fbpx
BJD SKY
BJD SKY
Browsing Category

Top Stories

ପୃଥିବୀକୁ ଆକ୍ରମଣ କରିବେ ଏଲିୟନ, ନୂଆ ଭାଇରସ ପ୍ରଭାବରେ ଜୀବନ ହେବ ଦୁର୍ବିସହ! ଏହି ଦିଗ୍ଗଜ ଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବୁଲଗେରିଆର ମନୋବିଜ୍ଞାନ ଗୁରୁ ବାବା ଭାଙ୍ଗାଙ୍କ ମୃତ୍ୟୁକୁ ୨୫ ବର୍ଷରୁ ଅଧିକ ହୋଇଛି । କିନ୍ତୁ ତାଙ୍କର ଭବିଷ୍ୟବାଣୀ ଆଜି ବି ଚର୍ଚ୍ଚାର ବିଷୟ ପାଲଟିଛି । ସେ ବର୍ଷ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ…

ସାଉଥ୍ ଆଫ୍ରିକାରେ ଚାଲିଲା ରାହୁଲଙ୍କ ଯାଦୁ: ଟେଷ୍ଟ କ୍ରିକେଟରେ ହାସଲ କଲେ ସପ୍ତମ ଶତକ

ନୂଆଦିଲ୍ଳୀ: ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ…

ଜାତୀୟ କିକ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ୨୯ ପଦକ ସହିତ ଫେରିଲା ଓଡ଼ିଶା ଦଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣେରେ ଖେଳାଯାଉଥିବା ଜାତୀୟ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଛି ଓଡ଼ିଶା । କ୍ୟାଡେଟ୍ ଓ ଜୁନିୟର ନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନଶିପ ୨୦୨୧ ସମୁଦାୟ ୨୯ ପଦକ…

ପଇସାର ସମସ୍ୟା ଦୂରେଇ ଯିବ: ପର୍ସ ଓ ହ୍ୟାଣ୍ଡବ୍ୟାଗରେ ରଖନ୍ତୁ ଏହି ସବୁ ଜିନିଷ

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସ ଓ ହ୍ୟାଣ୍ଡବ୍ୟାଗରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ। ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ…

ଥରୁଛି ସାରା ଓଡ଼ିଶା: ଘନକୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର:  ଘନ କୁହୁଡ଼ି ନେଇ ରାଜ୍ୟର ୧୧ ଜିଲ୍ଲାକୁ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ନେଇ ସତର୍କତା ଜାରି କରଯାଇଛି । ୧୧ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ,…

ଇତିହାସ ରଚିଲା ହିମାଚଳ ପ୍ରଦେଶ: ୫ ଥର ଚାମ୍ପିୟନ ଦଳକୁ ପରାସ୍ତ କରି ହାତେଇଲା ବିଜୟ ହଜାରେ ଟ୍ରଫି

ନୂଆଦିଲ୍ଳୀ: ୫ ଥର ଚାମ୍ପିୟନ ତାମିଲନାଡୁକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ବିଜୟୀ ହୋଇଛି ହିମାଚଳ ପ୍ରଦେଶ । ଭିଜେଡି ମେଥଡ ଅନୁଯାୟୀ ହିମାଚଳ ୧୧ ରନରେ ବିଜୟୀ ହେବା ସହିତ ନିଜର ପ୍ରଥମ ଘରୋଇ ଟ୍ରଫି ହାସଲ କରି…

ଗୁଡ଼ି ସୂତା ଲାଗି ଯୁବକ ମୃତ: ଥାନାରେ ଅଭିଯୋଗ କଲେ ପରିବାର ଲୋକ

କଟକ: ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଯୁବକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜଗତପୁର ପୀରବଜାରରେ ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକ ଭୈରପୁର ଅଞ୍ଚଳର । ଯୁବକ ବାଇକରେ…

୫ ବର୍ଷରେ କମିବ ୧୦% ଗରିବୀ: ୨୫ ତମ ପ୍ରତିଷ୍ଠା ଦିବସରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ୨୫ ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି, …

ବିବାହ ପରେ ପ୍ରଥମ ଥର ସୁଟିଂ ସେଟରେ କ୍ୟାଟ୍ରିନା: ଦେଖନ୍ତୁ ଫଟୋ

ମୁମ୍ବାଇ: ବିବାହ ଓ ହନିମୁନ ପାଇଁ ସର୍ଟ ବ୍ରେକ୍‌ ନେଇଥିବା କ୍ୟାଟ୍ରିନା କୈଫ ପୁଣି ଥରେ ସୁଟିଂ ସେଟ୍‌କୁ ଫେରିଛନ୍ତି। ସ୍ୱାମୀ ଭିକି କୌଶଲ ବହୁ ପୂର୍ବରୁ ସୁଟିଂକୁ ଫେରି ସାରିଥିବା ବେଳେ ଏବେ ଫୁଲ୍‌ ଦମରେ ସେଟ୍‌କୁ…

(ଭିଡିଓ) ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା: ମୋବାଇଲକୁ ନେଇ ଅତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ସନ୍ଦେହ

ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅଧୀନ ଅଳାଡିହା ଗ୍ରାମପଞ୍ଚାୟତର ବାଲିବିଲ୍ ଗ୍ରାମରେ ।…