fbpx
Browsing Category

Top Stories

ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ସିଡିଏସ ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରାଧାନମନ୍ତ୍ରୀ । ଚପର୍ କ୍ରାସରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରାଧାନମନ୍ତ୍ରୀ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି…

ଶୁକ୍ରବାର ପଞ୍ଚତତ୍ତ୍ଵରେ ବିଲୀନ ହେବେ ସିଡିଏସ ରାଓ୍ଵତ, ଏହା ପୂର୍ବରୁ ସାଧାରଣ ଜନତା କରିବେ ଅନ୍ତିମ ଦର୍ଶନ

ନୂଆଦିଲ୍ଲୀ : ଶୁକ୍ରବାର ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ଏହା ପୂର୍ବରୁ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ମର ଶରୀରକୁ ସିଡିଏସ ରାଓ୍ଵତଙ୍କ…

ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫ୍-ଭିକି କୌଶଲଙ୍କ ବିବାହର ପ୍ରଥମ ଫୋଟୋ, ରାଜକୀୟ ଅନ୍ଦାଜରେ ସରିଲା ବାହାଘର

ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ଭିକି କୌଶଲ । ୯ ଡିସେମ୍ବର ସନ୍ଧ୍ୟାରେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ରାଜସ୍ଥାନରେ ହୋଇଛି । ଏହି ବିବାହରେ ଭିକି ଏବଂ…

ଦିଲ୍ଲୀରେ ପହଞ୍ଚିଲା ସିଡିଏସ୍ ରାୱତଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ଦିଲ୍ଲୀ ପାଲାମ୍ ବିମାନବନ୍ଦରରେ ପହଞ୍ଚିଲା ସିଡିଏସ୍ ରାୱତଙ୍କ ପାର୍ଥିବ ଶରୀର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାର୍ôଥବ ଶରୀର ପହଞ୍ଚିଲା । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ…

ବଢ଼ିଲା ଅନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ଅବଧି: ୨୦୨୦ରୁ ବନ୍ଦ ରହିଛି ଉଡ଼ାଣ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସ୍ଥଗିତ ଅବଧି ବଢ଼ିଲା । ଜାନୁଆରୀ ୩୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଲା ଡିଜିସିଏ । ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି…

ଆଉ ୭ ଦିନ ଏକାଠି ରହିବେ ଏକାଠି ରହିବେ ସୁମିତ୍-ତପସ୍ୱିନୀ

ସୁମିତ୍ ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଆସ୍କା ସ୍ଥିତ ଭଡ଼ା ଘରେ ରହିବେ ଏକାଠିି । ଆସନ୍ତା ୧୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହା ସହ ସମସ୍ତ…

୮ଟା୩୦ରେ ଆରମ୍ଭ ହେବ ସିଡିଏସ ରାଓ୍ଵତଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ, କିଛି ସମୟରେ ଏୟାରପୋର୍ଟ ପହଞ୍ଚିବ ମରଶରୀର

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ୧୩ ସୈନ୍ୟ ଅଧିକାରୀ-କର୍ମଚାରୀଙ୍କ ମର ଶରୀର ଗୁରୁବାର ସନ୍ଧ୍ୟା ୭ଟା ୪୦ ମିନିଟରେ ପାଲମ ବିମାନ ବନ୍ଦରରେ…

ପର୍ସନାଲ ଲୋନରେ ସ୍ୱତନ୍ତ୍ର ଛାଡ଼, ଚାରି କ୍ଲିକ୍ ରେ ଆକାଉଣ୍ଟକୁ ଆସିବ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ପର୍ସନାଲ ଲୋନ ଉପରେ ଆଣିଛି ବିଶେଷ ଛାଡ଼ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଗ୍ରାହକଙ୍କୁ ଶୂନ ପ୍ରୋସେସିଙ୍ଗ୍ ଚାର୍ଜରେ ଲୋନ୍ ଦେବାକୁ ଯାଉଛି ।…

‘RRR’ ଟ୍ରେଲର ରିଲିଜ୍: ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ରହିଛି ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଦମଦାର ଅଭିନୟ

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆରଆରଆର’ ର ଟ୍ରେଲର । ଦମଦାର ଡାଇଲଗ୍, ଫାଇଟ ଏବଂ ଇମୋସନ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଆଉ ଟ୍ରେଲରେ ଫ୍ୟାନ ହୋଇପଡ଼ିଛନ୍ତି ଆହୁରି ଉତ୍ସାହିତ । ଫିଲ୍ମରେ ତେଲୁଗୁ…

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ  

ଭୁବନେଶ୍ୱର: ଓମିକ୍ରନକୁ ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ କଲେ ଆଲୋଚନା । ବର୍ତ୍ତମାନ ସୁଦ୍ଧା…