fbpx
Browsing Category

Top Stories

କିଙ୍ଗ କୋହଲିଙ୍କ ଟାର୍ଗେଟରେ ରହିଛି ବିଶ୍ୱ ରେକର୍ଡ: ବିଶ୍ୱକପରେ କରିପାରନ୍ତି ଏମିତି କାରନାମା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଜାରି ରହିଛି ଭାରତୀୟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜଲୱା । ପାକିସ୍ତାନକୁ ଧୂଳି ଚଟାଇବା ପରେ ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ…

୪୬୫ ଥର କନିଆଁ ସାଜିଛନ୍ତି ଅଭିନେତ୍ରୀ ରାନୀ: ହେଲେ ପ୍ରକୃତ ଜୀବନରେ କରିନାହାନ୍ତି ବିବାହ

ଅଭିନେତ୍ରୀ ରାନୀ ଚାଟାର୍ଜୀଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ରାଣୀ କହିଲେ କିଛି ଭୁଲ୍ ହେବ ନାହିଁ । ଅଭିନେତ୍ରୀ କେବଳ ନିଜ ସୌନ୍ଦର୍ୟ୍ୟ ପାଇଁ ନୁହେଁ ବରଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହି…

ଦେଶର ପ୍ରତ୍ୟେକ ରାଜ୍ୟରେ ଖୋଲିବ NIA କାର୍ଯ୍ୟାଳୟ: ସାଇବର ଅପରାଧ, ନିଶା କାରବାର, ଆତଙ୍କବାଦ ଲୋପ ପାଇଁ ଆହ୍ୱାନ ଦେଲେ ଶାହ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ଏଜେନ୍ସି (ନିଆ)ର କାର୍ଯ୍ୟାଳୟ । ହରିୟାଣାର ସୂରଜକୁଣ୍ଡଠାରେ ଆୟୋଜିତ ବିଜେପିର ଚିନ୍ତନ ଶିବିରରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ…

ଅନଲାଇନରେ କେମିତି ଟ୍ରାନ୍ସଫର ହେବ ଟୁ-ହ୍ୱିଲର ରେଜିଷ୍ଟ୍ରେସନ? ଜାଣନ୍ତୁ ଆବେଦନ କରିବାର ଉପାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସେକେଣ୍ଡ ହ୍ୟାଣ୍ଡ ଯାନବାହନ କିଣା ବୃଦ୍ଧି ପାଇଛି । ନୂଆ ଗାଡି କିଣିବା ଅପେକ୍ଷା ପୁରୁଣା ଗାଡି ପ୍ରତି ଲୋକମାନେ ବେଶୀ ଆକୃଷ୍ଟ ହେଉଛନ୍ତି । ସେକେଣ୍ଡ ହ୍ୟାଣ୍ଡ ବାଇକ କିଣିବା ଦ୍ୱାରା…

ପଲକ-ମିଥୁନ: ଆସନ୍ତା ମାସରେ ଆରମ୍ଭ ହେବ ଆମର ନୂଆ ଇନିଂସ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ତାଜା ଖବର । ବଲିଉଡର ଜଣାଶୁଣା ଗାୟିକା ତଥା ମ୍ୟୁଜିକ କମ୍ପୋଜର ପଲକ ମଚ୍ଛଲ ଖୁବଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି । ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ…

Mo Seva Kendraରେ ହେବ HSRP ରେଜିଷ୍ଟ୍ରେସନ ଓ ସ୍ଲଟ୍ ବୁକିଂ, STAର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…

ବିଶ୍ୱର ସବୁଠୁ ବଡ ପଲିସ ହୀରା: କେତେ ଟଙ୍କାରେ ବିକ୍ରି ହେବ? ଡିସେମ୍ବରରେ ନିଲାମୀ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ନିଲାମ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ ପଲିସ୍ ହୀରା । ନ୍ୟୁୟର୍କରେ ଏହି ଅଦ୍ଭୁତ ହୀରାର ନିଲାମୀ ଡକାଯିବ । ତେବେ ଏହି ନିଲାମୀରେ ହୀରା ପ୍ରାୟ ୧୫ ମିଲିୟନ୍ ଡଲାର ଟଭ୍କାରେରେ…

ରାଶିଫଳ(ଶୁକ୍ରବାର,୨୮ ଅକ୍ଟୋବର,୨୦୨୨)

ମେଷ - ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ…

OAS, ORS ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି: ସଦାକର କୁମ୍ଭକରଙ୍କୁ ପଦ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଓଏଏସ-ଏ (ଜେବି), ଓଆରଏସ ଓ ଗ୍ରୁପ-ବି ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ବାବଦରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ…

କଏଦୀମାନେ ହେବେ Radio Jockey: ରାଜ୍ୟର ଦୁଇଟି ଜେଲରେ ଖୋଲିବ FM Radio ଷ୍ଟେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନେ ହେବେ ରେଡିଓ ଜକି । ରାଜ୍ୟର ଚୌଦ୍ୱାର ସର୍କଲ ଜେଲ ଓ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ଖୁବଶୀଘ୍ର ଖୋଲିବ ଏଫଏମ ଷ୍ଟେସନ । କଏଦୀମାନେ ନିଜର କଳାକୌଶଳ ମାଧ୍ୟମରେ ସେମାନଙ୍କର…