Browsing Category
Top Stories
Super Dancer Chapter 4 Winner ହେଲେ ଫ୍ଲୋରିନା ଗୋଗୋଇ, ପାଇଲେ ୧୫ ଲକ୍ଷ
ନୂଆଦିଲ୍ଲୀ: ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ସୁପର ଡ୍ୟାନ୍ସ ୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗୋଇ । ତେବେ ଏହି ଶାନଦାର ଟ୍ରଫି ଜିତିବା ଅବସରରେ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ପ୍ରଦାନ…
ଖୁସିଖବର: ପାର୍ବଣ ପାଇଁ ଆଜି ଠାରୁ ଗଡ଼ିବ ଏକାଧିକ ସ୍ପେଶାଲ୍ ଟ୍ରେନ୍, ଶୀଘ୍ର ଜାଣିନିଅନ୍ତୁ ଟାଇମିଂ ଓ ରୁଟ୍
ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପୂଜା ପର୍ବାଣୀ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଟୋବର ୧୦ ତାରିଖରୁ ଅନେକ ଗୁଡ଼ିଏ ସ୍ପେଶାଲ୍ ଟ୍ରେନ୍ ଚଳାଇବା ପାଇଁ ରେଳବାଇ ପକ୍ଷରୁ…
ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖଙ୍କୁ ହତ୍ୟା ଘଟଣା: ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅବଗତ…
SBI Credit Cardରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ Cashback, ଜାଣନ୍ତୁ କେତେଦିନ ପାଇଁ
ନୂଆଦିଲ୍ଲୀ: ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏସବିଆଇ କ୍ରେଡିଟ କାର୍ଡରେ ଗ୍ରାହକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳୁଛି…
ତୈଳଦର ପୁଣି ହେଲା ଆକାଶଛୁଆଁ, ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ; ଜାଣନ୍ତୁ କେଉଁଠି କେତେ
ନୂଆଦିଲ୍ଲୀ: ଦେଶରେ ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଦେଶର ଅନେକ ପ୍ରମୁଖ ସହରରେ ତୈଳ ଦର ଆକାଶଛୁଆଁ ରହିଛି । ତୈଳ କଅମ୍ପାନୀ ଲଗାତର…
କର୍ଣ୍ଣାଟକରେ ଭୁକମ୍ପର ଝଟକା, ରିକ୍ଟର ସ୍କେଲରେ ୩.୪ ତୀବ୍ରତା
ଗୁଲବର୍ଗ: କର୍ଣ୍ଣାଟକରେ ଭୁକମ୍ପର ଝଟକା ଦେଖିବାକୁ ମିଳିଛି । ଗୁଲବର୍ଗରେ ରବିବାର ଦିନ ସକାଳ ଭୁକମ୍ପର ଝଟକା ଅନୁଭବ କରାଯାଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜୀ ପକ୍ଷରୁ ଏନେଇ ମିଳିଛି ସୂଚନା । ଗୁଲବର୍ଗରେ…
ଆଜି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା, ପ୍ରାରମ୍ଭିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୦ ଲକ୍ଷ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ୱାର।। ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ବା ପ୍ରିଲିମିନାରୀ ପରୀକ୍ଷା ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ପ୍ରାରମ୍ଭିକ ପରୀକ୍ଷା ପାଇଁ…
ଦଶହରା ପରେ ମାଡି ଆସିବ ବାତ୍ୟା! ସମୁଦ୍ରରେ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ
ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । ସମୁଦ୍ର ଭିତରେ ଏହା ୪ରୁ ୫ଦିନ ପର୍ଯ୍ୟନ୍ତ ରହି ବଳ ଗୋଟାଇବା ପରେ ସ୍ଥଳଭାଗ…
ଭାରତ-ଚୀନ ମଧ୍ୟରେ ଆଜ ପୁଣିହେବ କମାଣ୍ଡର ସ୍ତରୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଶାନ୍ତି ରକ୍ଷା କରିବା ନିମେନ୍ତ ଭାରତ ଓ ଚୀନ ମଧ୍ୟରେ ୧୩ ରାଉଣ୍ଡର କମାଣ୍ଡର ସ୍ତରୀୟ ବୈଠକ ହେବାକୁ ଯାଉଛି । ରବିବାର ଦିନ ଅର୍ଥାତ୍ ଆଜି ୧୦ଟା ୩୦ ମିନିଟ୍ ରେ ଏହି ବୈଠକ ଅନୁଷ୍ଠିତ…
ରାଶିଫଳ(ରବିବାର,୧୦ ଅକ୍ଟୋବର,୨୦୨୧)
ମେଷ :- ଆପଣଙ୍କର ବୋଧହୁଏ କୌଣସି ଉଚ୍ଚ ଅଧିକାରୀଙ୍କ ସହିତ ପଡ଼ିନପାରେ କିନ୍ତୁ ଆପଣଙ୍କ ପାଇଁ ଠିକ୍ ରହିବ ଯେ ଆପଣ ବୁଦ୍ଧି ଏବଂ କୂଟନୀତି ସାହାଯ୍ୟରେ ନିଜର କାମ ବାହାର କରିନେବେ । ଆପଣ ତାଙ୍କୁ ନିଜର କଥା ଭଲ ଭାବରେ…