fbpx
Browsing Category

Top Stories

(ଭିଡିଓ) ‘Zombie’ Pigeon: ଭାଇରସ୍ ଆକ୍ରାନ୍ତ ପରେ ପକ୍ଷୀମାନଙ୍କର ବେକ ମୋଡ଼ି ହୋଇଯାଉଛି

ନୂଆଦିଲ୍ଲୀ: ଏକ ସଂକ୍ରାମକ ରୋଗରେ ପୀଡ଼ିତ ହୋଇ ପାରାମାନେ ଜୋମ୍ବି ପ୍ରାଣୀ ପରି ଆଚରଣ ଦେଖାଉଛନ୍ତି । ୟୁକେରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ରୋଗ ଦ୍ୱାରା ପାରାମାନଙ୍କର ବେକ ମୋଡ଼ି ହୋଇଯିବା ସହ ସେମାନେ ଏକ…

ଯାହାଙ୍କୁ ବଡ ଭାବୁଥିଲି, ପାଖରୁ ବହୁତ ଛୋଟ ବାହାରିଲେ; କାହାକୁ ଟାର୍ଗେଟ୍ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସର୍ବଦା ନିଜର ଚୁଟକୁଲା ଟିପ୍ପଣୀରେ କାହାରିକୁ ନା କାହାରିକୁ ନିଶାଣ କରିଥାନ୍ତି। ଶନିବାର ପୁଣି ଥରେ ଗଡକରୀଙ୍କୁ ଏହି ଶୈଳୀରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏକ…

କାର ବିସ୍ଫୋରଣରେ ୧୦୦ ଜଣଙ୍କ ଜୀବନ ଗଲା: ୩୦୦ରୁ ଅଧିକ ମରଣ ସହ ଲଢ଼େଇ କରୁଛନ୍ତି

ନୂଆଦିଲ୍ଲୀ: ଏକ କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୧୦୦ ଜଣ ବ୍ୟକ୍ତି । ଏଥିସହିତ ୩୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ସୋମାଲିଆର ରାଜଧାନୀ ମୋଗାଦିଶୁରେ ଘଟିଛି ଏଭଳି ଏକ ଭୟଙ୍କର ଅଘଟଣ । ତେବେ ଏହି…

ଚାଲୁ ଚାଲୁ ରାହୁଲ ଗାନ୍ଧୀ କାହିଁକି ଧରିଲେ ହାତ ? ନିଜେ କାରଣ ଦର୍ଶାଇଲେ ଅଭିନେତ୍ରୀ ପୁନମ କୌର

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ସମୟରେ ଅଭିନେତ୍ରୀ ପୁନମ କୌରଙ୍କ ହାତ ଧରିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତି ସରଗରମ। ବିଜେପି ଏବଂ କଂଗ୍ରେସ ମଧ୍ୟରେ…

(Video) BMC ଅଳିଆ ବୁହା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣ ଗଲା: ୫ ଲକ୍ଷ ସହାୟତା, ଜଣକୁ ଚାକିରି, ପ୍ରତିଶ୍ରୁତି ଦେଲେ ମେୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆଜି ଘଟିଛି ଏକ ଦୁର୍ଘଟଣା । ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ରାସ୍ତାରେ ଆଜି ଅଳିଆବୁହା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ଗତ ଅଗଷ୍ଟ ମାସରେ…

ଗୁଜରାଟ ନିର୍ବାଚନକୁ ନେଇ ବଡ ଅପଡେଟ୍, ଆସନ୍ତା ସପ୍ତାହରେ ଇସି କରି ପାରନ୍ତି ତାରିଖ ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ମାସର ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି। ଆୟୋଗ ଅକ୍ଟୋବର ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା…

(Video) ଆମିଷ ଖାଇଲେ ସାପ କାମୁଡ଼ି ଦେବ, ଆଖି ଓ କାନ ଫୁଟିଯିବ: ବର୍ଷ ବର୍ଷ ଧରି ଗ୍ରାମରେ ପଶୁନି ଆମିଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମିଷ ଖାଇଲେ ସାପ ମାରିଦେବ । ଆଖି କାନ ଫୁଟିଯିବ । ଏଠି ଆମିଷ ଖାଇବା ତ ଦୂରର କଥା ଏଠି ଆମିଷ ପଶେନାହିଁ । ଏବେ ସାରା ରାଜ୍ୟରେ ହେତୁବାଦୀମାନଙ୍କର ସୂର୍ଯ୍ୟପରାଗରେ ଆମିଷ ଖାଇବାକୁ ନେଇ…

NASA ର ବଡ଼ ସୂଚନା ;ଖୁବ ଶୀଘ୍ର ପୃଥିବୀର ଅତି ନିକଟତର ହେବାକୁ ଯାଉଛି ଆଉ ଏକ ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ: ଏକ ବିଶାଳ ଗ୍ରହ ପୃଥିବୀକୁ ଅତି ନିକଟବର୍ତ୍ତୀ ହେବାକୁ ଯାଉଛି । ନାସା ଅନୁଯାୟୀ ଏହାର ଲମ୍ବ ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ସହିତ ସମାନ। ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ବୋଲି ବର୍ଣ୍ଣନା…

Hoardingରେ ଲାଗିବ GPS: ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ଲଗାଇଲେ ଦେବାକୁ ପଡ଼ିବ ଦେୟ, BMCର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋର୍ଡିଂ ବା ବିଜ୍ଞାପନକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି ଅଧିନରେ ପଞ୍ଜିକୃତ ହୋଇନଥିବା ସଂସ୍ଥାଙ୍କୁ ସେମାନଙ୍କର ହୋର୍ଡିିଂକୁ…

ଏବେ ସବୁ କିଛି ସମ୍ଭବ; ୪୭ ଲକ୍ଷ ଦିଅନ୍ତୁ ଆଉ ଜୀବନ୍ତ ସମାଧି ନେବାର ଅନୁଭବ ପାଅନ୍ତୁ ,

ନୂଆଦିଲ୍ଲୀ:ମଣିଷ ତାର ଜୀବନରେ ସବୁ କିଛି ହାସଲ କରିବା ପରେ ବାସ ତାର ମନରେ ଗୋଟିଏ ଭାବନା ଜାଣିବା ବାକି ରହିଥାଏ ଆଉ ସେଇଟା ହେଉଛି ମୃତ୍ୟ ପରେ କିପରି ଲାଗେ । କଥାରେ ଅଛି ଆମ ଜୀବନର ସତ୍ୟତା ଆଉ ବାସ୍ତବିକତା ହେଉଛି…