fbpx
BSKY SKY
BSKY SKY
Browsing Category

Top Stories

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର…

(Video) ଅଟଳ ସେତୁ ବ୍ରିଜରେ ଭିଡିଓ କଲେ ରଶ୍ମିକା ମନ୍ଦାନା, ଏହାକୁ ଦେଖି ଅଭିନେତ୍ରୀଙ୍କର ପ୍ରଶଂସା କଲେ PM ମୋଦୀ

ନୂଆଦିଲ୍ଲୀ: ନେସନାଲ କ୍ରସ ରଶ୍ମିକା ମନ୍ଦାନା କେବଳ ସାଉଥ ସିନେମା ନୁହେଁ, ସେ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ବି ଲୋକପ୍ରିୟ ହୋଇସାରିଲେଣି । ରଶ୍ମିକା ଗତ କିଛି ବର୍ଷରେ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ଶେଷଥର ପାଇଁ…

ଖୁସି କରିଦେବ ଜାତିସଂଘର ତାଜା ରିପୋର୍ଟ, ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ରେଟିଂ ଏଜେନ୍ସୀ, ଆଇଏମଏଫ୍ ଓ ବିଶ୍ୱବ୍ୟାଙ୍କ ମୋହର ମାରିଥିଲା କିନ୍ତୁ ଏବେ ପୁରା ଦୁନିଆ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଛି ବୋଲି ମୋହର ମାରିଛି । ବିଶ୍ୱର ୧୯୩ ଦେଶକୁ ନେଇ ଗଢି…

ଆଇପିଏଲ ପ୍ଲେ- ଅଫ ରେସ୍: ଚତୁର୍ଥ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଓ କୋହଲି

ଓଡିଶା ଭାସ୍କର: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ ସିଜିନ ଜାରି ରହିଥିବା ବେଳେ ମେ ୧୬ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ ମଧ୍ୟରେ ହୋଇଥିବା ମ୍ୟାଚ ପ୍ରବଳ ବର୍ଷା କାରଣରୁ ଟସ ପଡିବା ଆଗରୁ ବାତିଲ…

EPFO ଆରମ୍ଭ କଲା ‘AMS’ ସୁବିଧା: ପିଏଫ ଖାତାରୁ ଅର୍ଥ ଉଠାଣ ନିୟମ ବଦଳିଲା, ୬.୫ କୋଟି ଗ୍ରାହକଙ୍କ ପାଇଁ ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ନିୟମ ବଦଳି ଯାଇଛି । ୬.୫ କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପିଏଫରୁ ଅର୍ଥ ଉଠାଣ ପ୍ରକ୍ରିୟାକୁ ଇପିଏଫଓ ଆହୁରି ସରଳ କରିବା ସହିତ ଆଟୋ…

World Hypertension Day 2024: ଆପଣଙ୍କୁ ହାଇପରଟେନସନ ରୋଗୀ କରିପାରେ ଏହି ଅଭ୍ୟାସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ହାଇପରଟେନସନର ରୋଗୀ ବଢିବାରେ ଲାଗିଛନ୍ତି । ହାଇପରଟେନସନ ଅର୍ଥାତ ହାଇ ବିପି ସାଇଲେଣ୍ଟ କିଲର ପରି ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକେ ହାର୍ଟ ଆଟାକ ଏବଂ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର: ସ୍ଥାୟୀ ଜମାର ସୁଧ ହାର ବୃଦ୍ଧି କଲା SBI

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏସବିଆଇର ଏହି ପଦକ୍ଷେପ ଫଳରେ କୋଟି କୋଟି ଗ୍ରାହକଙ୍କ ବିଶେଷ ଭାବେ ଉପକୃତ ହେବେ ।…

ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କାଦେଲା ବୋଲେରୋ: ୧୦ ଜଣ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବୋଲେରୋ ଡିଭାଇଡରରେ ପିଟିହେବା ଫଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା…

ହୋଟେଲ, ପର୍ଯ୍ୟଟନ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ବୃହତ୍ ନିଯୁକ୍ତି: ଆସନ୍ତା ୧୨-୧୮ ମାସ ମଧ୍ୟରେ ଦିଆଯିବ ୨ ଲକ୍ଷ ନିଯୁକ୍ତି!

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ସାରା ବିଶ୍ୱର ଅର୍ଥନୀତି ହଲଚଲ ହୋଇପଡ଼ିଥିବା ବେଳେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ କମ୍ପାନୀମାନେ ବହୁ ମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶେଷ କରି କରୋନା ସମୟରେ ନିଜର ଅସ୍ତିତ୍ୱ…

ICMR ଗାଇଡଲାଇନ୍ସ: ଚା’ ଓ କଫିର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ସେବନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନରେ ମାତ୍ରାଧିକ ଚା’ ଓ କଫି ସେବନ କରିଥାନ୍ତି । ତେବେ ଅଧିକ ଚା’ ଓ କଫି ସେବନ ଆମର ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ସେଥିରେ କ୍ୟାଫିନ୍ ରହିଥାଏ । ତେଣୁ ସେଥିରୁ…