Browsing Category
Top Stories
ମହାନଦୀରେ ବନ୍ୟା ସ୍ଥିତି ଆହୁରୀ ୩ ଦିନ ଲାଗି ରହିବ, ଗାଧୋଇଲା ବେଳେ ଭାସିଗଲେ ଜଣେ ବ୍ୟକ୍ତି
କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଆସିଛି ବନ୍ୟା। ବନ୍ୟା ପାଣୀ ରାଜ୍ୟର ବିଭୀନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପ୍ରବେଶ କରିଛି। ବାଙ୍କୀ ଗୟଳବାଙ୍କର ଜଣେ ବ୍ୟକ୍ତି ଗାଧୋଇଲା ବେଳେ ଭାସି ଯାଇଥିବବା ଖବର…
ଆଗାମୀ ୧୪୦ ଦିନ ପାଇଁ ବଦଳିଯିବ ୪ ରାଶିର ଭାଗ୍ୟ: ଏକାସାଙ୍ଗରେ ମଙ୍ଗଳ, ବୁଧ ଓ ବୃହସ୍ପତିଙ୍କ ମିଳିବ କୃପା
ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିରେ ଜ୍ୟୋତିଷ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଏଠାରୁ ପର୍ବପର୍ବାଣୀକୁ ନେଇ ସମସ୍ତ ଶୁଭ କାର୍ଯ୍ୟ ଜ୍ୟୋତିଷ ଶାସ୍ତ୍ର ଆଧାରରେ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ନବଗ୍ରହ…
ଜ୍ୟାକଲିନ ଗିରଫ ! ଅଭିନେତ୍ରୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ଇଡି
ମୁମ୍ବାଇଁ :ଚୋରା ଚାଲାଣ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଜି ଚାର୍ଜସିଟ ଦାଖଲ କରିବାର ସମ୍ଭାବନା ରହିଛି। ୨୧୫ କୋଟି ଟଙ୍କା ଚୋରା ଚାଲାଣ ମାମଲାରେ…
କୌଣସି ବ୍ୟକ୍ତିର ଗୋପନୀୟତାକୁ ବ୍ୟାଘାତ କରୁଥିବା ମେସେଜ ପଠାଇବା ଅଧିକାର କାହାର ନାହିଁ: କୋର୍ଟ
ମୁମ୍ବାଇ: କୌଣସି ବ୍ୟକ୍ତିର ଗୋପନୀୟତାକୁ ବ୍ୟାଘାତ କରୁଥିବା କୌଣସି ମେସେଜ ପଠାଇବାର ଅଧିକାର କାହାର ନାହିଁ। ଶିବସେନା ନେତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗରେ ତାଙ୍କୁ ତିନିମାସ ସରଳ କାରାଦଣ୍ଡରେ…
କଳିଯୁଗର ମାଆ: ସ୍ୱାମୀ ସହ ଝଗଡା ପରେ ଶିଶୁଙ୍କ ସହ କରିଲା ଏପରି କାଣ୍ଡ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଯେଉଁଠି ଜଣେ ମାଆ ତାର ତିନି ଶିଶୁଙ୍କୁ ନିଜ ହାତରେ ହତ୍ୟା କରିଛି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…
ଲୋକଙ୍କୁ ଶକ୍ତ ଝଟକା: ଆଜିଠାରୁ ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା କ୍ଷୀର
ନୂଆଦିଲ୍ଲୀ: ହୋଲସେଲ ମୁଦ୍ରାସ୍ଫୀତି ହାର (ଡବ୍ଲୁପିଆଇ) ର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଏହା ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ପ୍ରକାଶିତ ତଥ୍ୟରେ ମୁଦ୍ରାସ୍ଫୀତି ୧୩.୯୩ ପ୍ରତିଶତକୁ ଖସି ଆସିଛି ।…
Kashmir Pandit:ଗଡୁଛି ମୁଣ୍ଡ ,କିଏ ଦେବ ସୁରକ୍ଷା ?
ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କଳାକାର ଅନୁପମ ଖେର, ଯିଏକି ଜଣେ ଭିଲେନ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କ ତାଲିକାରେ ଅନେକ ଚମତ୍କାର ଚଳଚ୍ଚିତ୍ର ଯୋଡି ହୋଇଛି । ଅନୁପମ ଖେରଙ୍କ ଫିଲ୍ମ…
ସରକାରୀ କର୍ମଚାରୀ ହେବେ ମାଲାମାଲ୍! ୧ ଅଗଷ୍ଟରୁ ପୁଣି ବଢ଼ିବ ଡିଏ, ସରକାର କଲେ ଘୋଷଣା
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସରକାର କର୍ମଚାରୀମାନଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଛତିଶଗଡ ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏବେ ମହାରାଷ୍ଟ୍ର ସରକାର ମଧ୍ୟ କର୍ମଚାରୀମାନଙ୍କୁ ଖୁସି ଖବର…
ଏଭଳି ଏକ ଗାଁ ଯେଉଁଠି ବୁଲିବା ପାଇଁ ଲାଗୁଛି ଟିକେଟ,ବହୁତ ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟନ…
ଗାଜୀପୁର: ଉତ୍ତରପ୍ରଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଆପଣଙ୍କୁ୨୦ ଟଙ୍କା ଟିକେଟ୍ କିଣିବାକୁ ପଡିବ । ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ। ଗାଜୀପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ଖୁରପି ପ୍ରକୃତି ଗ୍ରାମ ପ୍ରାୟ ୧୫…
ଆଧାର କାର୍ଡରେ ୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଲୋନ୍! କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା
ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦୀ ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପାଇଁ ପ୍ରତ୍ୟେକ ବିଭାଗର ବିଶେଷ ଧ୍ୟାନ ଦିଆଯାଉଛି । ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଚାକିରିଆ…