fbpx
Browsing Category

Top Stories

ଆସନ୍ତା ଜାନୁଆରୀ ୨୦ରୁ OAS ମେନ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୨୦ ତାରିଖରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ମୁଖ୍ୟ ପରୀକ୍ଷା ଆରମ୍ଭ ହେବ । ଏହା ଜାନୁଆରୀ ୨୦ରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ…

ସ୍ଥଳସେନା ମୁଖ୍ୟ ନରୱଣେ ହୋଇପାରନ୍ତି ଦେଶର ପରବର୍ତ୍ତୀ CDS

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ ଦେଶର ଅପୂରଣୀୟ କ୍ଷତି ଘଟାଇଛି । ତେବେ ପ୍ରତିରକ୍ଷା ବିଭାଗ ଦେଶର ସବୁଠାରୁ…

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ…

ଶିଶୁ ଓ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଅଧିକ ସଂକ୍ରମିତ କରିବ ଓମିକ୍ରନ୍: ସତର୍କ ସୂଚନା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏହା ମଧ୍ୟରେ ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏନେଇ ନୂଆ…

ରାଶିଫଳ(ଶୁକ୍ରବାର,୧୦ ଡିସେମ୍ବର,୨୦୨୧)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…

ମାଓବାଦୀ ଭୟ ଦୂର କରିବ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍‌ଏଫ କ୍ୟାମ୍ପ

ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଘନବେଡା ଠାରେ ଗୁରୁବାର ଦିନ ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା…

ଅଭିନେତା ମିହିର ଦାସ ଅସୁସ୍ଥ, ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍

ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ଥିଲା ।…

ବିପିନ ରାୱତଙ୍କ ବିୟୋଗରେ ପାକିସ୍ତାନୀ ସୈନ୍ୟଙ୍କ ଟ୍ୱିଟ୍; କହିଲେ ଏମିତି

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ, ଏବଂ ବରିଷ୍ଠ ସେନାକର୍ମଚାରୀ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା…

ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ କାହିଁକି ହଟାଗଲା, ନିରବତା ଭାଙ୍ଗିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ ୦୯।୧୨: ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇବା ନେଇ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟରେ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେ…

ଚୀନ୍ ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ, ରିପୋର୍ଟକୁ ନେଇ ବଢିଲା ଚିନ୍ତା

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ । ଡ୍ରାଗନର ହ୍ୟାକରମାନେ ଅନେକ ଦେଶର ଗୁରୁତ୍ୱପୂର୍ଣ୍ଣ ୱେବସାଇଟ୍ ହ୍ୟାକ୍ କରି ତଥ୍ୟ ଚୋରି କରିପାରନ୍ତି । ଯାହାକୁ ନେଇ ଚିନ୍ତା ବଢିଯାଇଛି । ଏନେଇ ଏକ ରିପୋର୍ଟରେ…