fbpx
Browsing Category

Top Stories

ଷ୍ଟାରବକ୍ସ ଏତେ ମହଙ୍ଗା କାହିଁକି ? ଚାହିଦା ବଢିବା ପଛର କାରଣ କଣ, ଜାଣନ୍ତୁ ସବୁ କିଛି

ଯଦି ଆପଣ କଫି ସଉକିନିଆ ହୋଇଥିବେ ତେବେ ନିଶ୍ଚିତ ଭାବେ ଭଲ କଫି ପିଇବା ପାଇଁ ଚାହୁଁଥିବେ। କେଉଁଠି ମିଳିବ ଭଲ କଫି ତାର ସନ୍ଧାନ ବି କରିଥିବେ। ଆଉ କଫି ପିଉଥିବା ଲୋକେ ନିଶ୍ଚିତ ଭାବେ ଷ୍ଟାରବକ୍ସ ବିଷୟରେ ଶୁଣିଥିବେ।…

(Video) ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ସୂଚନା ମୁତାବକ, ପ୍ରତିବାଦ କରି ଆଜି ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ଛାତ୍ର କଂଗ୍ରେସର…

ଭାରତରେ ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି: ଉଚ୍ଚତା ୩୬୯ ଫୁଟ, ନିର୍ମାଣ ସମୟ ୧୦ ବର୍ଷ, ୩ ହଜାର ଷ୍ଟିଲ, ୨.୫ ଲକ୍ଷ କ୍ୟୁବିକ୍…

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦଠାରେ ଭଗବାନ ଶିବଙ୍କର ୩୬୯ ଫୁଟର ଉଚ୍ଚତା ବିଶିଷ୍ଟ ଏକ ପ୍ରତିମା ସ୍ଥାପିତ କରାଯାଇଛି । ଆଜି ଏହି ପ୍ରତିମାକୁ ଲୋକାର୍ପିତ କରାଯିବାକୁ ଥିବାବେଳେ ଏହା ବିଶ୍ୱର ସର୍ବୋଚ୍ଚ ଶିବ…

ଦୁନିଆର ନର୍କ ଏହି ଦ୍ଵୀପ, ଜୀବନ୍ତ ଜାଳି ଦିଆଯାଇଥିଲା ୧.୬୦ ଲକ୍ଷ ଲୋକଙ୍କୁ, ଯିଏ ଯାଇଛି ଆଉ ଫେରିନି

ନୂଆଦିଲ୍ଲୀ: ଦୁନିଆରେ ତ ଏମିତି ଅନେକ ସୌନ୍ଦଯ୍ୟ ଭରା ଦ୍ଵୀପ ରହିଛି, ଯେଉଁଠି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ଲୋକେ ଦୂର ଦୂରନ୍ତାରୁ ଦ୍ଵୀପକୁ ଦେଖିବା ପାଇଁ ଆସୁଛନ୍ତି। ମାତ୍ର ଏମିତି ଏକ ଦ୍ଵୀପ…

୧୯୯୯ ମହାବାତ୍ୟା: ୨୨ ବର୍ଷ ତଳେ ଓଡ଼ିଶାକୁ ମାଡ଼ି ଆସିଥିଲା ମହାପ୍ରଳୟ, ପ୍ରକୃତିର ଭୟଙ୍କର ଗର୍ଜନରେ ଲିଭି ଯାଇଥିଲା ୧୦ ହଜାର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ଓଡ଼ିଶା ଇତିହାସର ଏକ ଅଭୁଲା ଦିନ । ଏହି ଦିନ ରାଜ୍ୟକୁ ମାଡ଼ି ଆସିଥିଲା ମହାବାତ୍ୟା । ଏହା ମଧ୍ୟରେ ୧୯୯୯ ମହାବାତ୍ୟାକୁ ୨୩ ବର୍ଷ ପୂରିଥିବା ବେଳେ…

ଏମିତି କଣ କହିଲେ ଭଗବନ୍ତ ମାନ, ହସିବାରେ ଲାଗିଲେ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ଵ ଶର୍ମା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ କିଛି ମୁଖ୍ୟମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି। କାରଣ ଉକ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟର ଗୃହ ବିଭାଗ ରହିଛି। ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି…

କଂଗ୍ରେସର Mission Gujurat : ସହର ନୁହେଁ ଏଥର ଗାଁ କୁ ଫୋକସ କରିବା ପାଇଁ ଚାଲିଛି ନୂଆ ରଣନୀତି

ନୂଆଦିଲ୍ଲୀ :ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ଅଣ ଗାନ୍ଧୀ ନେତା ମଲ୍ଲିକାର୍ଜୁନ ଖଡଗେ । କ୍ଷମତାକୁ ଆସିବା ପରଠାରୁ ଏବେ ତାଙ୍କ ନିକଟରେ ବହୁ ବଡ ବଡ ଚ୍ୟାଲେଞ୍ଜ ରହିଛି । କିପରି ଦଳ ମଧ୍ୟରେ ଥିବା…

(Video) ପୁଣି ଶ୍ରୀମନ୍ଦିରରୁ ଖସିଲା ଏକ ପଥର: କାଳିଆ ତୋର ଏ କି ଲୀଳା, ଶ୍ରୀକ୍ଷେତ୍ର ଧାମରେ ଅଘଟଣ ପୂର୍ବ ସଙ୍କେତ ନୁହେଁ ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ପ୍ରଭୁଙ୍କ ଦର୍ଶନ ଟିକିଏ ପାଇବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଧାଇଁ ଆସିଥାନ୍ତି ପୁରୀକୁ । କାଳିଆର ଦୁଇ ଆଖିକୁ ଥରେ…

ହଠାତ୍ ଏକ ଖେଳନା ଦୋକାନରେ ପହଞ୍ଚିଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ,ଆଉ କିଣିଲେ ଖେଳନା

ନୂଆଦିଲ୍ଲୀ :କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟ ମଧ୍ୟରେ ଶୁକ୍ରବାର ହଠାତ୍ ଏକ ଖେଳନା ଦୋକାନରେ ପହଞ୍ଚିଥିଲେ। ଖେଳନା ଦୋକାନରେ ନିତିନ ଗଡକରୀ ବିଭିନ୍ନ ପ୍ରକାରର…

ଭୋଟ ଜିତିବା ପାଇଁ ନୂଆ ପ୍ଲାନ , କ୍ଷମତାକୁ ଆସିଲେ ପ୍ରତ୍ୟେକ ଘରକୁ ମିଳିବ ୩୦ ହଜାର ଟଙ୍କାର ସୁବିଧା

ନୂଆଦିଲ୍ଲୀ :ଗୁଜୁରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ସହ ତିନି ଦିନିଆ ଗୁଜୁରାଟ ଗସ୍ତରେ ଆସିଛନ୍ତି। ଭୋଟରଙ୍କୁ…