Browsing Category
Top Stories
(Video) ପୁଅର ଶବ ଦେବାପାଇଁ ମେଡିକାଲ ମାଗୁଛି ୫୦ ହଜାର ଲାଞ୍ଚ: ଭିକ ମାଗି ଟଙ୍କା ସଂଗ୍ରହ କରୁଛନ୍ତି ମା-ବାପା
ସମସ୍ତୀପୁର: ଅନେକ ଥର କିଛି କଥା ଆମକୁ ବିଚଳିତ କରିଥାଏ, ଯାହାକି ମାନବିକତାକୁ ଲଜ୍ଜିତ କରିଥାଏ । ଏପରି ଦୃଶ୍ୟ ଓ କାହାଣୀକୁ ଦେଖିବା ପରେ ମାନବିକତା ଉପରୁ ଭରସା ଉଠିଯାଇଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…
ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ
କଟକ(ଓଡ଼ିଶା ଭାସ୍କର): ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି…
ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଝୁଲିଲେ ୧୨ କଏଦୀ, ଜାଣନ୍ତୁ ମାମଲା
ତେହେରାନ୍: ଇରାନରେ ଗୋଟିଏ ଦିନରେ ୧୨ଜଣ କଏଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଫାଶୀ ପାଇଥିବା ୧୨ କଏଦୀଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଥିବା ଜଣାଯାଇଛି । ଏମାନେ ସମସ୍ତେ ବେଲୁଚିସ୍ତାନର…
ଅଧିକ ସମୟ TV ଦେଖୁଛନ୍ତି କି? ବ୍ଲଡ୍ କ୍ଲଟ୍ ହେବାର ରହିଛି ସମ୍ଭାବନା
ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ପସନ୍ଦ । କିନ୍ତୁ ଅଧିକ ସମୟ TV ଦେଖିଲେ ରକ୍ତ ଜମାଟ ବାନ୍ଧିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ପୂର୍ବରୁ ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା…
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ, ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି
କଟକ(ଓଡ଼ିଶା ଭାସ୍କର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଟିକେଟ…
ଆଜି ବି ଜଳିବ ଓଡ଼ିଶା: ଗ୍ରୀଷ୍ମପ୍ରବାହକୁ ନେଇ ୮ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।…
ଧାନର ସର୍ବନିମ୍ନ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର ୨୦୨୨-୨୩ ଶସ୍ୟ ବର୍ଷ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଜୁନ୍ ୧୮ରେ ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ପ୍ରବଳ ଧନଲାଭର ସମ୍ଭାବନା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରନ୍ତି କିମ୍ବା ଅନ୍ୟ ଗ୍ରହ ସହ ମିଶିଥାନ୍ତି, ସେତେବେଳେ ଏହାର ସିଧା ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ । ଆଗକୁ ଶୁକ୍ର ଦେବ ନିଜ ରାଶି ବୃଷରେ…
ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଅଦ୍ଭୁତ ଫାଇଦା
ଚଣାରେ ଅନେକ ପୋଷାକ ତତ୍ତ୍ଵ ଭରି ରହିଛି । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା…
ରାଶିଫଳ(ଗୁରୁବାର,୦୯ ଜୁନ,୨୦୨୨)
ମେଷ:- ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…