
Browsing Category
Top Stories
ଶ୍ରୀନଗରରେ ଯୁଦ୍ଧ ସ୍ଥିତି, ଆଟାକ୍ ପାଇଁ ପ୍ରସ୍ତୁତ ଭାରତୀୟ ସେନା
ଶ୍ରୀନଗର: ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରରେ ସକାଳୁ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଶତ୍ରୁ ରାଷ୍ଟ୍ର ପାକିସ୍ତାନ ପଟୁ ଘନ ଘନ ଗୁଳିବର୍ଷା ସାଙ୍ଗକୁ ଡ୍ରୋନ୍ ହମଲା ହେଉଥିବାବେଳେ ଏହାକୁ ଅଟକାଇବାରେ ଲାଗିଛି ଭାରତୀୟ…
ପାକିସ୍ତାନୀ ପୋଷ୍ଟ ଉଡ଼ାଇଲା ଭାରତ, Video ଜାରି କଲା ସେନା
ନୂଆଦିଲ୍ଲୀ : ଭାରତୀୟ ସେନା ପାକିସ୍ତାନର ଏକ ସୈନ୍ୟ ପୋଷ୍ଟକୁ ନିୟନ୍ତ୍ରଣ ରେଖା (LoC) ନିକଟରେ ଧ୍ୱଂସ କରିଛି ଏବଂ ଏହି କାର୍ଯ୍ୟର ଏକ ଭିଡିଓ ଜାରି କରିଛି। ଏହା ପାକିସ୍ତାନର ପ୍ରତି ଭାରତର କଡ଼ା ଜବାବ ବୋଲି…
Thank You… କହିଲେ ଶେହବାଜ୍, ଋଣ ଟଙ୍କାରେ ଯୁଦ୍ଧ କରିବ ପାକିସ୍ତାନ!
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ 1 ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହା ଘୋଷଣା…
ପାକିସ୍ତାନ ଗୁଳିଚାଳନାରେ ରାଜୌରୀରେ ଜଣେ ଅଧିକାରୀଙ୍କ ମୃତ୍ୟୁ, ଶ୍ରୀନଗରରେ ଲଗାତାର ବିସ୍ଫୋରଣର ଶବ୍ଦ
ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନର ଗୁଳିଚାଳନା ଓ ଗୋଳାବର୍ଷଣ ଯୋଗୁଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତ ଅଧିକାରୀ ହେଉଛନ୍ତି ରାଜୌରୀର ଅତିରିକ୍ତ ଜିଲ୍ଲା ଉନ୍ନୟନ…
(Video) ଅନ୍ତର୍ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧୀ-ସତ୍ୟପାଲ ମଲ୍ଲିକଙ୍କ ଭିଡିଓ ଦେଖାଇଲା ପାକିସ୍ତାନ ସେନା
ନୂଆଦିଲ୍ଲୀ: ଭାରତ ପାକିସ୍ତାନ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ନୂଆନୂଆ ଭିଡିଓ ସାମ୍ନାକୁ ଆସିଛି । ଏହାରି ଭିତରେ ପାକିସ୍ତାନୀ ସେନା ଏପରି କିଛି ଭିଡିଓ କରିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।…
LOC ସହିତ 26 ସ୍ଥାନକୁ ଟାର୍ଗେଟ କଲା ପାକିସ୍ତାନୀ ଡ୍ରୋନ, ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ସୀମାନ୍ତ ଅଞ୍ଚଳ ପ୍ରଭାବିତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଉତ୍ତରରେ ବାରାମୁଲ୍ଲା ଠାରୁ ଦକ୍ଷିଣରେ ଭୁଜ ପର୍ଯ୍ୟନ୍ତ, ଅନ୍ତର୍ଜାତୀୟ ସୀମା ଏବଂ…
ଫିରୋଜପୁରର ଆବାସିକ ଅଞ୍ଚଳରେ ପାକିସ୍ତାନର ଡ୍ରୋନ ଆକ୍ରମଣ: ଆହତ ପରିବାରକୁ ହସ୍ପିଟାଲରେ ଭର୍ତ୍ତି
ଫିରୋଜପୁର/ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ଆବାସିକ ଅଞ୍ଚଳରେ ଶୁକ୍ରବାର ରାତିରେ ପାକିସ୍ତାନର ଏକ ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ଏକ ପରିବାରର ସଦସ୍ୟମାନେ ଆହତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଞ୍ଜୟ କୁମାର ହେଲେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଏହି ଅଦଳବଦଳ ରାଜ୍ୟରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ସୁଶାସନ ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଛି ।
ସୂଚନା ମୁତାବକ, ସଞ୍ଜୟ…
ଭାରତ-ପାକିସ୍ତାନ ଯୁଦ୍ଧ: ୫ଟି ପ୍ରମୁଖ ଆଇଟି କମ୍ପାନୀରେ ୱାର୍କ ଫ୍ରମ୍ ହୋମ୍ ଆରମ୍ଭ, କର୍ମଚାରୀ ସୁରକ୍ଷା ପାଇଁ ନିର୍ଦ୍ଦେଶ ଜାରି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ଉପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସୀମାରେ ଗୋଳାବାରୁଦ ଓ ଡ୍ରୋନ ଆକ୍ରମଣ ଚେଷ୍ଟା ମଧ୍ୟରେ ଭାରତର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକ…
ଏମ୍ସରେ ଛୁଟି ବାତିଲ, ଜମ୍ମୁ-କଶ୍ମୀର ଉତ୍ତେଜନା ମଧ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ସତର୍କତା
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ଉପରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ନୂଆଦିଲ୍ଲୀ…