fbpx
BSKY
BJD SHG SKY
BJD YOUTH SKY
Browsing Category

Top Stories

ଖୁବ୍ ଶୀଘ୍ର କୋଣାର୍କକୁ ରେଳ ଲାଇନ୍ ସର୍ଭେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କ ସୂଚନା

କୋଣାର୍କ: ଖୁବ୍ ଶୀଘ୍ର କୋଣାର୍କକୁ ରେଳଗାଡ଼ିରେ ଯିବେ ଯାତ୍ରୀ। କୋଣାର୍କକୁ ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ ହେବ ବୋଲି ମଙ୍ଗଳବାର କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ପୁରୀ କିମ୍ବା ଅନ୍ୟ କୌଣସି ସ୍ଥାନରୁ…

କାରରେ ଗ୍ଲାସ୍ ବନ୍ଦ କରି ସିଗାରେଟ୍ ଟାଣିଲେ ଦେବାକୁ ପଡ଼ିବ ଜରିମାନା! ତୁରନ୍ତ ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଅନେକ କାରଣ ଯୋଗୁଁ ବ୍ୟକ୍ତି କାର୍ କିଣିଥାନ୍ତି । କିନ୍ତୁ କିଛି ମୁଖ୍ୟ କାରଣ ରହିଛି ଯେପରିକି, ଆରାମଦାୟକ ସ୍ଥିତିରେ ଯାତ୍ରା କରିବା । ଏହା ବ୍ୟତୀତ ବାଇକ୍ ଓ ସ୍କୁଟି ଅପେକ୍ଷା କାରରେ ଅଧିକ ପ୍ରାଇଭେସି…

ଓଡ଼ିଶାର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ରାହୁଲ, ସୋନିଆଙ୍କୁ ଇଡି ନୋଟିସକୁ ନେଇ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି…

ମହାରାଷ୍ଟ୍ରରେ ରାଜନୈତିକ ଖେଳ! ଗୁଜୁରାଟ ପହଞ୍ଚିଲେ ଶିବସେନାର ୧୦ରୁ୧୨ ବିଧାୟକ, ସଙ୍କଟରେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ସୋମବାର ଦିନ ଏମଏଲସି ନିର୍ବାଚନରେ ଶିବସେନା ୩ ଏମଭିଏ ଗଠବନ୍ଧନକୁ ଝଟକା ଦେଇଛି ବିଜେପି ଓ ମଙ୍ଗଳବାର ଦିନ ଶିବସେନାର ୧୦ ରୁ ୧୨ ବିଧାୟକ…

ଆନ୍ତର୍ଜାତୀୟ ଯୋଗ ଦିବସ; ବରଫରେ ITBPର ହିମବୀର ଯବାନ କଲେ ଯୋଗ, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଲୋକମାନେ ଭାରତ ସମେତ ପୃଥିବୀର ବିଭିନ୍ନ ସ୍ଥାନରେ ଯୋଗ କରୁଛନ୍ତି। କର୍ଣ୍ଣାଟକରେ, ପ୍ରଧାନମନ୍ତ୍ରୀ ମୋଦୀ ହରିଦ୍ୱାରର ପତଞ୍ଜଳି ଯୋଗପୀଠରେ ଯୋଗ ଗୁରୁ ବାବା ରାମଦେବ…

୧ ଜୁଲାଇରୁ ଯଦି ଲାଗୁ ହୁଏ ନୂଆ ଲେବର କୋଡ୍, ତେବେ ଜାଣନ୍ତୁ କିପରି ବଦଳିଯିବ ଆପଣଙ୍କ ଦରମା, PF ଓ କାମର ସମୟ

ନୂଆଦିଲ୍ଲୀ: ଚାକିରୀ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜୁଲାଇ ୧ ରୁ ଚାକିରି ସମ୍ବନ୍ଧୀୟ ନିୟମରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ…

ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀଙ୍କୁ ପ୍ରାର୍ଥୀ ସଙ୍କଟ, ମମତାଙ୍କ ପ୍ରୟାସକୁ ଝଟକା

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ବିରୋଧୀଙ୍କୁ ଏକଜୁଟ୍ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଚେଷ୍ଟା ବିଫଳ ହୋଇଛି। କାରଣ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଖୋଜିବା…

ଏବେ ବି ବହୁୂତ ଶସ୍ତାରେ ମିଳୁଛି ଲୁହା ରଡ୍ ଓ ସିମେଣ୍ଟ: ଘର ତିଆରି ପୂର୍ବରୁ ଚେକ୍ କରନ୍ତୁ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାକୁ ଯୋଜନା କରୁଛନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ । ରେକର୍ଡ ସ୍ତରରୁ ତଳକୁ ଖସିବା ପରେ ପୁଣିଥରେ ଲୁହା ରଡ ସମେତ ଘର ନିର୍ମାଣ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି । କେବଳ…

ରାଜଧାନୀରେ ପୁଣି ସକ୍ରିୟ କେବିଏନ ଗ୍ୟାଙ୍ଗ, ଖଣ୍ଡା, ଭୁଜାଲି ବୁଲାଇଲେ; ‌ସ୍କର୍ପିଓ ପୋଡ଼ିଦେଲେ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ଛକରେ ସୋମବାର ସନ୍ଧ୍ୟାରେ ଘଟିଛି ତୁମୁଳ କାଣ୍ଡ। କିଛି ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡ଼ିକୁ ପୋଡି ଦେଇଛନ୍ତି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେବା…

ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ସହିପାରିଲେନି ପ୍ରେମିକ, ହାରିଦେଲେ ଜୀବନ: ଦେଖନ୍ତୁ Video

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ସମ୍ପର୍କକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । କେଉଁଠି ପୁଅ ଧୋକା ଖାଇ ଜୀବନ ହାରୁଛି ତ ଆଉ କେଉଁଠି ଦୁନିଆକୁ ଅଲବିଦା କହୁଛି ଝିଅ । ସେହିଭଳି ଏକ ଅଧୁରା ପ୍ରେମ…