Browsing Category
Top Stories
SAIL Apprentice Recruitment:୧୦୦ରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଭିଲାଇ ୧୨୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.sail.co.in ପରିଦର୍ଶନ କରି ଏହି ପୋଷ୍ଟଗୁଡିକ ପାଇଁ…
ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼: ଚାଲିଗଲା ସର୍ବେଶ୍ୱରଙ୍କ ଜୀବନ
ଭୁବନେଶ୍ୱର : ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଏହି ମାମଲରେ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ…
ସିନେମା ହଲରେ ଗଣ୍ଡଗୋଳ: ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ
ବଲାଙ୍ଗିର: ସିନେମା ହଲରେ ଗଣ୍ଡଗୋଳ କରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କଂଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ…
ଏମିତି ଏକ ସାଇକେଲ୍: ୨ଟି ଚକ ସିନା ଅଛି, କିନ୍ତୁ ପ୍ୟାଡେଲ୍ ନାହିଁ
ସାଇକେଲ୍ କଥା ଶୁଣିଲେ ମନରେ ଆସେ ଦୁଇଟି ଚକ ଓ ତାହା ସହ ଲାଗିଥିବା ପ୍ୟାଡେଲ୍ । କିନ୍ତୁ ଏକ ଭିନ୍ନ ଧରଣର ସାଇକେଲ୍ ଅଛି ଯେଉଁଥିରେ ଦୁଇଟି ଚକ ଅଛି ସତ, ହେଲେ ପେଡାଲ୍ ନାହିଁ । ବସିବା ପାଇଁ ସିଟ୍ ବି ନାହିଁ । ସିଟ୍…
ଡେଙ୍ଗା ହେବାକୁ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି ଟେକ୍ କମ୍ପାନୀ କର୍ମଚାରୀ: ରିପୋର୍ଟରୁ ଖୁଲାସା
ଆଜିର ବିଜ୍ଞାନ ଯୁଗରେ ସବୁ ସମ୍ଭବ ହୋଇପାରୁଛି । ଲୋକେ ଅସମ୍ଭବକୁ ବି ସମ୍ଭବ କରି ଦେଉଛନ୍ତି । ଦିନେ ଯାହା ଭାବନାର ବାହାରେ ଥିଲା ତାହା ଏବେ ବାସ୍ତବ ପାଲଟୁଛି । ଅନେକ ଲୋକ ଥା’ନ୍ତି ଯେଉଁମାନେ ନିଜର ଅଳ୍ପ ଉଚ୍ଚତାକୁ…
ଭାରତର ଯୋଗ ଶିକ୍ଷକଙ୍କ ପ୍ରେମରେ ଚାଇନା ଛାତ୍ରୀ
ନୂଆଦିଲ୍ଲୀ: ଚାଇନାରେ ରହୁଥିବା ଜଣେ ଯୁବତୀ ଛତିଶଗଡ଼ରେ ରହୁଥିବା ଜଣେ ଶିକ୍ଷକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଉକ୍ତ ଶିକ୍ଷକଙ୍କ ନାମ ଲୋକେଶ କୁମାର ବୋଲି ଜଣାପଡ଼ିଛି । ନିକଟରେ ଲୋକେଶ ଏକ ଭିଡିଓ ସେୟାର କରି ନିଜ…
ବିମାନରେ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ଡାକ୍ତର: ହୃଦଘାତରୁ ବଞ୍ଚାଇଲେ ଜୀବନ
ଭାରତୀୟ ବଂଶୋଦ୍ଭବ ଡାକ୍ତର ବିମାନରେ ଜଣେ ଯାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ । ତାହା ବି ଥରେ ନୁହେଁ, ଦୁଇ ଦୁଇ ଥର । ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ସେ ହଠାତ୍ ଚେତା ହରାଇ ପଡ଼ିଗଲେ । ସେତେବେଳେ ସେହି ବିମାନରେ…
କ୍ୟାନ୍ସର ରୋଗର ଆଶଙ୍କାକୁ କମାଇଥାଏ ସୋରିଷ ତେଲ
ପ୍ରତ୍ୟେକ ରୋଷେଇ ଘରେ ସୋରିଷ ତେଲ ଉପଲବ୍ଧ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।…
ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ
ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ବୁଧବାରଦିନ ଭାରତ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ…
ଏୟାର ମାର୍ଶାଲ ଏ.ପି.ସିଂହ ହେଲେ ବାୟୁସେନା ଉପମୁଖ୍ୟ
ନୂଆଦିଲ୍ଲୀ: ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଏୟାର ମାର୍ଶାଲ ଏ.ପି.ସିଂହ । ଏହି ଅବସରରେ ବୁଧବାର ଶ୍ରୀ ସିଂହ ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି…