
Browsing Category
Top Stories
ଦିଲ୍ଲୀରେ ଆଲର୍ଟ ଜାରି: ଯୁଦ୍ଧ ସାଇରନ ପରୀକ୍ଷଣ, ଏୟାର ଷ୍ଟ୍ରାଇକରୁ ରକ୍ଷା ପାଇଁ ଅଭ୍ୟାସ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରାଜଧାନୀ ଦିଲ୍ଲୀରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିବା ପାଇଁ ଏକ ବୃହତ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଭାରତୀୟ ସେନା ଓ ଟେରିଟୋରିଆଲ ଆର୍ମୀରେ କ’ଣ ରହିଛି ପାର୍ଥକ୍ୟ, କେଉଁ ସମୟରେ ଦେଶକୁ ଏହାର ଆବଶ୍ୟକତା ପଡ଼େ ଏବଂ କିଏ ହୋଇପାରିବେ ଭର୍ତ୍ତି?
ନୂଆଦିଲ୍ଲୀ : ଭାରତୀୟ ସେନା ଦେଶର ପ୍ରଥମ ରକ୍ଷା ରେଖା ହୋଇଥିବା ବେଳେ, ଟେରିଟୋରିଆଲ ଆର୍ମୀ (TA) ଦ୍ୱିତୀୟ ରକ୍ଷା ରେଖା ଭାବେ କାର୍ଯ୍ୟ କରେ। ଏହା ମୁଖ୍ୟତଃ ସ୍ୱେଚ୍ଛାସେବୀଙ୍କୁ ନେଇ ଗଠିତ ଏକ ସୈନ୍ୟ ବାହିନୀ,…
ଧୋନୀ ଓ ସଚିନ ପାୟଲଟ ଯେଉଁ ଆର୍ମୀର ଅଂଶ, ତାଙ୍କର ବି ବର୍ଡ଼ରରେ ଲାଗିପାରେ ଡ୍ୟୁଟି
ନୂଆଦିଲ୍ଲୀ/ଶ୍ରୀନଗର: ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ଏବଂ ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଚାଲିଥିବା ଗୁଳିବିନିମୟ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି: ଯଦି ପରିସ୍ଥିତି ଆହୁରି…
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (DDCA)କୁ ମିଳିଲା ଧମକପୂର୍ଣ୍ଣ ଚିଠି, ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (DDCA) କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଦିଲ୍ଲୀ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି।…
ସୋସିଆଲ ମିଡିଆ ୟୁଜର୍ସ ହୁଅ ସାବଧାନ! ଫେକ୍ ଖବର ପୋଷ୍ଟ କଲେ ଉଠାଇନେବ ପୋଲିସ
ନୂଆଦିଲ୍ଲୀ/ଲକ୍ଷ୍ନୌ: ସୋସିଆଲ ମିଡିଆରେ ଭ୍ରାମକ ସୂଚନା ପୋଷ୍ଟ ବିରୁଦ୍ଧରେ ଭାରତୀୟ ପୋଲିସ ବିଭାଗ କଠୋର ନୀତି ଗ୍ରହଣ କରିଛି। ଏକ୍ସରେ ପ୍ରକାଶିତ ବିଭିନ୍ନ ପୋଷ୍ଟ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ପୋଲିସ ସୋସିଆଲ…
ଡୋଳା ବୁଲାଉଛନ୍ତି ଭାରତୀୟ ସେନା, ବାଂଲାଦେଶ ସୀମାରେ ନାଇଟ୍ କର୍ଫ୍ୟୁ ଆରମ୍ଭ
ଶିଲଂ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ମେଘାଳୟ ଏବଂ ବାଂଲାଦେଶକୁ ଲାଗି ଥିବା ବର୍ଡରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇସାରିଛି ।
ଏ ନେଇ ଇଷ୍ଟ ଖାସି ହିଲ୍ସର ଜିଲ୍ଲାପାଳ…
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା, ହୀରାକୁଦ ଡ୍ୟାମରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବର: ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଚାରିଆଡେ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦର, ଚାନ୍ଦିପୁର ଘାଟି ପରେ ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା ।
ଉଭୟ ଦେଶ ମଧ୍ୟରେ ଚାଲିଥିବା…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାପୁରୁଷ କହିଲେ ସାଂସଦ, କାଲି କାନ୍ଦିଥିଲେ ଆଜି ରାଗିଲେ
ନୂଆଦିଲ୍ଲୀ: ଭାରତର ପ୍ରତିଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ବିସ୍ମିତ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ଚାରି ଦିନ ବି ହୋଇନାହିଁ ଏବଂ ପାକିସ୍ତାନର ସାଂସଦମାନେ ନିଜ ସରକାରଙ୍କ ବିରୁଦ୍ଧରେ କଠୋର…
ସେନା ଅପରେଶନର ଲାଇଭ କଭରେଜ୍ କରିବାକୁ ମନ୍ତ୍ରଣାଳୟର ବାରଣ, ମିଡିଆ ପାଇଁ ଆଡଭାଇଜରି ଜାରି
ଶ୍ରୀନଗର: ଲାଇଭ୍ କଭରେଜଠାରୁ ଦୂରରେ ରହିବାକୁ କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଗୁରୁବାର ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ମିଡିଆ ଆଉଟଲେଟ୍, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆଡଭାଇଜରି ଜାରି…
Narasimha Jayanti 2025: ନୃସିଂହ ଚତୁର୍ଦ୍ଦଶୀରେ ଏପରି କରନ୍ତୁ ପୂଜା, ପୂରଣ ହେବ ମନୋସ୍କାମନା
ନୂଆଦିଲ୍ଲୀ: ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ନୃସିଂହ ଜୟନ୍ତୀ ପର୍ବ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ତିଥିରେ ଭଗବାନ ବିଷ୍ଣୁ ନରସିଂହ ରୂପରେ ଅବତାର ଗ୍ରହଣ କରିଥିଲେ । ଏହି…