fbpx
Browsing Category

Top Stories

ଭାରତ ଏବଂ ପାକିସ୍ତାନର ଏହି ଦୁଇ ଖେଳାଳି ଜିତିଲେ ICC Player of the Month

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସେପ୍ଟମ୍ବର ମାସ ପାଇଁ ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ଭାରତ ଏବଂ ପାକିସ୍ତାନର ପୁରୁଷ ଏବଂ ମହିଳା ଦଳର ଦୁଇ ଖେଳାଳି ଏହି ପୁରସ୍କାର ପାଇଁ ମମନୋନିତ ହୋଇଛନ୍ତି।…

ଆଦିମ ଜନଜାତିଙ୍କ ନିଆରା ପରମ୍ପରା: ବହୁ ପ୍ରସିଦ୍ଧ ମା ସୁନାଦେଇଙ୍କ ପବିତ୍ର ଛତର ଯାତ୍ରା

ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା' ସୁନାଦେଇଙ୍କ…

(Video) କୁମାର ପୂର୍ଣ୍ଣିମାରେ ହୋଇଥାଏ କୁମାରୀ ବିବାହ: ଜାଣନ୍ତୁ ଏହି ନିଆରା ପରମ୍ପରା ବିଷୟରେ

ଅସ୍ତରଙ୍ଗ: ବ୍ୟାଣ୍ଡ୍ ବାଜା ସହ ରୋଶଣୀ କରି ଆସିଲା ବର, ସାଥିରେ ଅଛନ୍ତି ବରଯାତ୍ରୀ । ବେଦୀ ଉପରେ ପଡ଼ିଲା ହାତଗଣ୍ଠି । ସଂପୂର୍ଣ୍ଣ ରିତୀନୀତିରେ ହେଲା ବିବାହ । ଝିଅ ବିଦା ହୋଇ ଗଲା ଶାଶୁଘରକୁ । ହେଲେ ଏଠି କିନ୍ତୁ ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି: ୪% ବୃଦ୍ଧି ପାଇଲା DR

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୁର୍ବରୁ ଆସିଛି ଖୁସି ଖବର। କେନ୍ଦ୍ରୀୟ କର୍ମଚାରିଙ୍କ ୪% ମହଙ୍ଗା ଭର୍ତ୍ତା(ଡିଆର) ବୃଦ୍ଧି କରିଛନ୍ତି ସରକାର। ସରକାର ୧ଜୁଲାଇ ୨୦୨୨ରୁ ଏହାକୁ ପ୍ରଭାବି କରିବାକୁ…

ପୁଷ୍ପା ଚଳଚ୍ଚିତ୍ରକୁ ୭ ଆୱାର୍ଡ: କିଏ ହେଲେ ଫିଲ୍ମଫେୟାର-୨୦୨୨ର ସର୍ବଶ୍ରେଷ୍ଠ ଆକ୍ଟର?

ନୂଆଦିଲ୍ଲୀ: ୬୭ତମ ପାର୍ଲେ ଫିଲ୍ମଫେୟାର ଆୱାର୍ଡସ ଫର ସାଉଥ-୨୦୨୨ରେ ଜବରଦସ୍ତ ରେକର୍ଡ କରିଛଇ ପୁଷ୍ପା । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ଅଭିନୀତ ଏହି ଫିଲ୍ମ ଫେୟାରରେ ଦେଖାଇଛି ଜଲୱା । ଚଳିତବର୍ଷ ଫିଲ୍ମଫେୟାରର ଅନେକ…

ତାଗିଦ୍ କଲା BMC: ରାସ୍ତାକୁ ଅଳିଆ ଫିଙ୍ଗିଲେ ଭରିବେ ଜରିମାନା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି…

ଧାମନଗର ଉପନିର୍ବାଚନ: ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଛନ୍ତି । ରବିବାର ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ଉପନିର୍ବାଚନ ପାଇଁ…

ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା: ୩ ଜଣଙ୍କୁ ମିଳିବ ଏହି ଆୱାର୍ଡ

ନୂଆଦିଲ୍ଲୀ: ଭୌତିକ ବିଜ୍ଞାନ ଏବଂ ସାହିତ୍ୟ ପରେ ଏବେ ଅର୍ଥନୀତିରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୩ ଜଣ ଅର୍ଥନୀତିଜ୍ଞଙ୍କୁ ଏକା ସାଙ୍ଗରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ୩ ଜଣଙ୍କୁ ମିଳିତ ଭାବରେ ମିଳିବ ଏହି…

‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨ ହଜାରେ ବିଦ୍ୟାଳୟରେ ଫୁଟବଲ୍ ବଣ୍ଟନ କରାଯିବ

ଭୁବନେଶ୍ୱର: ଫୁଟବଲ ସଂସ୍କୃତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାରେ ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନା ଆରମ୍ଭ କରିଛନ୍ତି। KIIT & KISS ସହଭାଗିତାରେ ଓଡିଶାରେ ଫିଫା…

ଶିକ୍ଷକଙ୍କ ଦରମାରେ ବ୍ୟାପକ ଅବ୍ୟବସ୍ଥା;କାଠ ଗଢ଼ାରେ ଶିକ୍ଷା ବିଭାଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଶିକ୍ଷକ ବିଭାଗରେ ବିଭିନ୍ନ ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ପୁଣି ଜିଲ୍ଲାର ଏକ୍ସ କେଡ଼ର ଶିକ୍ଷକ ସଂଘ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହା…