Browsing Category

Top Stories

ଅଫିସରେ ହସ, ନଚେତ୍ ଗଣିବ ତଣ୍ଡ: ସରକାରୀ କର୍ମଚାରୀଙ୍କୁ ଦିଆଗଲା ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଫିସ ହେଉ ବା ଘର, ଜୀବନକୁ ସର୍ବଦା ହସ-ଖୁସିରେ ବିତାଇବା ଉଚିତ୍ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ଆଇନ ପ୍ରସ୍ତୁତ ହୋଇନି ଚିନ୍ତୁ ନିକଟରେ ଏକ ନିର୍ଦ୍ଦେଶ ପାରିତ ହୋଇଛି, ଯାହା ଅନୁସାରେ…

ବର୍ଷା ଦିନେ ଏହି ଖାଦ୍ୟଠାରୁ ଦୁରେଇ ରୁହନ୍ତୁ, ନଚେତ ଭୋଗି ପାରନ୍ତି ଦୁର୍ଦ୍ଦଶା

ବର୍ଷାଦିନେ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଦରକାର, ନଚେତ ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ। ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ଅନେକ ସଂଗ୍ରାମ ରୋଗ ହୋଇଥାଏ। ଏନେଇ…

୪୦ ବର୍ଷ ପରେ ୧୦ ML ମଦ ହୋଇପାରେ ଲାଭଦାୟକ: ରିପୋର୍ଟରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ : ମଦ ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ତ’ ସମସ୍ତେ ଜାଣନ୍ତି । କିନ୍ତୁ ମେଡିକାଲ ଜର୍ଣ୍ଣଲ ଦ ଲାନ୍ସଲେଟର ରିପୋର୍ଟରୁ ହୋଇଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା । ରିପୋର୍ଟରୁ ଜଣାପଡିଛି ଯେ, ଯୁବପିଡ଼ି ବା କମ୍…

ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନାହିଁ ବୋରିସ୍ ଜନସନ, କହିଲେ-କୌଣସି ପରିସ୍ଥିତିରେ ବି ସମର୍ଥନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦପାଇଁ ଲଢେଇ ରୋଚକ ହେବାରେ ଲାଗିଛି । ଭାରତୀୟ ମୂଳ ଋଷି ସୁନକ ଦୁଇ ରାଉଣ୍ଡ ପରେ ବେଶ ଆଗୁଆ ଅଛନ୍ତି । ତେବେ ତାଙ୍କୁ ଆଗକୁ ଆହୁରି ଲଢେଇର ସାମ୍ନା କରିବାକୁ ପଡିବ । ପୁର୍ବତନ…

କଟକ ‘ରୁଚି’ କମ୍ପାନିରେ ଅଗ୍ନିକାଣ୍ଡ: ଜିନିଷ ପତ୍ର ପୋଡ଼ି ପାଉଁଶ

କଟକ(ଓଡ଼ିଶା ଭାସ୍କର): କଟକ ଖାପୁରିଆ ଶିଳ୍ପାଞ୍ଚଳରେ ଥିବା ରୁଚି କମ୍ପାନିରେ ବିଳମ୍ବିତ ରାତିରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ…

ନୂଆପଡ଼ା: ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଭାଲୁର ମୃତ୍ୟୁ

ନୂଆପଡ଼ା: ନୂଆପଡାରେ ଭାଲୁ ଆକ୍ରମଣରେ ୩ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା…

ଓଡ଼ିଶାରୁ ଆଜି ୧୦୬୫ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ପୁଣିଥରେ ୧୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

(Video) ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ହେଉଛି ଲଗାଣ ବର୍ଷା । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ବର୍ଷା ଜାରି ରହିଛି । ତୀବ୍ରରୁ ଅତି ତୀବ୍ର ବର୍ଷା ନେଇ ଚେତାବନୀ ଜାରି ହୋଇଛି । ସାମୟିକ ଭାବେ…

ଏବେ ରାଜ୍ୟରେ ମାଗଣାରେ ମିଳିବ ବିଦ୍ୟୁତ୍: ପ୍ରତି ମାସରେ ୧ ଟଙ୍କା ଦିଆଯିବ ୧ କିଲୋ ଡାଲି

ନୂଆଦିଲ୍ଲୀ: ରାଜ୍ୟରେ ପୁରୁଣା ପେନସନ୍ ଯୋଜନାକୁ କିଛି ସର୍ତ୍ତ ସହ ଲାଗୁ କରିବା ସମେତ ଗରିବ ପରିବାରକୁ ପ୍ରତି ମାସରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି ଝାଡ଼ଖଣ୍ଡ କ୍ୟାବିନେଟ୍ । ଜଣେ…

ଆବାସିକ ଅଞ୍ଚଳରେ ମାହୋଲ ଖରାପ କରୁଛି ‘ଓୟୋ ହୋଟେଲ’, ଆନ୍ଦୋଳନ ଚେତାବନୀ ଦେଲେ ଆରଡବ୍ଲୁଏ ଅଧିକାରୀ

ନୂଆଦିଲ୍ଲୀ: 'ଓୟୋ ହୋଟେଲ' ଏକ ଏପରି ସଂସ୍ଥା ଯାହା ସହରାଞ୍ଚଳରେ ନୂତନ କରି ଆସିଥିବା ଯାତ୍ର୍ରୀମାନଙ୍କୁ ଅତି କମ୍ ମୂଲ୍ୟରେ ଭଲ ହୋଟେଲରେ ସାମୟୀକ ରହଣି ପାଇଁ ସେବା ଯୋଗାଇଥାଏ । ତେବେ ଧିରେ ଧିରେ 'ଓୟୋ ହୋଟେଲ'ର…