Browsing Category
Top Stories
ରାଇରଙ୍ଗପୁରର ପୂର୍ବତନ ବିଧାୟକଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା
ରାଇରଙ୍ଗପୁର(ଓଡ଼ିଶା ଭାସ୍କର): କରୋନା ସମୟରେ ରାଜ୍ୟରେ ଲୁଟ୍ ଚୋରି ଆଦି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ମଧ୍ୟ ଲୁଟର ଶିକାର ହୋଇଛନ୍ତି । ପୂର୍ବତନ ବିଧାୟକ ସାଇବା…
ସେପ୍ଟେମ୍ବର ପାଇଁ ଆସିଲା କେନ୍ଦ୍ରର ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏନେଇ…
ସିଙ୍ଗଡ଼ା ଖାଇବା ଚକ୍କରରେ ଟ୍ରାକରେ ଖସିପଡ଼ିଲେ, ଉପର ଚଢ଼ିଗଲା ଟ୍ରେନ୍; ତାପରେ ଯାହା ଘଟିଲା…
ବକ୍ସର: ଟ୍ରେନ୍ ରେ ଯାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତିଙ୍କ ସିଙ୍ଗଡ଼ା ଖାଇବାକୁ ଇଛା ହେଲା । ଷ୍ଟେସନରେ ଯେତେବେଳେ ଟେନ୍ ଟି ଅଟକିଥିଲା । ସେ ଟ୍ରେନ୍ ରୁ ଓହ୍ଲାଇ ସିଙ୍ଗଡ଼ା ଖାଇବାକୁ ବାହାରକୁ ଯାଈଥିଲା । କିନ୍ତୁ…
ମହୀଶୁର୍ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା, ୫ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକ ମହିଶୁରରେ ଛାତ୍ରୀଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ କୁ ବଡ଼ ସଫଳତା । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ହାତରେ ଆଜି ୫ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ସେମାନଙ୍କୁ ଗିରଫ…
ଇ-ଯାନ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏଣିକି ବ୍ୟାଟେରୀ ଗାଡ଼ି…
KBC ୧୩ର ପ୍ରଥମ କୋଟିପତି ହିମାନୀ ଏହି ଜିନିଷରେ ଖର୍ଚ୍ଚ କରିବେ ଜିତିଥିବା ଧନରାଶି
ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତିର ୧୩ ତମ ସିଜନ୍ ଆରମ୍ଭ ହେବାପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ ଆରମ୍ଭ ନହେଉଣୁ ଏହି ସଜନ୍ ର ପ୍ରଥମ କୋଟିପତି ବନିଛନ୍ତି ହିମାନୀ ବୁନ୍ଦେଲା । ଦିବ୍ୟାଙ୍ଗ ହୋଇ ମଧ୍ୟ ସେ…
ଗଣଦୁଷ୍କର୍ମ ପରେ ଆକ୍ସନ୍ ମୋଡରେ ବିଶ୍ୱବିଦ୍ୟାଳୟ; ଏକା ବୁଲିପାରିବେନି ଛାତ୍ରୀ, ବାହାର ପିଲାଙ୍କୁ ନୋ ଏଣ୍ଟ୍ରି
ମହୀଶୁର: କର୍ଣ୍ଣାଟକର ମହୀଶୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ମୈସୁର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ପ୍ରତିବନ୍ଧକ କଡ଼ାକଡ଼ି କରିବାକୁ ଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ…
IPS ଅମିତାଭ ଠାକୁର ଗିରଫ, ବଳପୂର୍ବକ ଉଠାଇନେଲା ପୋଲିସ୍ । ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ: ସୁପ୍ରିମକୋର୍ଟ ବାହାରେ ପୀଡିତାଙ୍କ ଆତ୍ମହତ୍ୟା କରିବା ମାମଲାରେ ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା…
କରୋନା ମହାମାରୀ ମଧ୍ୟରେ ଡରାଇଲାଣି ରହସ୍ୟମୟୀ ରୋଗ ‘ହାୱାନା ସିଣ୍ଡ୍ରୋମ’, ଜାଣନ୍ତୁ ଲକ୍ଷଣ ଓ କାରଣ
ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବା ବେଳେ ଏହାର ଡେଲଟା ଭାରିଆଣ୍ଟ୍ ଅନେକ ଦେଶରେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ତେବେ ଏହି ସଂକ୍ରମଣ ମଧ୍ୟରେ ଦେଶରେ "ହାୱାନା ସିଣ୍ଡ୍ରୋମ୍" ନାମକ ରୋଗ…
ପବଜି ଗେମ୍ ପାଇଁ ମାଆଙ୍କ ଖାତାରୁ ୧୦ ଲକ୍ଷ ଟଙ୍କା ଖାଲି କରିଦେଲା ପୁଅ, ଗାଳି କରିବାରୁ ଘର ଛାଡ଼ି ଫେରାର୍
ମୁମ୍ବାଇ: ପବଜି ଗେମ୍ ଛୋଟ ଛୋଟ ପିଲାଙ୍କ ବଭିଷ୍ୟତକୁ ଏକଦମ୍ ନଷ୍ଟ କରିଦେଇଛି । ଖାସ୍ କରି ଏହି କରୋନ ମହାମାରୀ ସମୟରେ ପିଲା ମାନେ ଫୋନ୍ ସହ ଦିନରାତି ସମୟ ବିତାଉଥିବାରୁ ବାପା-ମାଆ ମାନେ ଚିନ୍ତା ପ୍ରକଟ କରୁଛନ୍ତି ।…