Browsing Category

Top Stories

ରାଜ୍ୟରୁ ଚିହ୍ନଟ ହେଲେ ୩୭୪ ପଜିଟିଭ୍, ଆଜି ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା

ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର…

ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ…

ପଡ଼ୋଶୀ ରାଜ୍ୟକୁ ଫେରିଲା ଲକଡାଉନ୍: ଓଡ଼ିଶା ପାଇଁ ସତର୍କ ଘଣ୍ଟି, ଚିନ୍ତାବ୍ୟକ୍ତ କଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିଥିବା ବେଳେ ଅନେକ ସମୟରେ ୫ ଶହ ଅତିକ୍ରମ କରିଯାଉଛି । ତେବେ ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର…

ସକାଳ ୧୦ଟାରେ ମୁକୁଳିବେ ଆର୍ଯ୍ୟନ, ଜେଲ୍ ପକ୍ଷରୁ ଖୋଲାଗଲା ବେଲ୍ ବକ୍ସ

ମୁମ୍ବାଇ: କ୍ରୁଜ୍ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆଜି ଜେଲ୍ ରୁ ମୁକୁଳିବେ । ତେବେ ଗତକାଲି ହିଁ ସେ ମୁକୁଳିବାର ଥିଲା କିନ୍ତୁ ସମୟ ସୀମା ଭିତରେ ଦସ୍ତାବିଜ୍ ପଇଠ ନ କରିବାକୁ ତାଙ୍କୁ ଆଉ ଏକ…

ଆଜି ପୁଣି ବଢ଼ିଲା ତୈଳ ଦର, ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ପାର୍; ଜାଣନ୍ତୁ ଆପଣଙ୍କ ସହରର ଦର

ନୂଆଦିଲ୍ଲୀ: ଦେଶରେ ତୈଳଦରରେ ଲଗାମ ଲାଗିବାର ନାଁ ଧରୁନି । ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪…

ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ ହେବ । ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କୋଭିଡ ପ୍ରୋଟୋକଲ୍‌ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।…

ଦମ୍ପତିଙ୍କ ହନିମୁନ୍ ଖରାପ ହେବାରୁ ହୋଟେଲ ଉପରେ ଲାଗିଲା ଏତିକି ଟଙ୍କାର ଜୋରିମାନା!

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଗ୍ରାହକ ବିବାଦର ସମାଧାନ ଆୟୋଗ ଏକ ନବ ବିବାହିତ ଦମ୍ପତିଙ୍କ ହନିମୁନ୍ ଖରାପ କରିବାରୁ ଏକ ଟ୍ରାଭେଲ୍ ଫର୍ମ ଏବଂ ମନାଲିର ଏକ ହୋଟେଲ ଉପରେ ଜୋରିମାନା ଲଗାଇଛନ୍ତି। ଉକ୍ତ ଦମ୍ପତି ଅଭିଯୋଗ କରିଥିଲେ…

ରାଜଧାନୀରେ ପୂର୍ଣ୍ଣ କ୍ଷମତା ସହ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବଶ୍ୟ ଛଠ୍ ପୂଜା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ଚଳିତ ଥର ଯମୁନା କୂଳରେ ଏହା ଆୟୋଜନ ହେବ ନାହିଁ । ଏହା ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଜାଗା ଚିହ୍ନଟ କରି ଏମସିଡି, ଡିଡିଏ…

ଶୀତ ଋତୁରେ ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନାହିଁ, ମାତ୍ର କିଛି ରୋଗ ଅଛି ଯାହା ଖରା ଦିନେ ବେଶି ହୁଏ, ସେହିପରି କିଛି ରୋଗ ବର୍ଷା ଦିନେ ତ କିଛି ଶୀତ ଦିନେ। ତେବେ ଶୀତ ଦିନିଆ…