Browsing Category
Top Stories
ପତ୍ନୀଙ୍କ ମଙ୍ଗଳସୂତ୍ର ହଟାଇବା କାମ ସ୍ୱାମୀଙ୍କ ପାଇଁ ମାନସିକ ନିର୍ଯାତନା: ହାଇକୋର୍ଟ
ନୂଆଦିଲ୍ଲୀ: ଅଲଗା ରହୁଥିବା ପତ୍ନୀ ଯଦି ମଙ୍ଗଳସୂତ୍ର କାଢ଼ିଦିଏ, ତେବେ ତାହା ସ୍ୱାମୀଙ୍କ ପାଇଁ ମାନସିକ ନିର୍ଯାତନା ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ଏହି ଟିପ୍ପଣୀ ଦେଇ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଅନୁମତି…
ବିଶ୍ବବିଦ୍ୟାଳୟ, କଲେଜକୁ ମିଶାଇ ୧୧ଟି ବର୍ଗରେ ପ୍ରକାଶ ପାଇଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ରାଙ୍କିଂ-୨୦୨୨
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ର଼୍ୟାଙ୍କିଙ୍ଗ ଫ୍ରମୱାର୍କ କିମ୍ବା NIRF Ranking ଜାରି କରିଛନ୍ତି। ଏଥିରେ ଦେଶର ଅନେକ ବର୍ଗରେ ଶୀର୍ଷ…
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ କଳାହାଣ୍ଡି ପ୍ରଫେସର: VCଙ୍କ ବଡ଼ ଖୁଲାସା
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ମାମଲାରେ ହୋଇଛି ବଡ଼ ଖୁଲାସା । ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା ମିଳିଛି ।…
ଏବେ ବିଦେଶରେ ବଢିବ ଗୌତମ ଅଦାନୀଙ୍କ ପତିଆରା, ଐତିହାସିକ ବନ୍ଦର ପାଇଲେ ଲିଜ୍ରେ
ନୂଆଦିଲ୍ଲୀ: ଏସିଆ ମହାଦେଶର ସବୁଠୁ ଧନୀ ବ୍ୟବସୟୀ ଗୌତମ ଅଦାନୀଙ୍କ ପତିଆରା ସାରା ବିଶ୍ୱରେ ବଢିବାରେ ଲାଗିଛି । ତାଙ୍କ କମ୍ପାନୀ ଅଦାନୀ ପୋର୍ଟ ପୁର୍ବରୁ ଭାରତର ସବୁଠୁ ବଡ଼ ବନ୍ଦର ପରିଚାଳନାକାରୀ କମ୍ପାନୀ ଅଟେ । ଏବେ…
ଲଲିତ ମୋଦୀ-ସୁସ୍ମିତା ସେନଙ୍କ ପୁରୁଣା ଟ୍ୱିଟ୍ ଭାଇରାଲ: ୯ ବର୍ଷ ତଳୁ ଆରମ୍ଭ ହୋଇଥିଲା କି ପ୍ରେମ?
ନୂଆଦିଲ୍ଲୀ: ଦେଶରେ ନୂଆ ଢ଼ଙ୍ଗରେ କ୍ରିକେଟ ଆଇପିଏଲର ଶୁଭାରମ୍ଭ କରି ସମସ୍ତଙ୍କୁ ଚକିତ କରିଥିବା ଲଲିତ କୁମାର ମୋଦୀ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ୫୬ ବର୍ଷର ଲଲିତ ମୋଦୀ ଗୁରୁବାର ସନ୍ଧ୍ୟାରେ…
‘ବୋଲ୍ ବମ୍ ଯାତ୍ରୀଙ୍କ’ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ଧମକ, ରାଜ୍ୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କୋଟି କୋଟି ଶ୍ରଦ୍ଧାଳୁ 'ବୋଲ୍ ବମ୍' ଯାତ୍ରାରେ ସାମିଲ ହେବେ । ଏହାରି ମଧ୍ୟରେ 'ବୋଲ୍ ବମ୍' ଯାତ୍ରୀଙ୍କ ଉପରେ ଉଗ୍ରବାଦୀ କିମ୍ବା…
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି: ଆଜି ବି ପ୍ରଶ୍ନପତ୍ର ଲିକ୍, ଫିଜିକ୍ସ ପରୀକ୍ଷା ବାତିଲ
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ହୋଇଛି ବିରାଟ ତ୍ରୁଟି । ଗତକାଲି ପରି ଆଜି ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ଆଜି ବିଶ୍ୱବିଦ୍ୟାଳୟରେ ଫିଜିକ୍ସ…
ଦ୍ୱିତୀୟ ବିବାହ ସମ୍ବନ୍ଧରେ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍: ଯଦି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସବିଶେଷ ତଥ୍ୟ…
ପାଟଣା: ଦ୍ଵିତୀୟ ବିବାହ ପାଇଁ ଅନୁମତି ଦେବେ ସରକାର। ଯଦି ବିବାହ ପୂର୍ବରୁ ଅନୁମତି ନେଇନଥିବେ, ତେବେ ଏହା ବୈଧ ହେବ ନାହିଁ। ଦ୍ୱିତୀୟ ବିବାହ ପାଇଁ ବିହାର ସରକାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବିହାର…
ଶ୍ୱଶୁରର ପ୍ରାଇଭେଟ ପାର୍ଟକୁ ବୋହୂର ଗୋଇଠା: ଉଡ଼ିଗଲା ପ୍ରାଣବାୟୁ, ଦେଖନ୍ତୁ Video
ନୂଆଦିଲ୍ଲୀ: ବୋହୂର ଗୋଇଠାରେ ଚାଲିଗଲା ଶ୍ୱଶୂରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନର ବାନ୍ସୱାଡା ଜିଲ୍ଲା କୁଶଳଗଡ଼ ଥାନା ଅର୍ନ୍ତଗତ ନାଥପୁରା ଗାଁରେ ଘଟିଛି । ପାରିବାରିକ ବିବାଦ ଯୋଗୁଁ ବୋହୂ ନିଜ ଶ୍ୱଶୂରଙ୍କ…
ଓଡ଼ିଶାରେ ହଜାରେ ଟପିଲା କରୋନା ସଂକ୍ରମଣ: ଖୋର୍ଦ୍ଧା ଓ କଟକରେ ସାଙ୍ଘାତିକ ସ୍ଥିତି, ଜାଣନ୍ତୁ ଆଜି କେଉଁଠୁ କେତେ ପଜିଟିଭ ଚିହ୍ନଟ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ୧୦୦୦ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…