Browsing Category

Top Stories

ବଡ଼ ଖବର: ରାଜ୍ୟରେ ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ…

ବିନିକାରେ ଟ୍ରିପଲ ମର୍ଡ଼ର

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ବିନିକା ଥାନା ସିଲାଟି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ସେଠାରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଛି । ବାପା, ମା ଓ ତାଙ୍କ ପୁଅକୁ ଧାରୁଆ…

୨୪ଘଣ୍ଟାରେ ୧୧୨୯ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, ୨୩ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୪୫,୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୧ ଗିରଫ

ବାଲେଶ୍ୱର,୨୩/୭(ଓଡିଶା ଭାସ୍କର): ବାଲେଶ୍ଵର ଗୋପାଳପୁର ନିକଟରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ବେଳେ ଜବତ କରିଛି ଖନ୍ତାପଡ଼ା ପୋଲିସ । ୮ଟି ଗାଡ଼ିରେ ଅଛନ୍ତି ୭୮ରୁ ଅଧିକ…

ନଡ଼ିଆ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି, ଜାଣନ୍ତୁ କେମିତି

ଅନେକ ଚମତ୍କାରୀ ଗୁଣରେ ଭରପୂର ହୋଇ ରହିଛି ନଡିଆ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି…

ସୁନ୍ଦର ତ୍ଵଚା ଓ କେଶ ପାଇଁ ଅଦାରେ ମିଶାଇ ଲଗାନ୍ତୁ ଏହି ଜିନିଷ

ତରୁଣୀମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ କେତେ କଣ ଉପାୟ ଅବଲମ୍ବନ କରିଥାନ୍ତି।ଏପରିକି ବଜାରରେ ମିଳୁଥିବା ଦାମୀ ଦାମୀ କ୍ରିମ ମଧ୍ୟ ଆଣି ଲାଗନ୍ତି। ଯାହା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ର ଭୟ ରହିଥାଏ। କିନ୍ତୁ ଘରୋଇ…

ରାଜ୍ୟରେ ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୩୭୪୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୩,…