fbpx
Browsing Category

Top Stories

Big Breaking; ହଟିବ ରେଡ୍ ଲାଇଟ୍, ଲାଗିବ ବିକଳ୍ପ ବ୍ୟବସ୍ଥା: ଟ୍ରାଫିକ ଝାମେଲାରୁ ମିଳିବ ମୁକ୍ତି

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ ଜନତା । ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଏହା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ…

(Video) ରାହୁଲ ଗାନ୍ଧୀଙ୍କ ଫୋନ କଲ୍ ଅଭିଯୋଗକୁ ନେଇ ସତ ବଖାଣିଲେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଲୋକସଭା ବାଚସ୍ପତି ଏବଂ ଉପବାଚସ୍ପତି ପଦବୀକୁ ନେଇ କଳହ ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜନାଥ ସିଂହଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ, ପୁଣି ଆମ…

କେରଳ ସରକାର ନେଲେ ନିଷ୍ପତ୍ତି , ପରିବର୍ତ୍ତନ ହେବ ରାଜ୍ୟର ନାମ

ଓଡିଶା ଭାସ୍କର: କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ କାହାକୁ ବା ଅଜଣା ରହିଛି । ଏହାର ସବୁଜ ଭରା ଜଙ୍ଗଲ, ବେଳାଭୂମି, ସୁଉଚ୍ଚ କୁହୁଡିରେ ଢାଙ୍କି ହୋଇଥିବା ପାହାଡ ପାଇଁ ସମଗ୍ର ଦେଶ ବିଦେଶରେ ପରିଚୟ ସାଉଁଟି…

ମଣିଷକୁ ଅସୁସ୍ଥ କରାଉଛି Social Media: ଶାରୀରିକ-ମାନସିକ ସ୍ତରରେ ସୁସ୍ଥ ହେବାକୁ ଛାଡ଼ନ୍ତୁ ଏହି ଅଭ୍ୟାସ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ସୋସିଆଲ ମିଡିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଦେଶ ତଥା ବିଶ୍ୱରେ ଯାହା ଘଟୁଛି ସେ ସମ୍ବନ୍ଧୀୟ ଅଧିକାଂଶ ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଉପଲବ୍ଧ । କିଛି ଲୋକ…

CBSE CTET ଜୁଲାଇ ୨୦୨୪ ପରୀକ୍ଷା ପାଇଁ ସେଣ୍ଟର୍ ସିଟି ସ୍ଲିପ୍ ଜାରି: ଏହି ଉପାୟରେ ଜାଣନ୍ତୁ ପରୀକ୍ଷା କେନ୍ଦ୍ରର ସୂଚନା 

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି ଜୁଲାଇ ୨୦୨୪) ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି  । ଏହି ପରୀକ୍ଷାରେ ଉପସ୍ଥିତ ହେବାକୁ ଥିବା ପ୍ରାର୍ଥୀମାନଙ୍କ…

ଅଦିତି ଅଶୋକ ଓ ଦୀକ୍ଷା ଡାଗରଙ୍କୁ ପ୍ୟାରିସ ଅଲମ୍ପିକ୍ସ ଟିକେଟ, ଗଲ୍ପରେ ଚମକିବେ

ନୂଆଦିଲ୍ଲୀ: ଭାରତୀୟ ଗଲ୍ଫର ଷ୍ଟାର ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର ପ୍ୟାରିସ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଏହି ଦୁଇ ମହିଳା ଗଲ୍ଫର ବିଶ୍ୱ ର‌୍ୟାଙ୍କିଙ୍ଗ ଭିତ୍ତିରେ ପ୍ୟାରିସ ଅଲମ୍ପିକ୍ସ ଖେଳିବା ପାଇଁ…

ଦେଶରେ ପ୍ରଥମ ଥର ପାଇଁ ହେବ ବାଚସ୍ପତି ନିର୍ବାଚନ, ଓମ ବିର୍ଲା ଏବଂ କେ.ସୁରେଶଙ୍କ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କେ ସୁରେଶ ବିରୋଧୀ ଦଳ ପକ୍ଷର ପ୍ରାର୍ଥୀ ହେବେ । ଅନ୍ୟପଟେ ଏନଡିଏ ପକ୍ଷରୁ ଲୋକସଭା ବାଚସ୍ପତି ପଦବୀ ପାଇଁ ଓମ…

ଫାଟିଲା ଇନଭର୍ଟର, ଜଳିଲା ଘର: ଦୁର୍ଘଟଣାରେ ପିତାମାତାଙ୍କ ସହ ୨ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରେମ ନଗରରେ ଅଗ୍ନିକାଣ୍ଡ ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ଅବସ୍ଥିତ ଘରେ ଅଗ୍ନିକାଣ୍ଡ ହେତୁ ପରିବାରର ଚାରି ଜଣଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି…

(Video) ବାଥଟବ୍ ଭିତରେ ପଶି ମସ୍ତି କରୁଛି ହାତୀଛୁଆ: ଗାଧୋଇବା ବେଳର ଭିଡିଓ ଭାଇରାଲ

ଓଡ଼ିଶା ଭାସ୍କର: ଅନେକ ସୋସିଆଲ ମିଡିଆରେ ମଜାଦାର ଭିଡିଓ ସବୁ ପୋଷ୍ଟ ହୋଇଥାଏ । ଛୋଟ ପିଲା ବା ପଶୁ ପକ୍ଷୀମାନଙ୍କର ମସ୍ତି କରୁଥିବାର କିଛି ଭିଡିଓ ସମସ୍ତଙ୍କ ମନରେ ଖୁସି ଭରିଦିଏ । ସେହିଭଳି ଏକ ଭିଡିଓ ବର୍ତ୍ତମାନ…

Delhi Water Crisis: ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଞ୍ଜୟ ସିଂଙ୍କ ଦାବି ‘ବଞ୍ଚିବା ପାଇଁ ପାଣି ଦିଏ’

ଓଡିଶା ଭାସ୍କର: ଦେଶର ରାଜଧାନୀ ଏବେ ପାଣି ସଂକଟ ଦେଇ ଗତି କରୁଛି । ଜଳ ସଂକଟ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢି ଚାଲିଛି । ବିଜେପି ଓ ଆମ୍ ଆଦମି ପାର୍ଟି ଏହି ଜଳ ସଂକଟ ପାଇଁ ଉଭୟେ ଉଭୟଙ୍କୁ ଦାୟୀ କହୁଛନ୍ତି ।…