fbpx
BJD SKY
BJD SKY
Browsing Category

Top Stories

ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ଆଜି ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇ ସାରିଛି । ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୌଦ୍ଧ…

ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା, ନହେଲେ ସମସ୍ୟାରେ ପଡ଼ିପାରନ୍ତି!

ଶୀତଦିନେ ଅନେକଙ୍କଠାରେ ତ୍ୱଚା ଶୁଷ୍କ ହେବାର ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି । ଯାହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ତେଣୁ ତ୍ୱଚାକୁ ଶୁଷ୍କ…

ଓଡିଶାକୁ ‘କୃଷି କର୍ମଣ’ ପୁରସ୍କାର

ତୁମୁକୁରୁରୁ,୨ ।୧: ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡିଶା ପୁରସ୍କୃତ ହୋଇଛି । କୋଟିଏ ଟଙ୍କାର ସୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ…

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ!

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ବାଘୁଣୀ ସୁନ୍ଦରୀକୁ ଫେରାଇ ଦେବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସୁନ୍ଦରୀକୁ ଯେକୌଣସି ସମୟରେ ଫେରାଇ ନେବେ…

ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଏହି ମହୋତ୍ସବ ହେବ…

ଅନ୍ତର୍ଜାତୀୟ ହକିରୁ ସୁନୀତାଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨ ।୧: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ସୁନୀତା ଲାକ୍ରା । ସୁନୀତା ହେଉଛନ୍ତି ଭାରତୀୟ ଟିମର ଓଡିଆ ଖେଳାଳି । ଆଣ୍ଠୁରେ ଆଘାତ ଯୋଗୁଁ ଅନ୍ତର୍ଜାତୀୟ ହକିରୁ ସୁନୀତା ସନ୍ନ୍ୟାସ ନେଇଥିବା ଜଣାପଡିଛି ।…