Browsing Category

Top Stories

ବଢ଼ି ଚାଲିଛି ମୋଦୀଙ୍କ ଅସ୍ତାବର ସମ୍ପତ୍ତି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅସ୍ତାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସୂଚନା ଅନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ…

ପୃଥିବୀକୁ ନେଇ ଆସିଲା ନୂଆ ରହସ୍ୟ: ଦିନର ସମୟ ଧୀରେଧୀରେ ବୃଦ୍ଧି ପାଉଛି, ଏହା ପଛର କାରଣ କ’ଣ, ଆଗାମୀ ଦିନରେ ଦେଖାଦେବ ଭୟଙ୍କର ବିପଦ

ନୂଆଦିଲ୍ଲୀ: ଆମେ ସାଧାରଣ ଭାବେ ଜାଣୁ ଯେ, ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା । ବିଭିନ୍ନ ଋତୁର ଆଗମନ ଓ ଶେଷ ସମୟରେ ଦିନ ଧୀରେଧୀରେ ବଢ଼ିବା ସହ ରାତି ଧୀରେଧୀରେ କମିଥାଏ । ସେହିପରି ପୃଥିବୀର ବିପରୀତ ଅଂଶରେ ଏହାର…

Google Map ଫଲୋ କରି ଆଗକୁ ଯାଉଥିଲେ ପରିବାର: ଟର୍ଣ୍ଣ ନେବା ମାତ୍ରେ କେନାଲରେ ପଡ଼ିଗଲା କାର୍

ନୂଆଦିଲ୍ଲୀ: ଆମ ଜୀବନକୁ ସହଜ କରିବା ପାଇଁ ଗୁଗୁଲ୍ ମ୍ୟାପ୍ ଡିଜାଇନ୍ ହୋଇଛି, କିନ୍ତୁ ମ୍ୟାପରେ ଥିବା ଦିଗଗୁଡ଼ିକୁ ଅନୁସରଣ କରିବା ଜରୁରୀ ନୁହେଁ, କାରଣ ଏହା ବେଳେବେଳେ ଆମକୁ ଭୁଲ ରାସ୍ତା ଦେଖାଇଥାଏ । ଗୁଗୁଲ ମ୍ୟାପ୍…

ବିହାରରେ ନୂଆ ସରକାର ପାଇଁ ଚାଲିଛି ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀ ନୀତୀଶ ତ’ ଡେପୁଟି ସିଏମ ହେବେ ତେଜସ୍ୱୀ!

ପାଟନା: ବିହାରରେ ଚାଲିଥିବା ରାଜନୈତିକ ଝଡ଼ ଓ ବିଭିନ୍ନ ଦଳର ଗୁରୁତ୍ୱପୂର୍ଣ୍ଣପୂର୍ଣ୍ଣ ବୈଠକ ପରେ ନୂଆ ସରକାର ଗଠନ ହେବାର ପ୍ରସ୍ତୁତି ପ୍ରାୟତଃ ସରିଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟପାଳଙ୍କୁ ଭେଟିପାରନ୍ତି…

Cancer ପୁରୁଷଙ୍କୁ ଅଧିକ ଶିକାର କରିଥାଏ, ମହିଳାଙ୍କୁ ନୁହେଁ: ଏହାର କାରଣ କ’ଣ, ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କ୍ୟାନସରକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆସିଥାଏ । ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କ୍ୟାନସରର ବିପଦର ସମ୍ଭାବନା ଅଧିକ ରହିଥାଏ । ପୁରୁଷଙ୍କ କ୍ଷେତ୍ରରେ…

ସାଧାରଣ ଲୋକମାନଙ୍କୁ ଏହି ଦ୍ୱୀପପୁଞ୍ଜ ମନା,ଜାଣନ୍ତୁ ଏହା ପଛର ରହସ୍ୟ…………

ଦୁନିଆରେ ଅନେକ ସ୍ଥାନ ରହିଛି ଯେଉଁଗୁଡ଼ିକ ସମ୍ପର୍କରେ ବହୁତ କମ୍ ଚର୍ଚ୍ଚା ହୁଏ । ଏହି ସୂଚୀରେ ରହିଛି ନାଇଜେରିଆରେ ସ୍ଥିତ ଏକ ଦ୍ଵୀପ । ଏହି ଅନୋଖା ସ୍ଥାନ ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ…

ଭିଜିଲାନ୍ସ ଜାଲରେ ବରଗଡ଼ କୃଷି ଅଧିକାରୀ: ଲାଞ୍ଚ ନେଉଥିଲେ ଦେଢ଼ଲକ୍ଷ ଟଙ୍କା!

ପଦ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ…

ରାଜ୍ୟ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ: ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ଲିଙ୍ଗଗତ ସମାନତା ପାଠ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲିଙ୍ଗଗତ ସମାନତା ଉପରେ ଶିକ୍ଷାଦାନ । ଉଚ୍ଚ ପ୍ରାଥମିକ ଓ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ସାମିଲ ହେବା ଏହି ପାଠ୍ୟକ୍ରମ ।…

ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କୋଭିଡ କଟକଣାରେ ପାଳନ ହେବ…

୭୦୦ ବର୍ଷ ପୂର୍ବେ ଏପରି ଭବିଷ୍ୟବାଣୀ କରିଥିଲେ ଲିୟୁ ବୋୱେନ୍: ଯାହାକୁ ଶୁଣି ବାବା ଭଙ୍ଗାକୁ ବି ଭୁଲିଯିବେ

ନୂଆଦିଲ୍ଲୀ: କୁହାଯାଏ ଲିୟୁ ବୋୱେନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାୟତଃ ଚୀନର ନୋଷ୍ଟ୍ରାଡାମସ୍ କୁହାଯାଏ । ‘The Ten Worries’ ନାମକ କବିତାରେ କୋଭିଡ କେବେ ଶେଷ ହେବ, ସେନେଇ ସେ ଭବିଷ୍ୟବାଣୀ କରିଥିଲେ । ଚୀନର…