Browsing Category

Top Stories

ଗୋ-ମୂତ୍ର କିଣା ଯୋଜନାର ଶୁଭାରମ୍ଭ କଲା ଛତିଶଗଡ଼, ପ୍ରଥମ ବିକ୍ରେତା ହେଲେ ମୁଖ୍ୟମନ୍ତ୍ରୀ

ଗୋ-ମୂତ୍ର କିଣିବାରେ ଭାରତର ପ୍ରଥମ ରାଜ୍ୟ ହୋଇଛି ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୁକ୍ରବାର ନିଜ ବାସଭବନଠାରେ ଆୟୋଜିତ ହରେଲୀ ପର୍ବ ଅବସରରେ ରାଜ୍ୟରେ ଗୋ-ମୂତ୍ର କିଣିବା ଯୋଜନାର ଶୁଭାରମ୍ଭ କରିଛନ୍ତି…

Happy Birth To You Babu, ଜନ୍ମଦିନର ଅଭିନନ୍ଦନ: ବାବୁସାନଙ୍କ ସହ କଥା ହେଲେ ତୃପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ସମାଧାନ ହେବ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ । ଏନେଇ ସୂଚନା ଦେଇଛନ୍ତି ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି…

ଦେଶର ପ୍ରଥମ ଆନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ ଏହାର ଫାଇଦା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରର ଗାନ୍ଧୀନଗରରେ ଦେଶର ପ୍ରଥମ ଇଣ୍ଟରନାସନାଲ ବୁଲିୟନ ଏକ୍ସଚେଞ୍ଜର ଉଦଘାଟନ କରିଛନ୍ତି । ଏହି ଅବସରରେ ଏନଏସଇ-ଏସଜିଏକ୍ସ କନେକ୍ଟ ର ମଧ୍ୟ ଉଦଘାଟନ କରିଛନ୍ତି । ଏହି ବୁଲିୟନ…

ବାହାରିଲା ସମାଧାନର ବାଟ: ମାମଲା ପ୍ରତ୍ୟାହାର କରିନେବେ ତୃପ୍ତି, ସୂଚନା ଦେଲେ ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାମଧ୍ୟରେ ବାବୁ-ପ୍ରକୃତିଙ୍କ ଅଡିଓ କଲ୍ ଭାଇରାଲ ହୋଇଥିଲା । ଆଜି…

କମନୱେଲଥ୍ ଗେମ୍ସ ୨୦୨୨, ଭାରତ ଜିତିଲା ପ୍ରଥମ ପଦକ

ନୂଆଦିଲ୍ଲୀ: ଇଂଲଣ୍ଡରେ ବର୍ମିଂହାମ୍ ରେ ୨୨ ତମ କମନୱେଲଥ୍ ଗେମ୍ସ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଭାରତ ରୌପ୍ୟ ପଦକ ସହ ଖାତା ଖୋଲିଛି । ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଜିତିଛି ।…

ଲକ୍ଷ ଲକ୍ଷ ଆକାଉଣ୍ଟଧାରୀଙ୍କୁ ଲାଗିଲା RBI ଝଟକା: ପୁଣି ୩ଟି ବ୍ୟାଙ୍କ ଉପରେ ଲାଗୁହେଲା କଟକଣା

ନୂଆଦିଲ୍ଲୀ: ନିକଟରେ କିଛି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ତେବେ ଏବେ ପୁଣି ୩ଟି ସହକାରୀ ବ୍ୟାଙ୍କ ଉପରେ ଲାଗିଛି ଆରବିଆଇ ଝଟକା । ଏହି ବ୍ୟାଙ୍କଗୁଡ଼ିକର…

ଜୟନାରାୟଣ ମିଶ୍ର ନୂଆ ବିରୋଧୀ ଦଳ ନେତା, ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି । ପୂର୍ବରୁ ବିରୋଧୀ ଦଳ ନେତା…

ବର୍ଷା ସମୟରେ ଭୁଶୁଡ଼ିପଡ଼ିଲା ନିର୍ମାଣଧୀନ ଘର: ଚାପିହୋଇ ଗଲେ ୭ ଶିଶୁ, ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ ଶନିବାର ଦ୍ୱିପହରରେ ବଡ଼ ଦୁର୍ଘଟଣା ହୋଇଛି । ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ଘର ଭୁଶୁଡ଼ିପଡିବାରୁ ସେଥିରେ ୭ ଶିଶୁ ଚାପିହୋଇ ଥିବା ସୂଚନା ମିଳିଛି । ହୁସୈନପୁର…

ଅଧିକ ସମୟ ଲାପଟପରେ କାମ କଲେ ବିନ୍ଧୁଛି କି ଆଖି ?  ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଏହି ଆଧୁନିକ ଯୁଗରେ ସମସ୍ତେ ମୋବାଇଲ୍ ଓ ଲାପଟପର ବ୍ୟବହାର ବହୁମାତ୍ରାରେ କରିଥାନ୍ତି । ପାଠପଢା ଠାରୁ ଆରମ୍ଭ କରି ଅଫିସ୍ କାମ ସବୁ କିଛି ଆମେ ମୋବାଇଲ୍ ଓ ଲାପଟପ ସାହାଯ୍ୟରେ କରିଥାନ୍ତି । ବେଳେବେଳେ କାମର…

ପୁର୍ବତ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

କଟକ: ପୁର୍ବତ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସମ୍ପତ୍ତି ଆଟାଚ୍ ହୋଇଛି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା…