Browsing Category
Top Stories
ସ୍ୱର୍ଣ୍ଣ ଜିତିଲେ ମିରବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ୪ ପଦକ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ମିରବାଇ ଚାନୁ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିବସ…
ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ
ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍ରେ ଦେଖିବାକୁ ମିଳୁଛି ।…
ରେଷ୍ଟୁରାଣ୍ଟ ଯେଉଁଠାରେ ଖାଇବା ପରେ ଚାଟିବାକୁ ପଡ଼େ, କାନ୍ଥ ଜାଣନ୍ତୁ କେଉଁଠି…
ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ଅଛି, ଯାହା ନିଜ ସ୍ୱତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ସୁସ୍ୱାଦ୍ୟୁ କିମ୍ବା ଭିନ୍ନ ଖାଦ୍ୟ ହେଉ କିମ୍ବା ହେଉ ଅବା ନିଜର ଭିନ୍ନ କଲଚରକୁ ନେଇ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ…
କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ…
(Video) ପର୍ଯ୍ୟଟକ ଆସିଥିଲେ ଚିଡ଼ିଆଖାନା ବୁଲିବାକୁ, ଗୋରିଲା କଲା ଏମିତି…
ଆପଣ ନିଶ୍ଚୟ ଚିଡ଼ିଆଖାନା ବା' ‘ଜୁ’ ବୁଲିବାକୁ ଯାଇଥିବେ । ଏହି ଚିଡ଼ିଆଖାନା ରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବାକୁ ପାଇବେ । ସବୁ ପ୍ରାଣୀଙ୍କୁ ଦେଖିବାରେ ଏକ ଭିନ୍ନ ମଜା ମଧ୍ୟ ଥାଏ । ସେ ହାତୀ ହେଉ କି…
୩ କଂଗ୍ରେସ ବିଧାୟକ ଗିରଫ: ଗାଡ଼ିରୁ ମିଳିଲା ଟଙ୍କାର ପାହାଡ଼, ଆସିଲା ନୋଟ୍ ଗଣିବା ମେଶିନ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ । ପୋଲିସ ସେମାନଙ୍କ ଗାଡ଼ିରୁ ଟଙ୍କାର ପାହାଡ଼ ଜବତ କରିଛି । ତେଣୁ ନୋଟ୍ ଗଣିବା ମେଶିନ୍ ମଗାଯାଇଛି । ତେବେ ତିନି ଜଣ ବିଧାୟକ ହେଉଛନ୍ତି…
ଆମେରିକୀୟ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁଶାଇଲେ ଭିନ୍ନ ଦଣ୍ଡ, ବାଣ୍ଟିବାକୁ ହେବ ୨୦୦ ସାନିଟାଇଜର
ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଶୁଣାଇଛନ୍ତି । ଦିଲ୍ଲୀରୁ ଚିକାଗୋ ଯାତ୍ରା କରୁଥିବା ଏହି ଆମେରିକୀୟ ବ୍ୟକ୍ତିଙ୍କୁ ପୋଲିସ ଏୟାରପୋର୍ଟରୁ ଗିରଫ କରିଥିଲା ।…
ପୋଲିସ କର୍ମଚାରୀ ସାବଧାନ: ଖାକି ନ ପିନ୍ଧିଲେ, ନାମ ଫଳକ ନ ପିନ୍ଧିଲେ, ଡ୍ୟୁଟିରେ ବେଲ୍ଟ ଖୋଲିଲେ, ସାର୍ଟ ବୋତାମ ଖୋଲିଲେ କଡ଼ା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଥାନାମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମନମୁଖୀ ଶାସନ ଆଉ ଚଳିବ ନାହିଁ । ଏଣିକି ଥାନାରେ ଡ୍ୟୁଟି କରିବା ସମୟରେ ପୋଷାକ ଉପରେ ସଞ୍ଜମତା ରକ୍ଷା କରିବେ ପୋଲିସ କର୍ମଚାରୀ ।…
ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍
ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଏହି ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ବିରାଟ କୋହଲି ଓ ରୋହିତ…
ଗୋଟିଏ ସଂସ୍ଥା ଅଧୀନରେ ରହିବ ଅଗ୍ନିଶମ ଓ ଜରୁରୀକାଳୀନ ସେବା: ସଂଶୋଧନ ହେବ ଓଡ଼ିଶା ଅଗ୍ନିଶମ ସେବା ଆଇନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଗ୍ନିଶମ ସେବା ଆଇନରେ ସଂଶୋଧନ ହେବ । ଗୋଟିଏ ସଂସ୍ଥା ଅଧୀନରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ଏହାକୁ…