fbpx
Browsing Category

Top Stories

ଓଡ଼ିଶା ଦାୟିତ୍ୱ ସମ୍ଭାଳିବେ ପ୍ରିୟଙ୍କା! କଂଗ୍ରେସରେ ପରିବର୍ତ୍ତନ ସପକ୍ଷରେ ଖଡ଼ଗେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଲୋକସଭା ନିର୍ବାଚନ ସହିତ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ । ତେବେ ଗତ କିଛି ବର୍ଷ ହେଲା…

ଟୁଇଟରରୁ ସିଇଓଙ୍କ ପରେ ଅନେକ କର୍ମଚାରୀଙ୍କୁ ବିଦା କରିବାର ଚାଲିଛି ପ୍ରସ୍ତୁତି, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାମାଜିକ ଗଣମାଧ୍ୟମ ଟୁଇଟରର ନୂତନ ମୁଖ୍ୟ ଏଲନ ମସ୍କ କମ୍ପାନିରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଆମେରିକା ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର…

Halloween Party ପାଇଁ ଚାଲିଗଲା ୧୫୦ ଜୀବନ: କାହିଁକି ଏକାଠି ହୋଇଥିଲେ ୧ ଲକ୍ଷ ଲୋକ, ଏହି ପରମ୍ପରାର ଇତିହାସ କ’ଣ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହେଲୋବିନ ପାର୍ଟି ଚାଲିଥିବା ଅବସରରେ ଧାଁ ଦୌଡ଼ରେ ପାଖାପାଖି ୧୫୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବହୁଲୋକ ଆହତ ହେବା ସହ ଅନେକ ହାର୍ଟ ଆଟାକର ଶିକାର ହୋଇଥିଲେ ।…

ଆଜି ଦକ୍ଷିଣ ଆଫ୍ରିକା ସହ ବଡ ମୁକାବିଲା, ଏହି ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବେ ରୋହିତ !

ନୂଆଦିଲ୍ଲୀ: ଦ୍ରୁତ ବୋଲରଙ୍କ ପାଇଁ ଉପଯୋଗୀ ପର୍ଥ ମଇଦାନରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଆଉ ଏକ ବଡ ମୁକାବିଲା। ଚଳିତ ଟି-୨୦ ବିଶ୍ଵ କପରେ ଦୁଇ ଦଳର ଏହା ତୃତୀୟ ମ୍ୟାଚ୍। ଏହି ମୁକାବିଲା ଜିତି…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ କେମିତି ହୋଇଥିଲା, କ’ଣ ଥିଲା ରହସ୍ୟ

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ଲାଭ କରିବା ପରେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ…

Indian Oil Corporation ବାହାର କରିଲା ଵମ୍ପର ନିଯୁକ୍ତିର ସୁଯୋଗ ;ଦ୍ୱାଦଶ ପାସ୍ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ : ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ବାଣିଜ୍ୟ / ସ୍ନାତକ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି । ଏହି ନିଯୁକ୍ତିର ବିଜ୍ଞାପନ ୨୯ ଅକ୍ଟୋବରରୁ ୪ ନଭେମ୍ବର…

Official Secrets Act ଅନୁଯାୟୀ ପୋଲିସ ଷ୍ଟେସନ ଏକ ନିଷିଦ୍ଧ ଅଞ୍ଚଳ ନୁହେଁ, ଏହା ପରିସରରେ ଭିଡିଓ ଶୁଟିଂ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଅଫିସିଆଲ ସିକ୍ରେଟସ ଆକ୍ଟ (ଓଏସଏ)କୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପୋଲିସ ଷ୍ଟେସନ ଓଏସଏ ଅଧିନରେ ଏକ ନିଷିଦ୍ଧାଞ୍ଚଳ ଭାବେ ପରିଗଣିତ ହେଉ ନାହିଁ । ତେଣୁ ପୋଲିସ ଷ୍ଟେସନ ପରିସରରେ ଭିଡିଓ…

Aadhar Card ଲକ କରିବା ପରେ କେହି କରିପାରିବେନି ଆପଣଙ୍କ ତଥ୍ୟ ଚୋରି , ଆସନ୍ତୁ ଜାଣିବା କିପରି କରିବା ଆଧାରକାର୍ଡ଼ ଲକ ଏବଂ ଅନଲକ

ନୂଆଦିଲ୍ଲୀ :ଆଧାର କାର୍ଡ କେବଳ ଜଣେ ବ୍ୟକ୍ତିର ପରିଚୟ ପତ୍ର ନୁହେଁ, ଏହା ମଧ୍ୟ ସେହି କାର୍ଡ ଯାହା ମାଧ୍ୟମରେ ଲୋକମାନେ ମୋବାଇଲ୍ ନମ୍ବରରୁ ଗାଡି ପର୍ଯ୍ୟନ୍ତ କିଣନ୍ତି । ଏହା ସହିତ ସରକାରଙ୍କ ସମସ୍ତ ସୁବିଧା ମଧ୍ୟ ଏହି…

ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ବାହାରିଲା ଜୁନିୟର କ୍ଲର୍କ ପଦବୀ, ଆବେଦନ ଅନଲାଇନରେ ହେବ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ (ଓଏଚପିସି)ରେ ବାହାରିଛି ଅନେକ ପଦବୀ । ପ୍ରାର୍ଥୀଙ୍କୁ ଜୁନିୟର…

ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ:୧୦ ମୃତ୍ୟୁ,୨୦ ରୁ ଅଧିକ ଆହତ

ବାଗଦାଦ:ଇରାକର ରାଜଧାନୀ ବାଗଦାଦର ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଫୁଟବଲ ଖେଳିବା ସମୟରେ ଏହି…