fbpx
BJD SKY
BJD SKY

ବିଜେପିରୁ ଇସ୍ତଫା ଖବରକୁ ନିଜେ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ, କହିଲେ ହ୍ୟାକ୍ ହୋଇଛି ଆକାଉଣ୍ଟ

BJD

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଏକ ଖବର ପ୍ରସାରିତ ହୋଇଥିଲା ଯେ,ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି । ହେଲେ ବର୍ତ୍ତମାନ ନିଜେ ନୀତେଶ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୋ ଫେସବୁକ ଆକାଉଣ୍ଟକୁ ହ୍ୟାକ କରାଯାଇଛି । ଏଥିସହ ସେ କହିଛନ୍ତି ଯେ, ମୁଁ ବିଜେପିରେ ଅଛି ଓ ରହିବି ମଧ୍ୟ । ସେ କହିଛନ୍ତି ଯେ, ମୁଁ ଦେବଗଡ଼ରେ ବିଜେପି ପାଇଁ ପ୍ରଚାର କରିବି ।

Get real time updates directly on you device, subscribe now.