Browsing Category

Top Stories

HIV ହେଲେ ପୁରୁଷଙ୍କ ଶରୀରରେ ଦେଖାଯାଏ ଏହି ସଙ୍କେତ: ଭୁଲରେ କରନ୍ତୁନି ଅଣଦେଖା

ନୂଆଦିଲ୍ଲୀ: ଏଚ୍.ଆଇ.ଭି ଅର୍ଥାତ୍ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଚିକିତ୍ସା କରାନଗଲେ ଏହା ଶରୀରରେ ସଂକ୍ରମଣ ବଢ଼ାଇି ଏଡସକୁ ଜନ୍ମ ଦେଇଥାଏ । ବର୍ତ୍ତମାନ ଏଡସର ଚିକିତ୍ସା ସମ୍ଭବ ନୁହେଁ, କିନ୍ତୁ ଏଚ୍.ଆଇ.ଭି…

ମୌସୁମୀ ପରିବର୍ତ୍ତନ ସମୟରେ ସୁସ୍ଥ ରହିବା ପାଇଁ ପିଅନ୍ତୁ ଏହି ୪ ପ୍ରକାର ଚାହା:ଜାଣନ୍ତୁ ଏହାର ଫାଇଦା

ମୌସୁମୀ ସମୟରେ ଗରମ ଚାହା ପିଇବାର ମଜା କିଛି ଅଲଗା । ଖାସ୍ କରି ବର୍ଷା ଋତୁରେ ଲୋକମାନେ ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି । ସାଧାରଣତଃ ଅଧିକାଂଶ ଲୋକେ କ୍ଷୀରରେ ତିଆରି ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି…

ପୁଣିଥରେ ମିଡିଆ ସାମନାରେ ଅଭିନେତା ବାବୁସାନ: କହି ଦେଲେ ଏମିତି କଥା!

ଭୁବନେଶ୍ୱର: ପୁଣିଥରେ ଗଣମାଧ୍ୟମ ସାମନାକୁ ଆସିଛନ୍ତି ଅଭିନେତା ବାବୁସାନ । ନିଜର ପ୍ରଶଂସକ ଏବଂ ସାମ୍ବାଦିକମାନଙ୍କୁ ସାକ୍ଷାତ କରିଛନ୍ତି ଓଲିଉଡର ରୋମିଓ- ଦ ଲଭର ବୟ । ମିଡିଆ ସାମନାକୁ ଆସି ଘରକୁ ଫେରିଯିବାକୁ ବାବୁ…

ଏବେ ୧୭ ବର୍ଷରେ କରିହେବ ଭୋଟର କାର୍ଡ ଆବେଦନ, ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ଯୁବ ଭୋଟରଙ୍କ ପାଇଁ ବଡ଼ ଖବର । ଏବେ ଭୋଟର କାର୍ଡ ତିଆରି କରିବା ପାଇଁ ୧୮ ବର୍ଷ ହେବା ଜରୁରୀ ନୁହେଁ, ବରଂ ୧୭ ବର୍ଷରେ ବି ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ଏହି ବଡ଼ ଘୋଷଣା…

ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଗାଏବ ହେଲା BGMI, ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ

ନୂଆଦିଲ୍ଳୀ: ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ BGMI ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍ପଲ ଆପ୍ ଷ୍ଟୋରରୁ ହଟାଯାଇଛି । ଏବେ ଆଣ୍ଡ୍ରଏଡ୍ ,ବଂ ଆଇଓଏସ୍ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଗେମ୍ କୁ ଡାଉନଲୋଡ କରିପାରିବେ ନାହିଁ ।…

ସୁନ୍ଦରଗଡରେ ବ୍ୟାପିଲା ଟମାଟୋ ଫ୍ଲୁ! ୩ ଜଣଙ୍କ ଦେହରେ ଭାଇରସ ଥିବା ଆଶଙ୍କା

ସୁନ୍ଦରଗଡ: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ ଏବେ ବୃଦ୍ଧି ପାଇଥିବା ବେଳେ ଦେଶରେ ମଙ୍କିପକ୍ସ ଭାଇରସ ମୁଣ୍ଡ ଉପରେ ଖଣ୍ଡା ଝୁଲିବା ଭଳି ପରିସ୍ତିତି ସୃଷ୍ଟି କରିଛି । ଏହା ଉପରେ ଆଉ ଏକ ଚିନ୍ତାର କାରଣ ପାଲଟିଛି…

ମିଗ୍ ବିମାନ କ୍ରାସ: ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଲା ଭଗ୍ନାଂଶ

ରାଜସ୍ଥାନ: ରାଜସ୍ଥାନରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ବାଡମେରରେ ଏକ ମିଗ ବିମାନ କ୍ରାସ ହୋଇଥିବା ନେଇ ଖବର ସାମନାକୁ ଆସିଛି । ତେବେ ଏହି ବିମାନରେ ୨ ଜଣ ପାଇଲଟ ରହିତିବା ଜଣାଯାଇଛି । ଏହି ଦୁର୍ଘଟଣାର ଭିଡିଓ ଏବେ…

ଚାକିରି ପାଇଁ ବିଦେଶକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ବଡ଼ ଅଫର୍, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଯଦି ଆପଣ ମଧ୍ୟ ଚାକିରି ପାଇଁ ବିଦେଶ ଯିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଆମେରିକା ଏବଂ ବ୍ରିଟେନ ସହ ସାମାଜିକ ସୁରକ୍ଷା ଚୁକ୍ତିନାମା (ଏସଏସଏ) ଉପରେ ଆଲୋଚନା କରୁଛନ୍ତି ।…

ଅଗଷ୍ଟ ୧ରେ ସମସ୍ତେ ପିନ୍ଧିବେ ସମ୍ବଲପୁରୀ ବସ୍ତ୍ର: କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବଲପୁରୀ ଦିନ । ଓଡିଶାର ପ୍ରସିଦ୍ଧ ତଥା ଭିନ୍ନ ସହର ସମ୍ବଲପୁରକୁ ସମ୍ମାନ ଜଣାଇବାର ଏକ ଦିନ । ତେଣୁ ଏହି ଦିନ ସମସ୍ତଙ୍କୁ ସମ୍ବଲପୁରୀ ବସ୍ତ୍ର…

ବାଦାମ, କିସମିସ ଆଉ ଆଖଡାରେ କୁସ୍ତି: ଜାଣନ୍ତୁ କମନୱେଲଥ ଗେମ ପାଇଁ ବଜରଙ୍ଗ ପୁନିଆଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜିଠୁ ବ୍ରିଟେନର ବର୍ମିଂହାମରେ ଆରମ୍ଭ ହୋଇଯାଇଛି କମନୱେଲଥ ଗେମ୍ସ ୨୦୨୨ । ଚଳିତବର୍ଷ ଭାରତ ତରଫରୁ ୨୦୦ରୁ ଅଧିକ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପିଭି ସିନ୍ଧୁ, ମୀରାବାଇ ଚାନୁ ଏବଂ ରବି…