ କରିବା | ସରକାର ସମୟ ସମୟରେ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ…

(VIDEO)କଣ ରହିଛି ଏହି ଗାଁର ରହସ୍ୟ? ରାତି ହେଲେ ଉଭାନ ହେଉଛି ଘର,

କୁହାଯାଏ ଦୁନିଆରେ ସମୟଠାରୁ ଅଧିକ ଶକ୍ତିଶାଳୀ କିଛି ନାହିଁ । ସମୟର କ୍ଷୟକ୍ଷତି ଯୋଗୁଁ ଦୁନିଆର ବଡ ସାମ୍ରାଜ୍ୟଗୁଡିକ ମାଟିରେ ମିଶିଯାଉଛି । ନିଜକୁ ଅନନ୍ତ ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ବା ଜିନିଷ ସମୟ ଦ୍ୱାରା…

LACରେ ମୁହାଁମୁହିଁକୁ ନେଇ ଗୃହରେ ରାଜନାଥଙ୍କ ବିବୃତି: କହିଲେ-‘ଆମ ସେନା ଚୀନକୁ ବାହାଦୂରୀରେ ଦେଲା ଜବାବ’

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ ଭାରତ ଚୀନ ସେନା ମୁହାଁମୁହିଁ ହେବାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀମାନଙ୍କ ହଙ୍ଗାମା ଜାରି ରହିଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସମାରେ ଏହାକୁ ନେଇ…

ଓଜନ ପାଇଁ ପୋଲିସ ବାବୁଙ୍କୁ ଛାଡିଲେ ସ୍ତ୍ରୀ, ଆସିଲା ହାର୍ଟ ଆଟାକ

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଓଜନ ଅଧିକ ହେବା ପରେ ଓଜନ ହ୍ରାସ ପାଇଁ ସର୍ଜରୀ କରୁଛନ୍ତି । କିଛି ଲୋକ ଏହି ସର୍ଜରୀ କରି ବଞ୍ଚୁଛନ୍ତି ତ କିଏ ମୃତ୍ୟୁ ବରଣ କରୁଛି । ଏପରି ଏକ ଘଟଣା…

ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ପାଇଁ UGCର ନୂଆ ଫ୍ରେମୱାର୍କ: ୪ ବର୍ଷରେ ମିଳିବ ‘ଅନର୍ସ’ର ଡିଗ୍ରୀ

ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ୍ ପ୍ରୋଗ୍ରାମ ପାଇଁ ନୂଆ କରିକୁଲମ ଓ କ୍ରେଡିଟ ଫ୍ରେମୱାର୍କ ଲଞ୍ଚ କରିଛି ୟୁଜିସି । ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତିର ସୁପାରିଶ ଉପରେ ଆଧାରିତ । ଏହା ଅଧୀନରେ, ନିୟମରେ ନମନୀୟତା…

ଏବେ ୨୧ ବର୍ଷରେ ଲଢ଼ିପାରିବେ ବିଧାନସଭା ଓ ଲୋକସଭା ନିର୍ବାଚନ: ବିରୋଧୀ ମଧ୍ୟ ରାଜି, ଜାଣନ୍ତି କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ବି) ଅନୁଯାୟୀ ଲୋକସଭା ନିର୍ବାଚନରେ…