Browsing Category
Top Stories
ରାଜଧାନୀରେ ୯୯ ପ୍ରତିଶତ ନମୁନାରେ ଡେଲ୍ଟା ଭାରିଆଣ୍ଟ୍, କରୋନା ସଂକ୍ରମଣକୁ ନେଇ ଘନଉଛି ବିପଦ
ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣର ବିପଦ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ପାର୍ବଣ ପାଇଁ କେନ୍ଦ୍ର ତଥା ବିଭିନ୍ନ…
ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ସଂଶୋଧନ ପ୍ରକ୍ରିୟା, ଜାଣନ୍ତୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ କେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ରାଜ୍ୟର ମୋଟ ୩୭,୬୦୬ଟି ଭୋଟ ଗଣତି କେନ୍ଦ୍ର, ୫୮ଟି ଉପଜିଲ୍ଲାପାଳ ଓ ୩୦ଟି ଜିଲ୍ଲାପାଳ କାର୍ଯ୍ୟାଳୟରେ…
ନିୟମିତ ଜିମ୍ ଯାଉଥିବା ଲୋକଙ୍କୁ ହାର୍ଟ ଆଟାକ୍ ବିପଦ ଅଧିକ, ଜାଣନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍ ରାଜକୁମାର ଶୁକ୍ରବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛଇ । ତାଙ୍କର ୪୬ ବର୍ଷରେ ଦେହାନ୍ତ ହୋଇଛି । ତାଙ୍କୁ ଚିକିତ୍ସା…
୨୦୨୦ରେ ୧୨ ହଜାର ମୃତ୍ୟୁ; ରେଳ ଦୁର୍ଘଟଣାରେ ପ୍ରତିଦିନ ୩୨ଜଣ ହରାଇଛନ୍ତି ପ୍ରାଣ, ଏନସିଆରବି ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ଗତ ବର୍ଷ ଦେଶରେ ୧୩ ହଜାରରୁ ଅଧିକ ରେଳ ଦୁର୍ଘଟଣାରେ ପ୍ରାୟ ୧୨ ହଜାର ରେଳ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଅର୍ଥାତ୍ ୨୦୨୦ ରେ, ପ୍ରତିଦିନ ୩୨ ଜଣ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କରୋନା…
ଅଜଣା ଗାଡ଼ି ଧକ୍କାରେ ୨ମହିଳା ମୃତ
ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ୍ୟୁବରଣ କରିଛି । ଏନଏଚ୍-୫୭ର ବୋଲଗଡ଼ କପାସିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମର୍ଣ୍ଣିଂ ୱାକ୍ ଭ୍ରମଣରେ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୨ ଜଣ…
ରାଶିଫଳ(ରବିବାର,୩୧ ଅକ୍ଟୋବର,୨୦୨୧)
ମେଷ - କୌଣସି ପ୍ରକାର ହଇରାଣ ହେବାକୁ ପଡିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ଘଟିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା…
ମିଥ୍ୟା ଖବର ପ୍ରସାରଣକୁ ନେଇ ଖବର କାଗଜ ପୋଡ଼ିଲେ କଳିଙ୍ଗନଗର ବଣିକ ସଙ୍ଘ
କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ମୁଖ୍ୟ ଛକ ରାସ୍ତା କଡରେ ଥିବା ଦୋକାନୀମାନଙ୍କୁ ସରକାର ବିନା ଥଇଥାନ କରି ଉଠେଇବା ପାଇଁ ନୋଟିସକୁ ବିରୋଧରେ କରିଛନ୍ତି କଳିଙ୍ଗ ନଗର ବଣିକ ସଂଘ । କଳିଙ୍ଗନଗର ମୁଖ୍ୟ ଛକଦେଇ…
ବୋଲର ଓ ବଟଲରଙ୍କ ଚମକ୍ରାର ପ୍ରଦର୍ଶନ; ହ୍ୟାଟ୍ରିକ ବିଜୟ ସହିତ ଟେବଲ ଟପରେ ଇଂଲଣ୍ଡ
ନୂଆଦିଲ୍ଳୀ: ବୋଲର ଓ ଜୋସ ବଟଲରଙ୍କ ସଫଳତା ବଳରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ମାତ୍ର ୧୨୬ ରନର ପିଛା କରୁଥିବା ଇଂଲଣ୍ଡ ବଟଲରଙ୍କ ଅପରାଜିତ ୭୧ ରନ କରିବା ସହିତ ଦଳକୁ ସହଜ ବିଜୟ ପ୍ରଦାନ…
ଭୁବନ ବାମଙ୍କ ପ୍ରଶଂସାରେ ଏମିତ ଲେଖିଲେ Jr. NTR ; ଟ୍ୱିଟ କରି କଲେ ପ୍ରଶଂସା
ନୂଆଦିଲ୍ଳୀ: ଭାରତର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ଭୁବନ ବାମଙ୍କୁ ପ୍ରଶଂସା କରିଛନ୍ତି ତେଲୁଗୁ ହିରୋ ଜୁନିୟର ଏନଟିଆର । ୟଙ୍ଗ ଟାଇଗର ଏନଟିଆର ଟ୍ୱିଟ୍ କରି ଭୁବନ ବାମଙ୍କୁ ବେଶ ପ୍ରଶଂସା କରିଛନ୍ତି । ଭୁବନ ବାମ…
ରଜୌରୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ଦୁଇ ଯବାନ ମୃତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେନାଅଧିକାରୀଙ୍କ ସହ ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।
ଶହୀଦ…