fbpx
Browsing Category

Top Stories

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାନ୍ତାଳ ସମ୍ପ୍ରଦାୟର ପୂଜାର୍ଚ୍ଚନା

ମୟୂରଭଞ୍ଜ: ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ରାଜ୍ୟବାସୀ ଉତ୍କଣ୍ଠାର ସହ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ +୩ ତୃତୀୟ ବର୍ଷର ପ୍ରଶ୍ନପତ୍ର ଲିକ୍: ପରୀକ୍ଷା ବାତିଲ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ପୁଣିଥରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ଆଜି ଏଜୁକେସନ ଅନର୍ସ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ବିରାଟଙ୍କ ଖେଳିବା ନେଇ ଅନିଶ୍ଚିତତା

ଇଂଲଣ୍ଡ: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୧୦ ଉଇକେଟରେ ବଡ଼ ବିଜୟ ହାସଲ କରିଥିଲା। ଆଜି ଦ୍ୱିତୀୟ ଦିନିକିଆରେ ଭାରତ କ୍ରିକେଟ୍‌ର ମକ୍କା ଲଡ୍ସରେ ଭାରତ ଇଂଲଣ୍ଡକୁ ମାତ୍ ଦେବାକୁ ଚାହିଁବ। ତେବେ ଗତ ୧୫ ବର୍ଷରେ ଭାରତ…

ଦେଶର ସବୁଠାରୁ ସୁନ୍ଦରୀ IAS ଅଧିକାରୀ ଦୌଡ଼ରେ ଏହି ଯୁବତୀ: ଟିନା ଡାବିଙ୍କୁ ମଧ୍ୟ ପକାନ୍ତି ପଛରେ

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର ଆଇଏଏସ୍ ଟିନା ଡାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ଟିନାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି । ଲୋକମାନେ ସେମାନଙ୍କ ସହ ଜଡିତ ଅନେକ…

ଓଡ଼ିଶାରେ ୮୦୦ ଟପିଲା କରୋନା ସଂକ୍ରମଣ: ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ରୁ ବାହାରିଲେ ଅଧିକ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୮ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ, ବ୍ରେନ୍ ଡେଡ୍ ପରେ କିଡ୍‌ନି ଦାନ କଲେ ପରିବାର ଲୋକେ

ଭୁବନେଶ୍ୱର: ବ୍ରେନ୍ ଡେଡ୍ ଯୋଗୁଁ ଜୀବନ ଚାଲିଯିବା ପରେ ଦୁଇ ଜଣଙ୍କୁ ନୁଆ ଜୀବନ ଦେଇଛି ବାଲିକୁଦା ଅଞ୍ଚଳର ୬ବର୍ଷ ବାଳକ। ଶିଶୁଟିର ବ୍ରେନ୍ ଡେଡ୍ ଯୋଗୁଁ ଉପଲବ୍ଧ ହୋଇଥିବା ୨ଟି କିଡ୍‌ନି ପାଇଁ ଜଣେ ଯୁବକ ଓ ମହିଳା…

ବଢ଼ୁଛି ସଂକ୍ରମଣ: ଓଡ଼ିଶାର ଏହି ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ପୁଣିଥରେ ମାଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନିୟମକୁ ପୁଣି କଡ଼ାକଡ଼ି କରିଛି ପ୍ରଶାସନ । ଖୋର୍ଦ୍ଧା ଓ କଟକ ପରେ ଏବେ ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ ହୋଇଥିବା…

(Video) ଜେଲ ଗଲା ବରୁଆ ବାବା: ଦେହ ଭଲ କରିବା ଆଳରେ ବିବାହିତା ମହିଳାଙ୍କୁ କରିଥିଲା ଦୁଷ୍କର୍ମ, ମେଡିକାଲ ରିପୋର୍ଟରୁ ସ୍ପଷ୍ଟ

ବରଗଡ଼(ଓଡ଼ିଶା ଭାସ୍କର): ଦେହ ଭଲ କରିବା ବାହାନାରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବରୁଆ ବାବାକୁ ହୋଇଛି ଜେଲ୍ । ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅନ୍ୟପଟେ…

ଅଗ୍ନିଶମ ବିଭାଗରେ ଆରମ୍ଭ ହେବ ପିସିଆର ୟୁନିଟ, ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାରେ ମୁତୟନ ହେବ

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହେବ ପିସିଆର୍ ୟୁନିଟ୍ ଭେଇକିଲ୍। ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାଗୁଡିକରେ ଏହି ଗାଡି ମୁତୟନ ହେବ। ତେବେ ୨୪ ଘଣ୍ଟା ଧରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।…

(Video) ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପାଦଚିହ୍ନ, ଝୁରୁଛନ୍ତି ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ବଡ଼ ଦାଣ୍ଡ ଖାଁ ଖାଁ ହୋଇଥିବା ବେଳେ ରଥ ପଡିଛି ଖାଲି । ଭକ୍ତ ଝୁରୁଛନ୍ତି ଭଗବାନଙ୍କୁ । କାଳିଆକୁ ଝୁରୁଛି ରଥ । ରଥ ଯେମିତି ଚାହିଁ ରିହିଛି ମୋ କାଳିଆ ଠାକୁର ଆସି ପୁଣି ବସି ଯାଓ । ନିଳାଦ୍ରି…