fbpx
Browsing Category

Top Stories

କୁନ୍ନୁରରେ ହେଲିକପ୍ଟର କ୍ରାସ ପରେ ମିଳିଛି ବ୍ଲାକ୍ ବକ୍ସ, ଜାଣନ୍ତୁ ଏହାର ରହସ୍ୟ

ନୂଆଦିଲ୍ଲୀ: ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକ୍ପଟର କ୍ରାସ୍ ଘଟଣାରେ ଗତକାଲି ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବାୟୁସେନାର ଏମଆଇ ୧୭ ହେଲିକପ୍ଟରର…

କ୍ୟାଟ୍ରିନା ଏବଂ ଭିିକିଙ୍କ ବାହାଘର ଦିନ ଏୟାରପୋର୍ଟରେ ପହଞ୍ଚିଲେ ସଲମାନ ଖାନ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିବି କୌଶଲ ଓ କ୍ୟାଟ୍ରିନା କୈଫ୍ ନିଜ ବାହାଘରକୁ ସୋସିଆଲ ମିଡିଆଠାରୁ ଦୂରରେ ରଖିଛନ୍ତି । ଆଜି ଦ୍ୱିପହରରେ ଦୁହିଁଙ୍କ ବାହାଘର ହେବାକୁ ଯାଉଛି । ବାହାଘର ପୂର୍ବରୁ କ୍ୟାଟ୍ରିନାଙ୍କ…

କୁନ୍ନୁର କ୍ରାସ: ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି, କହିଲେ- ‘ଲ୍ୟାଣ୍ଡିଂର ୭ ମିନିଟ୍ ପୂର୍ବରୁ…’

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା…

୨୦ ବାଂଲାଦେଶ ଛାତ୍ରଙ୍କୁ ମିଳିଲା ଫାଶୀଦଣ୍ଡ; ଜାଣନ୍ତୁ କାହିଁକି

ଢାକା: ସୋସିଆଲ ମିଡିଆରେ ସରକାରଙ୍କ ଉପରେ ଆଲୋଚନା କରିଥିବା ଜଣେ ଛାତ୍ରଙ୍କୁ ୨୦୧୯ରେ ପିଟି ପିଟି ହତ୍ୟା କରିଥିବା ମାମଲାରେ ୨୦ ବିଶ୍ୱବିଦ୍ୟାୟଳ ଛାତ୍ରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପାଇଁ ରାୟ ଶୁଣାଇଛନ୍ତି…

କୁନ୍ନୁର କ୍ରାସକୁ ନେଇ ବିଧାନସଭାରେ ଶୋକପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକ୍ପଟର କ୍ରାସ୍ ଘଟଣାରେ ଗତକାଲି ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ…

ବଡ଼ ଖବର: ବିଧାନସଭା ସଚିବଙ୍କୁ ହେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ମହାମାରୀରେ ସଂକ୍ରମିତ ହୋଇଛି । ସଚିବ ଦାଶରଥୀ…

ସାମ୍ନାକୁ ଆସିଲା ସିଡିଏସଙ୍କ ହେଲିକପ୍ଟର କ୍ରାସ ହେବା ପୂର୍ବର Video, ଦେଖନ୍ତୁ

ନୂଆଦିଲ୍ଲୀ: ତାମିଲନାଡ଼ୁ କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏଥିରେ ବିପିନ ରାୱତ, ତାଙ୍କ ପତ୍ନୀ, ଷ୍ଟାଫର୨ ସଦସ୍ୟ ଓ ୯ ଅନ୍ୟ ଲୋକଙ୍କର ମୃତ୍ୟୁ…

କୁନ୍ନୁର ହେଲିକପ୍ଟର କ୍ରାସ୍: ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ…

ରାଶିଫଳ(ଗୁରୁବାର,୦୯ ଡିସେମ୍ବର,୨୦୨୧)

ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…

ବଣାଇ ତହସିଲଦାର ନିଲମ୍ବିତ: ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବଣାଇ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବଣାଇ ତହସିଲଦାର ସୁଶୀଲ କୁଜୁରଙ୍କୁ ନିଲମ୍ବନ କରାଯାଇଛି । ଏହା ସହିତ ପରବର୍ତ୍ତୀ…