fbpx
Browsing Category

Top Stories

୨୪ ଘଣ୍ଟା ନଯାଉଣୁ ବଦଳିଲା ନିଷ୍ପତ୍ତି, ଶସ୍ତା ହେବନି ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ସୋମବାର ନିଷ୍ପତ୍ତି ହୋଇଥିଲା ଯେ, ମଙ୍ଗଳବାର ଠୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ କମିବ। ସେ ପୁଣି ଲିଟର ପିଛା ୪୦ ପଇସା କମିବ ପାଞ୍ଚ ଦିନ ପର୍ଯ୍ୟନ୍ତ। ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଏହା ଆଶ୍ଵସ୍ତିକର ଖବର…

Digital Rupee କ’ଣ ? ଏଥିରୁ ଲୋକଙ୍କୁ ମିଳିବ କେଉଁ ଫାଇଦା ,ଜାଣନ୍ତୁ…

ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଖୁଚୁରା ଗ୍ରାହକଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା 'ଡିଜିଟାଲ୍ ରୂପୀ'ର ପାଇଲଟ୍ ପରୀକ୍ଷା ଆରମ୍ଭ କରିପାରେ। ଆରବିଆଇ ଏକ ବିବୃତ୍ତିରେ ଏହି ସୂଚନା…

Jamshed Jiji Irani:୮୫ ବର୍ଷରେ ଆଖିବୁଜିଲେ ଭାରତର ଇସ୍ପାତ ମଣିଷ,

ନୂଆଦିଲ୍ଲୀ :ଭାରତର ଇସ୍ପାତ ମଣିଷ ଭାବରେ ଜଣାଶୁଣା ଜାମସେଦ ଜେ ଇରାନୀ ସୋମବାର ବିଳମ୍ବିତ ରାତିରେ ଜାମସେଦପୁରରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଚାରି ଦଶନ୍ଧି ଧରି ଇରାନ ଟାଟା…

ଗୁଜରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ପାକିସ୍ତାନୀ, ବାଂଲାଦେଶୀ, ଆଫଗାନୀ ସଂଖ୍ୟାଲଘୁଙ୍କୁ ମିଳିବ ଭାରତର ନାଗରିକତା

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ଏକ ଜୋରଦାର ମୁକାବିଲା ଆରମ୍ଭ ହୋଇଯାଇଛି । ତେବେ ଏହି ଅବସରରେ…

ରାଶିଫଳ(ମଙ୍ଗଳବାର.୦୧ ନଭେମ୍ବର,୨୦୨୨)

ମେଷ: ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ…

NLC India Limited ପକ୍ଷରୁ ବାହାରିଲା ୯୦୧ଟି ପଦବୀ, ନଭେମ୍ବର ୨ରୁ ଅନଲାଇନ୍ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲମିଟେଡ୍ ପକ୍ଷରୁ ବାହାରିଛି ୯୦୧ଟି ପଦବୀ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ…

Avian Fluକୁ ନେଇ ବଢ଼ିଲା ଚିନ୍ତା:ପକ୍ଷୀ ମାନଙ୍କୁ ଖୋଲାରେ ନ ଛାଡିବା କୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ :ଯୁକ୍ତରାଜ୍ୟ (ୟୁକେ) ରେ ଏଭିଆନ୍ ଫ୍ଲୁ ହେବାର ଆଶଙ୍କା ଘନେଇଛି । ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ସରକାର ସମସ୍ତ ପକ୍ଷୀମାନଙ୍କୁ ୭ ନଭେମ୍ବରରୁ ଘର ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୨ ମାସ…

ଆଜିଠାରୁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ, ସକାଳ ୬ରୁ ୯ ମଧ୍ୟରେ ଗାଡ଼ି ପ୍ରବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୀର୍ଘଦିନ ପରେ ଶିମିଳିପାଳ ଖୋଲିଥିବାରୁ ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର…

LPG Gas Rates:ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ,କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ନଭେମ୍ବରର ପ୍ରଥମ ତାରିଖରେ ଖୁସି ଖବର ଆଣିଛି। ଲୋକଙ୍କୁ ଆରାମ ପ୍ରଦାନ କରି ସରକାର ବ୍ୟବସାୟିକ ଏଲପିଜି ମୂଲ୍ୟ ହ୍ରାସ କରିଛନ୍ତି। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି…

ଡିୱାଲ୍ଡ ବ୍ରେଭିସଙ୍କ ଧମାକା: ୧୬୨ ରନର ବିସ୍ଫୋରକ ଇନିଂସ ଖେଳିଲେ ବେବି ଡିଭିଲିୟର୍ସ, ସାମିଲ ଥିଲା ୧୩ଟି ଛକା

ନୂଆଦିଲ୍ଲୀ: ଜୁନିୟର ଏବି ଡିଭିଲିୟର୍ସ ଭାବେ ପରିଚିତ ଡିୱାଲ୍ଡ ବ୍ରେଭିସ ଆଜି ତାଙ୍କ ନାଁର ପ୍ରମାଣ ଦେଇଛନ୍ତି । ଟି-୨୦ ଇତିହାସରେ ଏକ ଐତିହାସିକ ପାଳି ଖେଳି ସାରା ଦୁନିଆକୁ ସେ ଆଚମ୍ବିତ କରି ଦେଇଛନ୍ତି । ଏହି ପାଳି…