Browsing Category
Top Stories
ଶତକ ଆଡକୁ ଅଗ୍ରସର ସ୍ମୃତି ମନ୍ଧାନା; ଐତିହାସିକ ଟେଷ୍ଟରେ ଭାରତ ୧୪୪/୧
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଦିବାରାତ୍ର ମହିଳା ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଉଭୟ ଦଳ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ଶତକ ଆଡକୁ…
ହକି ଟର୍ଫରେ ଦେଖିବାକୁ ମିଳିବନି ରୂପିନ୍ଦରଙ୍କ Drag Flick; ଟ୍ୱିଟ୍ କରି ସମାପ୍ତ କଲେ କ୍ୟାରିୟର
ନୂଆଦିଲ୍ଲୀ: ହକି ଟର୍ଫରେ ଆଉ ଦେଖିବାକୁ ମିଳିବନି ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂଙ୍କ ଯାଦୁ । ଭାରତର ଏହି ଅଭିଜ୍ଞ ଡ୍ରାଗ ଫ୍ଲିକର ଟ୍ୱିଟ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଟୋକିଓରେ ବ୍ରୋଞ୍ଜ ବିଜେତା…
ରେପ୍, ବ୍ଲାକମେଲ୍, ଟୁ ଫିଙ୍ଗର୍ ଟେଷ୍ଟ୍…. ଲେଫ୍ଟିନାଣ୍ଟଙ୍କ ଉପରେ ଆଇଏଏଫ ମହିଳା ଅଫିସର୍ ଆଣିଲେ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ମହିଳା ଅଧିକାରୀ ନିକଟରେ ନିଜ ସହଯୋଗୀ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, କୋୟମ୍ବଟୁର୍ ଆଇଏଏଫ୍ ସଂସ୍ଥାର ପ୍ରଶିକ୍ଷଣ ପାଠ୍ୟକ୍ରମ ସମୟରେ ତାଙ୍କ ସହିତ…
ହକିରୁ ବୀରେନ୍ଦ୍ର ଲାକ୍ରାଙ୍କ ଅବସର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା ଆଜି ଅବସର ଘୋଷଣା କରିଛନ୍ତି । ତାଙ୍କ ଅବସର ଘୋଷଣା କରିବା ନେଇ ହକି ଇଣ୍ଡିଆ…
ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ
ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ମତଦାନ ଆରମ୍ଭ ହୋଇଛି । ତେବେ ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ ହୋଇଛି ।…
କଂଗ୍ରେସ ଛାଡ଼ିବେ କ୍ୟାପଟେନ୍! ଶାହାଙ୍କ ସହ ସାକ୍ଷାତ ପରେ ବଡ଼ ବୟାନ
ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ…
ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ଼ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କ ମାଆଙ୍କ ପରଲୋକ ହୋଇଛି । ମାଆ ଗୀତାଞ୍ଜଳିଙ୍କର ଏକ ଟ୍ରେନ୍ ଦୁର୍ଘଣାରେ ଦେହାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ,ଯାଜପୁର ଜିଲ୍ଲା…
ପୂରା ରାତି ବାପାମା’ ମୋବାଇଲରେ ଗେମ୍ ଖେଳୁଥିଲେ, ବେଡରୁ ଖସି ଶିଶୁର ଜୀବନ ଚାଲିଗଲା ଜାଣିପାରିଲେନି
ନୂଆଦିଲ୍ଲୀ: ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲ୍ ରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ…
ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ୬ ବଡ଼ ପ୍ରତିଶ୍ରୁତି: କହିଲେ ‘ସରକାରକୁ ଆସିଲେ ଚିକିତ୍ସା, ଔଷଧ ଓ ଅପରେସନ ମାଗଣା’
ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇ ବଡ଼ ଘୋଷଣା…
ପିପିଲି ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ
ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି…