Browsing Category
Top Stories
୨, ୪ ନା ୬… ଶରୀରକୁ କେତେ ଲିଟର ପାଣି ଆବଶ୍ୟକ, ଓଜନ ଅନୁସାରେ ଏପରି ହିସାବ କରନ୍ତୁ
ନୂଆଦିଲ୍ଲୀ: ଜାରି ରହିଛି ଗ୍ରୀଷ୍ମ ଋତୁ। ଏପରି ସ୍ଥିତିରେ ସମସ୍ତେ ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ତେବେ ପ୍ରାୟତଃ ସମସ୍ତେ ଦିନକୁ 8 ଗ୍ଲାସ ପାଣି ପିଇବାକୁ କୁହନ୍ତି । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ…
ଘୁଷୁରୀ କିଡନୀ ଲଗାଇ 130 ଦିନ ପର୍ଯ୍ୟନ୍ତ ରହିଲେ ମହିଳା, ହେଲେ ହଠାତ୍ ଖରାପ ହେଲା ଦେହ ତାପରେ…
ନୂଆଦିଲ୍ଲୀ: ଶରୀରରେ 5 ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ…
ରାଜଧାନୀରୁ ପିଲା ଚୋରି ମାମଲା: ଏଯାବତ ପୋଲିସ ହାତ ଖାଲି
ଭୁବନେଶ୍ୱର: ରାଜଧାନୀର ଚାଞ୍ଚଲ୍ୟକର ଘଟଣା। ରାଜଧାନୀ ଛାତି ଉପରୁ ପିଲା ଚୋରି ମାମଲାରେ ଏଯାବତ ମିଳିନି ସଫଳତା। ଏକାଧିକ ଟିମ୍ ଗଠନ କରିଛୁ ଏବଂ ଖୁବ ଶୀଘ୍ର ରେସ୍କ୍ୟୁ କରିବୁ ବୋଲି କହିଛନ୍ତି ଡିସିପି।
ସେ ଆହୁରି…
ଭକ୍ତ ଦାସ ପିସିସି ଦାୟିତ୍ଵ ନେବା ପରେ କଂଗ୍ରେସରେ ପ୍ରଥମ ମହା ମିଶ୍ରଣ ପର୍ବ, କଂଗ୍ରେସରେ ସାମିଲ ହେଲେ ବିଜେଡ଼ି କର୍ମୀ
ଭୁବନେଶ୍ୱର: ଗୁଣୁପୁର ବିଧାନସଭା କ୍ଷେତ୍ରରୁ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ହେଲେ ସାମିଲ। ଓଡ଼ିଆ ନବବର୍ଷ ତଥା ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ଭବନରେ…
FSSAIରେ 33ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦରମା ମିଳିବ ଲକ୍ଷେ
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।…
ନବୀନଙ୍କୁ ଚିଠି ଲେଖି କହିଲେ ରାଜା: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ
ଭୁବନେଶ୍ବର: ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଜରୁରୀ । ସଂଗଠନରେ ସବୁ ଅଞ୍ଚଳ, ବର୍ଗ ଓ ମହିଳାଙ୍କୁ…
ପଣା ସଂକ୍ରାନ୍ତିରେ ହନୁମାନଙ୍କର କାହିଁକି କରାଯାଏ ଆରାଧନା, ଜାଣନ୍ତୁ
ଓଡ଼ିଶା ଭାସ୍କର: ଓଡ଼ିଆ ପରମ୍ପରାନୁଯାୟୀ ପଣା ସଂକ୍ରାନ୍ତି ଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଏ।
ଏହା ସାଧାରଣତଃ…
Ambedkar Jayanti 2025: ସମ୍ବିଧାନ ପ୍ରଣେତାଙ୍କୁ ମନେ ପକାଉଛି ଦେଶ, ଝୁମୁଛି ଗାଁରୁ ସହର, ଶୁଭୁଛି ଜୟ ଭୀମ….
ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ମହୁଠାରେ ଶ୍ରୀ ଭୀମରାଓ ରାମଜୀ ଆମ୍ବେଦକର ଏକ ଦରିଦ୍ର ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମ ହୋଇଥିଲେ।
ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ ଏବଂ ମା'…
ରାତିଆ-ରାତି ଖାଲି କରାଗଲା ସୈଫ ଅଲ୍ଲୀ ଖାନଙ୍କ ହଣ୍ଟେଡ୍ ହାଉସ୍, ସୋହା କହିଲେ- ଭୂତ ମାରିଲା ଚାପୁଡ଼ା
ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କ ସାନ ଭଉଣୀ ସୋହା ଅଲ୍ଲୀ ଖାନ ଆମାଜନ ପ୍ରାଇମର ଫିଲ୍ମ ‘ଛୋରୀ୨’ରେ ନଜର ଆସିଛନ୍ତି। ଏହା ଏକ ହରର ଫିଲ୍ମ ଏବଂ ଏଥିରେ ଅଭିନେତ୍ରୀ ଭୂତୁଣୀ ହୋଇଛନ୍ତି। ଏହାର ପ୍ରମୋସନ ସମୟରେ ସେ ନିଜ ଜୀବନ…
କନ୍ନଡ଼ ଅଭିନେତା ବ୍ୟାଙ୍କ ଜନାର୍ଦ୍ଦନଙ୍କ ପରଲୋକ:୭୭ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
ନୂଆଦିଲ୍ଲୀ : ଆଉ ନାହାନ୍ତି ବରିଷ୍ଠ କନ୍ନଡ଼ ଅଭିନେତା ଜନାର୍ଦ୍ଦନ । ରବିବାର ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ‘ବ୍ୟାଙ୍କ ଜନାର୍ଦ୍ଦନ’…