Browsing Category

Top Stories

Video: ଅମ୍ପାୟାର ନିତିନ ମେନନଙ୍କୁ ଟ୍ରୋଲ୍‌ କଲେ ବିରାଟ କୋହଲି, ଭାଇରଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ଶେଷ ହୋଇଛି। ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମେ ଶତକ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିବାବେଳେ ପରେ ଫିଲ୍ଡିଂ ସମୟରେ ମଧ୍ୟ…

ଖୁଚୁରା ମୁଦ୍ରାସ୍ଫୀତି: ଭାରତର ଖୁଚୁରା ମହଙ୍ଗା ଦରରେ ସାମାନ୍ୟ ହ୍ରାସ, ତଥାପି ଆରବିଆଇ ନିର୍ଦ୍ଧାରିତ ପରିସରଠାରୁ ଉପରେ

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଭାରତର ଖୁଚୁରା ମହଙ୍ଗା ଦର ସାମାନ୍ୟ ହ୍ରାସ ପାଇ ୬.୪୪ରେ ରହିଛି। ଏହା ପୁର୍ବରୁ ଜାନୁଆରୀ ମାସରେ ଖୁଚୁରା ମହଙ୍ଗା ଦର ତିନି ମାସର ଉଚ୍ଚତମ ସ୍ଥର ୬.୫୨ରେ ଥିଲା। ତେବେ ଲଗାତାର ଦ୍ୱିତୀୟ…

ସମୁଦ୍ର ଯାତ୍ରା ବେଳେ ଡାକିଦେଲା ଯମ: ବୁଡ଼ିଗଲା ଡଙ୍ଗା, ଅକାଳରେ ଚାଲିଗଲେ ୨୨ ଜଣ ପ୍ରବାସୀ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ବର୍ତ୍ତମାନ ହସଖୁସିରେ ସମୟ ବିତାଉଥିବା ମଣିଷର ସହ ୧ ମିନିଟ ପରେ କ’ଣ ଘଟିବ ତାହା କଳ୍ପନା ବାହାରେ । ଅନୁରୂପ ଭାବେ ସମୁଦ୍ର…

SBI ଗ୍ରାହକଙ୍କୁ ବଡ଼ ଉପହାର: ବ୍ୟାଙ୍କ ଦେଉଛି ୪୦ ହଜାର ଟଙ୍କାର ଫାଇଦା, ତୁରନ୍ତ ଆକାଉଣ୍ଟକୁ ଆସିବ ଟଙ୍କା !

ନୂଆଦିଲ୍ଲୀ: ଏସବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣଙ୍କର ଦେଶର ସର୍ବ ବୃହତ ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏସବିଆଇ ଗ୍ରାହକମାନଙ୍କୁ ଏବେ ସିଧାସଳଖ ୪୦,୦୮୮ ଟଙ୍କାର ଫାଇଦା…

Video: ‘ନାଟୁ ନାଟୁ’ ଗୀତ ସାହାଯ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ଦେଲା ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର: ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତରେ ଏବେ ନାଟୁ ନାଟୁ ଗୀତ ଚର୍ଚ୍ଚାରେ। ଫିଲ୍ମ RRR ର ଏହି ଗୀତ ଓସ୍କାର ପାଇବା ପରେ ସାରା ଭାରତ ଏହାକୁ ନେଇ ଗର୍ବ…

IIT Roorkee ଆବିଷ୍କାର କଲା ଏକ Antibacterial Molecule: ସଫ୍ଟ ଓ ସ୍କିନ ଟିସୁ ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ମିଳିବ ନୂଆ ରାସ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ପରିବେଶ ବଦଳିବା ସହିତ ମଣିଷକୁ ନୂଆ ନୂଆ ରୋଗ ସହିତ ଲଢ଼େଇ କରିବାକୁ ପଡ଼ୁଛି । ଏପରିକି ଅନେକ ସମୟରେ ଆମ ଶରୀରରେ ମେଡିସିନ ମଧ୍ୟ ପ୍ରଭାବହୀନ ପାଲଟି ଯାଇଥାଏ । ତେବେ ଏପରି ସମସ୍ୟାରୁ ମୁକ୍ତି…

ସୁକନ୍ୟା ସମୃଦ୍ଧିରେ ଟଙ୍କା ନିବେଶ କରିଥିବା ଲୋକ ହେବେ ମାଲାମାଲ୍: ଏବେ ଝିଅଙ୍କୁ ମିଳିବ ୬୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସମୟ ସମୟରେ ଲୋକଙ୍କ ସୁବିଧା ପାଇଁ ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ସହ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ଦେବ । ସରକାର ଆପଣଙ୍କ ଝିଅ ପାଇଁ ମଧ୍ୟ ଏକ…

ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା, ଜାଣନ୍ତୁ କେତେ ବଢିଛି ମୁଣ୍ଡପିଛା ଆୟ ?

ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍‍ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୭୧,୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ସାଇକେଲ ପାଇଁ ୩.୫ ହଜାର ଓ ୟୁନିଫର୍ମ ପାଇଁ ୧ ହଜାର ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ୨୦୨୩-୨୪ ଶିକ୍ଷା ବର୍ଷରେ ଶିକ୍ଷା ବିଭାଗ ପାଇଁ ୨୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି ।…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩୬ଟି ନୂଆ ଥାନା; ଗୃହରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଆଉ ୩୬ଟି ନୂତନ ଥାନା ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଅଞ୍ଚଳର କେଶ୍‍ ରେକର୍ଡକୁ ଆଧାର କରି ତର୍ଜମା କରିବା ପରେ ନୂତନ ଥାନା ପ୍ରତିଷ୍ଠା କରାଯାଇପାରିବ ବୋଲି…