Browsing Category
Top Stories
ମହାରାଷ୍ଟ୍ର ରାଜନୀତିରେ ହଇଚଇ: କୁନାଲ କହିଲେ ରାଜନେତାଙ୍କୁ ଥଟ୍ଟା କରିବା ଆଇନ ବିରୋଧୀ ନୁହେଁ, ବିଷୟରେ ଏକ ସୀମା ରହିବା ଜରୁରୀ କହିଲେ ସିନ୍ଦେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବହୁତ ହଇଚଇ ଦେଖାଯାଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରା ଦେଇଥିବା ମନ୍ତବ୍ୟ ପରେ ବିବାଦ ବଢ଼ିବାରେ…
Chhattisgarh Maoists Encounter: ପୋଲିସ-ମାଓ ଗୁଳିବିନିମୟ, ୩ ମାଓବାଦୀ ନିହତ
ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଥରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି ।
ଖବର ଅନୁସାରେ, ମାଓବାଦୀଙ୍କ ସହ ଏହି ଏନକାଉଣ୍ଟର…
ଗଞ୍ଜେଇ ଚାଲାଣ: ୩ ଆଇଆରବି ଯବାନ ଗିରଫ
ବୌଦ୍ଧ: ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ ହେବା ଖବର ସାମ୍ନାକୁ ଆସିଛି । ମନମୁଣ୍ଡା ପୋଲିସ ବ୍ୟାରେକ୍ରେ ଚଢାଉ କରିଥିଲା, ଗଞ୍ଜେଇ ଜବତ ପରେ ୩ଜଣ ଜବାନଙ୍କୁ ଗିରଫ କରାଯାଇଛି ।
ସୂଚନାନୁଯାୟୀ, ଏହି ୩ଜଣ…
Realme Narzo 80 Pro 5G ଖୁବଶୀଘ୍ର ଭାରତରେ ହେବ ଲଞ୍ଚ, ଏତିକି ରହିବ ଦାମ୍
ନୂଆଦିଲ୍ଲୀ: Realme Narzo 80 Pro 5G ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। Realme ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ Narzo ସିରିଜର ନୂଆ ସ୍ମାର୍ଟଫୋନକୁ ଟିଜ କରିବା ଆରମ୍ଭ କରିସାରିଲାଣି । ଏହା Amazon…
RBIର ବଡ଼ ନିଷ୍ପତ୍ତି: ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଲୋନ୍ ଉପରେ କୌଣସି ଅତିରିକ୍ତ ଶୁଳ୍କ ନାହିଁ, ଜାଣନ୍ତୁ ୧ ଏପ୍ରିଲ ୨୦୨୫ ରୁ କ’ଣ ହେବ…
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି ଯେ, ବ୍ୟାଙ୍କଗୁଡ଼ିକ ପ୍ରାଥମିକତା କ୍ଷେତ୍ର ଋଣ (ପିଏସଏଲ) ବର୍ଗ ଅଧୀନରେ ବିଶେଷକରି କ୍ଷୁଦ୍ର ଋଣ ଉପରେ ଅତ୍ୟଧିକ ଶୁଳ୍କ ଆଦାୟ କରିପାରିବେ ନାହିଁ ।…
ମାଟ୍ରିକ ଖାତା ଦେଖାରେ ଏ କିପ୍ରକାର ତ୍ରୁଟି, ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ବର: ଜାରି ରହିଛି ମାଟ୍ରିକ ଖାତା ଦେଖା । ତେବେ ହିନ୍ଦୀ ଉତ୍ତର ଖାତା ଦେଖିବା ସମୟରେ ମୂଲ୍ୟାୟନକାରୀଙ୍କ ମୁଣ୍ଡ ଗୋଲ ହୋଇଯାଇଛି । କେତେକ ଛାତ୍ରଛାତ୍ରୀ ହିନ୍ଦୀ ପ୍ରଶ୍ନପତ୍ର ନେଇ ସଂସ୍କୃତରେ ଉତ୍ତର ଲେଖିଛନ୍ତି…
ହତ୍ୟାର ରୂପ ନେଲା ଚୋରା ପୀରତି ସନ୍ଦେହ, ମାଆ ସହ ମିଶି ସ୍ୱାମୀକୁ ମର୍ଡର କଲା ସ୍ତ୍ରୀ, ମୃତଦେହକୁ କାରରେ ଫିଙ୍ଗିଦେଲା
ନୂଆଦିଲ୍ଲୀ: ଗତ ସପ୍ତାହରେ ବେଙ୍ଗଲୁରୁରେ ଜଣେ ରିୟଲ ଇଷ୍ଟେଟ ବିଜନେସମ୍ୟାନଙ୍କୁ, ତାଙ୍କ ସ୍ତ୍ରୀ ଏବଂ ଶାଶୂ ମିଶି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି, ୩୭ ବର୍ଷୀୟ ଲୋକନାଥ ସିଂହ ।
ଶନିବାର ଦିନ…
Breaking: ପିଚୁ ଗାଡ଼ିକୁ ଚାପିଦେଲା ହାଇୱା, ଚାଲିଗଲା 3 ଜୀବନ
ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ।
ପିଚୁ ଗାଡ଼ିକୁ ଏକ ହାଇଓ୍ବା ଦ୍ରୁତ ଗତିରେ ଆସି ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ 3ଜଣଙ୍କ…
ଭାରତକୁ ପୁଣି ଏକ ବଡ଼ ଝଟକା ଦେଲେ ଡୋନାଲ୍ଡ ଟ୍ରମ୍ପ! ବଢ଼ିପାରେ ତୈଳ ଦର, ଜାଣନ୍ତୁ ଶୁଳ୍କ ସମ୍ପର୍କରେ କ’ଣ କଲେ ନୂଆ ଘୋଷଣା?
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ମାର୍ଚ୍ଚ ୨୪ରେ ଘୋଷଣା କରିଛନ୍ତି ଯେ, ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ ଉପରେ ୨୫ ପ୍ରତିଶତ…
ସ୍ବାମୀ ସହିତ କଥା ହେବା ପାଇଁ ବାପା ମା ଦେଲେନି iPhone, ରାଗିଯାଇ ବ୍ଲେଡରେ 100ରୁ ଅଧିକ ଥର ହାତ କାଟିଦେଲା ଝିଅ
ନୂଆଦିଲ୍ଲୀ: ବିହାର ମୁଙ୍ଗେରର ଜମାଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଇଫୋନ ପାଇଁ ହାତ କାଟିଦେଲା ଝିଅ । ବାରମ୍ବାର ଜିଦି କରିବା ସତ୍ତ୍ବେ ପରିବାର ଲୋକେ ରାଜି ହୋଇନଥିଲେ ।
ମୋହନପୁର ଖଲାସି…