Browsing Category

Top Stories

ନନ୍ଦନକାନନରେ ବାଘ ଆତଙ୍କ, ଶେଷରେ ଖୁଆଡ଼କୁ ଫେରାଇ ଆଣିଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲିକୁ ଭାଙ୍ଗି ବାହାରି ଆସିଥିଲା । ସଫାରୀରୁ ଜାଲି ଛିଣ୍ଡାଇ ଖସିଯାଇଥିଲା ଏହି ବାଘ…

ଦୁନିଆରେ ମୃତ୍ୟୁର ବଡ଼ କାରଣ ହେଉଛି ହୃଦଘାତ, କଣ ଏହାର ଲକ୍ଷଣ; ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଟିଭି ଜଗତର ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଗୁରୁବାର ଦିନ ହୃଦଘାତରେ ପରଲୋକ ଘଟିଛି । ବାଳିକା ବଧୁ ସିରିଏଲ୍ ରେ ଲମ୍ବା ସମୟ ପର୍ଯ୍ୟନ୍ତ ନଜର ଆସିଥିଲେ । ଏହା ସହିତ ସେ ବିଗ୍ ବସ୍-୧୩ର ବିଜେତା…

CONDOM ମିଳିବା ମାନେ ନୁହେଁ ଯେ ଦୁହେଁ SEX ପାଇଁ ରାଜିଥିଲେ: କୋର୍ଟ

ମୁମ୍ବାଇ: ନିଜ ସାଙ୍ଗର ପତ୍ନୀକୁ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତଙ୍କ ବିଚାର କରିବା ସମୟରେ କୋର୍ଟ ଏହିଭଳି ଏକ ମତ ରଖିଛନ୍ତି । ମୁମ୍ବାଇର ଏକ ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ଜଜ ଏହି ନିଷ୍ପତ୍ତି ଶୁଣାଇବା…

ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ଇନଷ୍ଟାଗ୍ରାମ ଓ ଟ୍ୱିଟର ପୋଷ୍ଟ, ଏହି ଲୋକଙ୍କୁ ମନେ ପକାଇଥିଲେ

ମୁମ୍ବାଇ: ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ପରଲୋକ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ତାଙ୍କର ଶେଷ ଇନଷ୍ଟାଗ୍ରାମ…

ସିଦ୍ଧାର୍ଥ ଶୁକ୍ଲାଙ୍କୁ ନିଜ ପରିବାର ବୋଲି ଭାବୁଥିଲେ ଶହନାଜ ଗିଲ୍, ବିଗ୍ ବସ୍-୧୩ରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ: ବିଗ୍ ବସ୍-୧୩ି ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ ହୋଇଯାଇଛି । ଗୁରୁବାର ଦିନ ସେ ନିଜ ଫ୍ୟାନ୍ସ ମାନଙ୍କ ଠାରୁ ବିଦାୟ ନେଇଛନ୍ତି । ତେବେ ସିଦ୍ଧାର୍ଥଙ୍କ ହୃଦଘାତରେ ପରଲୋକ ହୋଇଥିବା…

ସୁମିତ ଓ ଅବନୀଙ୍କ ପାଇଁ ଶେଷ ଟ୍ୱିଟ କରିଥିଲେ ସିଦ୍ଧାର୍ଥ ଶୁକ୍ଳା; ତୁମ ପାଇଁ ଦେଶ ଗର୍ବିତ

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ ବସ୍-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୪୦ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ସମଗ୍ର ବଲିଉଡ ସ୍ତବ୍ଧ । ହୃଦଘାତ କାରଣରୁ ଗୁରୁବାର…

ଆମାଜନ୍ ଦେବ ୫୫,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: କରୋନା କାଳରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର ଆସିଦେଇଛି ଆମାଜନ୍ । ଦୁନିଆର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ୍ ସାରା ବିଶ୍ୱରେ ଅଧିକ ମାତ୍ରାରେ ନିଯୁକ୍ତ ଆଣିଦେଇଛି । କର୍ପୋରେଟ୍ ଓ…

ବଦଳିଲା ରାଜୀବ ଗାନ୍ଧି ନ୍ୟାସନାଲ୍ ପାର୍କର ନାଁ, ରଖାଗଲା….

ଦିଶପୁର: ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ନ୍ୟାସନାଲ୍ ପାର୍କରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାଁ ହଟାଇବାର ନିଷ୍ପତି ନେଇଛନ୍ତି । ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି…

ହଳାହଳ ବିଷ ହେବ କରୋନା ପାଇଁ ମୃତ୍ୟୁ ସଞ୍ଜିବନୀ

ନୂଆଦିଲ୍ଲୀ: ହଳାହଳ ବିଷ ହେବ କରୋନା ପାଇଁ ସଞ୍ଜିବନୀ । ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗୁଥିଲେ ହେଁ ଏହା ସତ । କରୋନା ପାଇଁ ବ୍ୟବହୃତ ହେଉଥିବା ଟିକା ଶତ ପ୍ରତିଶତ ସଫଳ ହୋଇନଥିବା ବେଳେ ପ୍ରଥମ ଥର ପାଇଁ କରୋନା…

ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ RT-PCR Test କରାଇବା ବାଧ୍ୟତାମୁଳକ, ନୂତନ ଭାରିଆଣ୍ଟକୁ ନେଇ ଡର

ମୁମ୍ବାଇ: କରୋନା ଭୁତାଣୁର ନୂତନ ଭାରିଆଣ୍ଟକୁ ଆଖି ଆଗରେ ରଖି ମୁମ୍ବାଇ ନଗର ନିଗମ ପକ୍ଷରୁ ଗାଇଡଲାଇନ୍ କୁ କଡ଼ା କଡ଼ି କରାଯାଇଛି । ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମାବଳଳୀ ଆହୁରି କଡ଼ା କରିଦିଆଯାଇଛି । ଏହି…