Browsing Category

Top Stories

ଦିଲ୍ଲୀ ବଜେଟ୍: ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ରେଖା ଗୁପ୍ତା, ଜାଣନ୍ତୁ କେଉଁ ବିଭାଗକୁ କେତେ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୫-୨୬…

ବିବାହର ୧୫ ଦିନ ପରେ ପିଶାଚୁଣୀ ସାଜିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ୱାମୀର କଲା ହତ୍ୟା

ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ମହିଳା ଜଣକ ବିବାହର ୧୫ଦିନରେ ସ୍ୱାମୀକୁ ହତ୍ୟା କରିଛି । ବିବାହର ଚତୁର୍ଥୀରେ ଷଡ଼ଯନ୍ତ୍ର କରିଥିଲେ ଏବଂ ସ୍ୱାମୀକୁ ରାସ୍ତରୁ ହଟାଇବା ପାଇଁ ସୁପାରୀ କିଲରକୁ ସୁପାରୀ ଦେଇଥିଲେ ।…

ମହାରାଷ୍ଟ୍ର ରାଜନୀତିରେ ହଇଚଇ: କୁନାଲ କହିଲେ ରାଜନେତାଙ୍କୁ ଥଟ୍ଟା କରିବା ଆଇନ ବିରୋଧୀ ନୁହେଁ, ବିଷୟରେ ଏକ ସୀମା ରହିବା ଜରୁରୀ କହିଲେ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବହୁତ ହଇଚଇ ଦେଖାଯାଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରା ଦେଇଥିବା ମନ୍ତବ୍ୟ ପରେ ବିବାଦ ବଢ଼ିବାରେ…

Chhattisgarh Maoists Encounter: ପୋଲିସ-ମାଓ ଗୁଳିବିନିମୟ, ୩ ମାଓବାଦୀ ନିହତ

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଥରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଖବର ଅନୁସାରେ, ମାଓବାଦୀଙ୍କ ସହ ଏହି ଏନକାଉଣ୍ଟର…

ଗଞ୍ଜେଇ ଚାଲାଣ: ୩ ଆଇଆରବି ଯବାନ ଗିରଫ

ବୌଦ୍ଧ: ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ ହେବା ଖବର ସାମ୍ନାକୁ ଆସିଛି । ମନମୁଣ୍ଡା ପୋଲିସ ବ୍ୟାରେକ୍‌ରେ ଚଢାଉ କରିଥିଲା, ଗଞ୍ଜେଇ ଜବତ ପରେ ୩ଜଣ ଜବାନଙ୍କୁ ଗିରଫ କରାଯାଇଛି । ସୂଚନାନୁଯାୟୀ, ଏହି ୩ଜଣ…

Realme Narzo 80 Pro 5G ଖୁବଶୀଘ୍ର ଭାରତରେ ହେବ ଲଞ୍ଚ, ଏତିକି ରହିବ ଦାମ୍‌

ନୂଆଦିଲ୍ଲୀ: Realme Narzo 80 Pro 5G ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। Realme ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ Narzo ସିରିଜର ନୂଆ ସ୍ମାର୍ଟଫୋନକୁ ଟିଜ କରିବା ଆରମ୍ଭ କରିସାରିଲାଣି । ଏହା Amazon…

RBIର ବଡ଼ ନିଷ୍ପତ୍ତି: ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଲୋନ୍ ଉପରେ କୌଣସି ଅତିରିକ୍ତ ଶୁଳ୍କ ନାହିଁ, ଜାଣନ୍ତୁ ୧ ଏପ୍ରିଲ ୨୦୨୫ ରୁ କ’ଣ ହେବ…

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି ଯେ, ବ୍ୟାଙ୍କଗୁଡ଼ିକ ପ୍ରାଥମିକତା କ୍ଷେତ୍ର ଋଣ (ପିଏସଏଲ) ବର୍ଗ ଅଧୀନରେ ବିଶେଷକରି କ୍ଷୁଦ୍ର ଋଣ ଉପରେ ଅତ୍ୟଧିକ ଶୁଳ୍କ ଆଦାୟ କରିପାରିବେ ନାହିଁ ।…

ମାଟ୍ରିକ ଖାତା ଦେଖାରେ ଏ କିପ୍ରକାର ତ୍ରୁଟି, ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: ଜାରି ରହିଛି ମାଟ୍ରିକ ଖାତା ଦେଖା । ତେବେ ହିନ୍ଦୀ ଉତ୍ତର ଖାତା ଦେଖିବା ସମୟରେ ମୂଲ୍ୟାୟନକାରୀଙ୍କ ମୁଣ୍ଡ ଗୋଲ ହୋଇଯାଇଛି । କେତେକ ଛାତ୍ରଛାତ୍ରୀ ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି…

ହତ୍ୟାର ରୂପ ନେଲା ଚୋରା ପୀରତି ସନ୍ଦେହ, ମାଆ ସହ ମିଶି ସ୍ୱାମୀକୁ ମର୍ଡର କଲା ସ୍ତ୍ରୀ, ମୃତଦେହକୁ କାରରେ ଫିଙ୍ଗିଦେଲା

ନୂଆଦିଲ୍ଲୀ: ଗତ ସପ୍ତାହରେ ବେଙ୍ଗଲୁରୁରେ ଜଣେ ରିୟଲ ଇଷ୍ଟେଟ ବିଜନେସମ୍ୟାନଙ୍କୁ, ତାଙ୍କ ସ୍ତ୍ରୀ ଏବଂ ଶାଶୂ ମିଶି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି, ୩୭ ବର୍ଷୀୟ ଲୋକନାଥ ସିଂହ । ଶନିବାର ଦିନ…

Breaking: ପିଚୁ ଗାଡ଼ିକୁ ଚାପିଦେଲା ହାଇୱା, ଚାଲିଗଲା 3 ଜୀବନ

ଭୁବନେଶ୍ବର:  ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ । ପିଚୁ ଗାଡ଼ିକୁ ଏକ ହାଇଓ୍ବା ଦ୍ରୁତ ଗତିରେ ଆସି ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ 3ଜଣଙ୍କ…