fbpx
Browsing Category

Top Stories

ଏଲନଙ୍କ ବଡ ଆଦେଶ ଛଟେଇ ପରେ ଏବେ ଅଫିସ୍ କୋଠା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ଟ୍ୱିଟରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ ଖବର ଆସିଛି। ଟୁଇଟରର ସମସ୍ତ କାର୍ଯ୍ୟାଳୟ ସାମୟିକ ଭାବେ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି । କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ କହିଛି ଯେ ସମସ୍ତ ଅଫିସ୍ କୋଠା…

ରୋଷେଇ ଘରୁ ବାହାରିଲା ୩୦୦ ବର୍ଷ ପୁରୁଣା ମୁଦ୍ରା.. ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ନୂଆଦିଲ୍ଲୀ: ବେଳେବେଳେ ଘର କିମ୍ବା କ୍ଷେତ ଖୋଳିବା ସମୟରେ ଏପରି ମୂଲ୍ୟବାନ ଜିନିଷ ବାହାରିଥାଏ ଯାହାକୁ ପାଇଥିବା ବ୍ୟକ୍ତି ଧନୀ ହୋଇଯାଆନ୍ତି । ସେହିପରି ଅନେକ ଥର କିଛି ମୂଲ୍ୟବାନ ଜିନିଷ ଏପରି ସ୍ଥାନରୁ ବାହାରିବା…

ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨, ଫିଲ୍ମ ହଲରେ ଦର୍ଶକଙ୍କ ଭିଡ

ନୂଆଦିଲ୍ଲୀ: ଆଜି ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨ ମୁଭି । ସକାଳୁ ଏହି ମୁଭି ଦେଖିବାପାଇଁ ସିନେମା ହଲରେ ଦର୍ଶକଙ୍କ ସୁଅ ଛୁଟିଛି । ଦର୍ଶକଙ୍କ ଏହି ଭିଡକୁ ଦେଖି ଜଣାପଡିଛି ଯେ, ଦର୍ଶକମାନେ ଫିଲ୍ମ ଦେଖିବାକୁ…

(ଭିଡିଓ)ସରକାରୀ ଚାକିରୀକୁ ନେଇ IAS ଅଧିକାରୀ ସେୟାର କରିଲେ କିଛି ଏପରି ଭିଡିଓ , ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ..

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ଟିଏ କରିବା ବହୁତ କାଠିକର ପାଠ । ଏହା ପାଇଁ ପିଲାମାନେ ବର୍ଷ ବର୍ଷ ଧରି ପ୍ରଚେଷ୍ଠା ମଧ୍ୟ କରୁଛନ୍ତି । ଏହା ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଜଣେ…

ଗର୍ଭବତୀ ମହିଳାଙ୍କ ରୁମରେ ରଖନ୍ତୁ ନାହିଁ ଏହି ଜିନିଷ; ନଚେତ୍ ପିଲା ଉପରେ ପଡିପାରେ ନକରାତ୍ମକ ପ୍ରଭାବ

ଜନ୍ମ ହେବା ପିଲାକୁ ନେଇ ପିତା ମାତା ବହୁତ କିଛି ସ୍ୱପ୍ନ ଦେଖିଥାନ୍ତି । ତାଙ୍କ ପିଲା କିପରି ସ୍ୱାସ୍ଥ୍ୟବାନ ହେବ ବୁଦ୍ଧିମାନ ହେବ ସେ ବିଷୟରେ ମଧ୍ୟ ଚନ୍ତା କରିଥାନ୍ତି । ଏତତ୍ ବ୍ୟତୀତ ପିଲାଟି ଗର୍ଭରେ ରହିବା ଦିନରୁ…

ଏହି ଫୋନ ହେଉଛି ଦୁନିଆର ସବୁଠାରୁ ଶସ୍ତା ୫ଜି ଫୋନ

ଭାରତରେ ୫ଜି ସେବାର ଶୁଭାରମ୍ଭ ହୋଇସାରିଛି । ଏଥିପାଇଁ ନୂଆ ସ୍ମାର୍ଟଫୋନ କିଣିବା ନିହାତି ଆବଶ୍ୟକ ଯେଉଁ ସ୍ମାର୍ଟ ଫୋନରେ ୫ଜି ଥିବା ଜରୁରୀ ଅଟେ । ତେବେ ୫ଜି ଫୋନ ୪ଜି ଫୋନ ମୂଲ୍ୟ ତୁଳନାରେ ଅଧିକ ଅଛି । ଯଦି ଆପଣ ୫ଜି…

କ’ଣ ଏହି ନାର୍କୋ ଟେଷ୍ଟ ? ଯେଉଁ କାରଣରୁ ସବୁ ସତ କହେ ଅପରାଧୀ, ଟେଷ୍ଟ ପାଇଁ କାହିଁକି ଜରୁରୀ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ପ୍ରତ୍ୟେକ ଦିନ କିଛି ନାଁ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହାରି ମଧ୍ୟକେ ଶ୍ରଦ୍ଧାକୁ ହତ୍ୟା…

ଅଭିନେତ୍ରୀ କିଛି କରନ୍ତିନି ହେଲେ ସବୁ ପ୍ରଶଂସା ତାଙ୍କୁ ହିଁ ମିଳିଥାଏ: ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ଆଜିର ସମୟରେ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଗ୍ଲୋବାଲ ଆଇକନ । କାରଣ ସେ ବଲିଉଡରେ ଚର୍ଚ୍ଚାରେ ଥିବା ବେଳେ ଦେଶ ବାହାରେ ମଧ୍ୟ ସେହିପରି ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି । ସେ ବଲିଉଡରେ ୨୦୦୩…

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! ବାଚସ୍ପତିଙ୍କୁ ରିପୋର୍ଟ ଦେବ ୧୦ ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି…

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ: ଏକସଙ୍ଗେ ଯାତ୍ରା କରିବେ ୫ ହଜାର ପର୍ଯ୍ୟଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା…